ବାଣିଜ୍ୟ

ଫେରିଲାଣି ଦୁଇତୃତୀୟାଂଶ ୨,୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୬ା୬ : ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଜାରରେ ପ୍ରଚଳିତ ପ୍ରାୟ ୩.୨୬ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା କରିଥିଲା। ସେବେଠୁ ଅଦ୍ୟାବଧି ଏହାର ଦୁଇ-ତୃତୀୟାଂଶରୁ ଉର୍ଦ୍ଧ୍ୱ ୨,୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କଗୁଡ଼ିକୁ…

ଆମେରିକାରୁ ଦାମୀ ଏମକ୍ୟୁ-୯ବି ଡ୍ରୋନ କିଣିବା ଖବର ମିଛ, ମୂଲ୍ୟ ଏପର୍ଯ୍ୟନ୍ତ ହୋଇନାହିଁ ସ୍ଥିର…

ନୂଆଦିଲ୍ଲୀ,୨୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏମକ୍ୟୁ-୯ବି ଡ୍ରୋନ କ୍ରୟ ପାଇଁ ଚୁକ୍ତି ଶେଷ ହୋଇଛି। ତେବେ ସୋସିଆଲ ମିଡିଆରେ କିଛି ରିପୋର୍ଟରେ ଦାବି କରାଯାଇଛି ସରକାର ଏହି ଡ୍ରୋନ କାରବାରକୁ ମହଙ୍ଗା ମୂଲ୍ୟରେ କରିଛନ୍ତି। ତେବେ…

ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ସହ ସୋଆର ବୁଝାମଣା

ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏମ୍‌ଆର୍‌-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି) ମଧ୍ୟରେ ଶନିବାର ଏକ ଦ୍ୱିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଓ ସୋଆ ମିଳିତ ଭାବେ…

ନିର୍ମାଇ ସହ ଓଡ଼ିଶା ଡାଇଗ୍ନୋଷ୍ଟିକର ସହଭାଗିତା

ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟସେବା ପରୀକ୍ଷଣ ସଂସ୍ଥା ଓଡ଼ିଶା ଡାଇଗ୍ନୋଷ୍ଟିକ୍‌ ଏବଂ ମେଡିକାଲ ଟେକ୍ନୋଲୋଜି କମ୍ପାନୀ ନିର୍ମାଇ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସ୍ବାସ୍ଥ୍ୟସେବାର ଅଗ୍ରଭାଗକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।…

ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ଉନ୍ମୋଚିତ

ଭୁବନେଶ୍ୱର,୨୫।୬: ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ ବିଜ୍‌ନେ୍‌ସ ଆପ୍‌’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଫୋନ୍‌ପେ ବ୍ୟବସାୟୀମାନଙ୍କୁ ଋଣ ଦେବା ସହିତ ଅନ୍ୟାନ୍ୟ ସୁବିଧା ଏବଂ ସେବା ମଧ୍ୟ ଉପଭୋକ୍ତାମାନଙ୍କୁ ଯୋଗାଇଦେବ। ଏପରିକି ଉକ୍ତ ପ୍ଲାଟ୍‌ଫର୍ମର ଆନୁଷ୍ଠାନିକ…

ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍‌ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍‌ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ…

ଗୋ ଫାଷ୍ଟର ଉଡ଼ାଣ ପାଇଁ ଆବଶ୍ୟକ ୪୨୫ କୋଟି…

ନୂଆଦିଲ୍ଲୀ,୨୪।୬ : ଗୋ ଫାଷ୍ଟର ସମାଧାନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରା ଏକ ପୁନଃଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବିମାନ ଚଳାଚଳ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏୟାରଲାଇନ୍ସ ଫାଇନାନ୍ସରଙ୍କ ଠାରୁ ୪୨୫ କୋଟି ଟଙ୍କା ମାଗିଛନ୍ତି। ଗୋଏଲଷ୍ଟର ଦେବାଳିଆ ମାମଲାରେ…

ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ ବୈଷୟିକ…

ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ,୨୪।୬: ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି।…

ପୁରୀ ରଥଯାତ୍ରାରେ ଫ୍ରିଡମ୍‌ ଅଏଲ ଷ୍ଟଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୬ (ଅଭୟ ଦାଶ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ରଥଯାତ୍ରା ଅବସରରେ ଫ୍ରିଡମ୍‌ ଅଏଲର ଆକର୍ଷଣୀୟ ଫ୍ରିଡମ ଷ୍ଟଲ୍‌ ଗୁଣ୍ଡିଚା ମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟଲ୍‌ ଚଳିତ ବର୍ଷର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ବିଶେଷକରି…

ଏଚ୍‌ପିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪।୬: ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଚ୍‌ପିର ନୂତନ ଉତ୍ପାଦଗୁଡିକ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓମେନ ଓ ଭିକ୍ଟସ ଗେମିଂ ଡିଭାଇସର ଲାଟେଷ୍ଟ ଶୃଙ୍ଖଳର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ନୂତନ ଶୃଙ୍ଖଳରେ…

ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର

ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍‌ ଆୱାର୍ଡ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?