‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୩’
ଭୁବନେଶ୍ୱର,୪।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍ ପବ୍ଲିକ ସ୍କୁଲ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ପଟିଆସ୍ଥିତ ସ୍କୁଲ ପରିସରରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ କଳା,ସାହିତ୍ୟ,ଭାଷା,ବିଜ୍ଞାନ,ନୃତ୍ୟ ଓ…
ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ୍ ଡିସ୍କାଉଣ୍ଟ୍ ଡେଜ୍’
ମୁମ୍ବାଇ,୪।୪: ରିଲାଏନ୍ସ ଗ୍ରୁପର ପ୍ରମୁଖ ବ୍ରାଣ୍ଡ୍ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଡିସ୍କାଉଣ୍ଟ ଡେଜ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ସେଲ୍ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି ପ୍ରତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ରୟରେ ଗ୍ରାହକମାନଙ୍କ ପାଇଁ…
ଆଇଡିବିଆଇ ବ୍ୟାଙ୍କର ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’
ନୂଆଦିଲ୍ଲୀ,୪।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ନୂତନ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କ ନ୍ୟାଶନାଲ ଇ-ଗଭର୍ନାନ୍ସ ସର୍ଭିସେସ୍ ଲିମିଟେଡ୍ (ଏନ୍ଇଏସ୍ଏଲ୍) ସହଭାଗିତାରେ ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଏହା କାଗଜ-ଆଧାରିତ ବ୍ୟାଙ୍କ ଗ୍ୟାରେଣ୍ଟି…
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୬.୬୧ ଲକ୍ଷ କୋଟି
ନୂଆଦିଲ୍ଲୀ,୪।୪: ଚଳିତ ଆର୍ଥିକ ବର୍ଷ ( ୨୦୨୨-୨୩ ବଷ)ରେ ୧୬.୬୧ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି , ଯାହାକି ୨୦୨୧-୨୨ ତୁଳନାରେ ପ୍ରାୟ ୧୮% (୧୭.୬୩%) ବୋଲି କୁହାଯାଉଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍ ଆକଳନ…
ପ୍ରତିଦିନ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କମାଇବା ସୌଦି…
ରିଆଦ,୩।୪ : ସୌ ଆରବ, ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ର ଅନ୍ୟ ସଦସ୍ୟମାନଙ୍କ ସହିତ ମେ ମାସରୁ ୨୦୨୩ ଶେଷ ପର୍ଯ୍ୟନ୍ତ ଦିନକୁ ୫ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ସୌଦି ଆରବ ସହିତ ରୁଷିଆ,…
ମାର୍ଚ୍ଚରେ ବେରୋଜଗାର ହାର ୭.୮ %
ନୂଆଦିଲ୍ଲୀ,୩।୪: ବିଗତ କିଛି ମାସ ହେବ ଦେଶର ବେରୋଜଗାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସର ବେରୋଜଗାର ହାର ଗତ ୩ ମାସ ଅପେକ୍ଷା ସର୍ବାଧିକ ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି…
ଶ୍ରେଷ୍ଠ ୧୦ ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ଏଲ୍ଭିପିଇଆଇ
ନୂଆଦିଲ୍ଲୀ,୩।୪: ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟ୍ (ଏଲଭିପିଇଆଇ)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟସ୍ତରର ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ…
କୋଇଲା ଉତ୍ପାଦନରେ ଏମ୍ସିଏଲ୍ର ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର,୩।୪: ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍ସିଏଲ୍) ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ କମ୍ପାନୀର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ…
ପୂର୍ବତଟ ରେଳପଥରେ ୨୪୧.୫୧ ଏମ୍ଟି ପଣ୍ୟ କାରବାର
ଭୁବନେଶ୍ୱର,୩।୪: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍ ପୂର୍ବତଟ ରେଳପଥ ୨୦୨୨-୨୩ ଆର୍ଥିକବର୍ଷର ପଣ୍ୟ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏପରିକି ରେଳପଥ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ସେହିଭଳି ପୂର୍ବତଟ ରେଳପଥ ୨୦୨୧-୨୨…
ଶାସନନୀତିରେ ସଚିବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୩।୪: ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରି ଅଫ୍ ଇଣ୍ଡିଆ (ଆଇସିଏସ୍ଆଇ)ର ଭୁବନେଶ୍ୱର ଅଧ୍ୟାୟ ପକ୍ଷରୁ ‘ଶକ୍ତିର ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାଲକୋର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର…
ଟାଟା ଏଆଇଏ ଏନ୍ଏଫ୍ଓ ଶୁଭାରମ୍ଭ
ନୂଆଦିଲ୍ଲୀ,୩।୪: ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ ଓ ଟାଟା ଏଆଇଏ ଡାଇନାମିକ୍ ଆଡଭାଣ୍ଟେଜ୍ ଫଣ୍ଡ୍ର ଏନ୍ଏଫ୍ଓ ଶୁଭାରମ୍ଭ କରାଯାଇଛି। ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ର ପାଣ୍ଠିକୁ ନିରନ୍ତରତାକୁ କିମ୍ବା ପରିବେଶ, ସାମାଜିକ…
ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ
ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ କ୍ରମାଗତ ଭାବେ ପାରାଦୀପ ପୋର୍ଟ ଖାଲି ରାଜ୍ୟରେ…
Archives


