୯ ବର୍ଷରେ ଷ୍ଟକ ବଜାର ତିନିଗୁଣା…
ମୁମ୍ବାଇ,୧୭।୬ : ୨୦୧୪ରେ ସେନସେକ୍ସ ୨୧ ହଜାର ଅଙ୍କ ଥିଲା। ବର୍ତ୍ତମାନ ଏହା ୬୪୫୦୦ ଅଙ୍କ ଅତିକ୍ରମ କରିଛି। ଗତ ୯ ବର୍ଷ ମଧ୍ୟରେ ଷ୍ଟକ ବଜାର ତିନିଗୁଣା ହୋଇଛି। ଷ୍ଟକ ମାର୍କେଟଗୁଡିକ ଏକ ଦୀର୍ଘ ସମୟ ମଧ୍ୟରେ ବିପୁଳ ରିଟର୍ନ…
ଟିଏସ୍ଏମ୍ଏଲ୍ର ସ୍ବତନ୍ତ୍ର ସମ୍ମାନ ସମାରୋହ
ଭୁବନେଶ୍ୱର,୧୭।୬: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଗୁରୁବାର ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳିତ ହୋଇଯାଇଛି। ବିଶେଷକରି ଖଣି ଶିଳ୍ପରେ କାର୍ଯ୍ୟରତ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇ କମ୍ପାନୀ ବିଶ୍ୱ ସମୁଦାୟ ସହ ୨୦୨୩…
ବିଓଆଇର ମିନି ଆର୍ବିସି ଉଦ୍ଘାଟିତ
ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ।…
ଜୁଲାଇ ୩ରେ ଜିଆଇଏଫ୍ଆଇ
ଭୁବନେଶ୍ୱର,୧୭।୬: ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ଜେନେରାଲ ଇନ୍ସ୍ୟୁରାନ୍ସ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଜିଆଇଏଫ୍ଆଇ)ର ଆୟୋଜନ କରାଯାଉଛି। ୨୦୨୩ ଜୁଲାଇ ୩ରେ ଜିଆଇଏଫ୍ଆଇ ପୁଣେଠାରେ ଆୟୋଜନ ହେବ। ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସର ଏମ୍ଡି…
ଡଲାର ତୁଳନାରେ ୩୪ପଇସା ବୃଦ୍ଧି ପାଇଲା ଟଙ୍କା
ନୂଆଦିଲ୍ଲୀ,୧୬।୬: ଶୁକ୍ରବାର ଆମେରିକୀୟ ‘ଡଲାର’ ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଅଧିକ ମଜବୁତ ହୋଇଛି। ଭାରତୀୟ ସେୟାର ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇ ୩୪ପଇସା ବୃଦ୍ଧି ପାଇଛି। ଇଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଟଙ୍କା ୮୧.୮୬ରେ ଟ୍ରେଡ କରୁଛି। ଆମେରିକୀୟ…
ଆକର୍ଷଣୀୟ ସବ୍ସିଡି ଦେଉଛି ଏଲ୍ଏମ୍ଏମ୍
ନୂଆଦିଲ୍ଲୀ,୧୬।୬: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା (ଏମ୍ଆଣ୍ଡ୍ଏମ୍)ର ସହଯୋଗୀ କମ୍ପାନୀ ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍) ପକ୍ଷରୁ ଓଡ଼ିଶା ସରକାରଙ୍କ ଇଭି ନୀତିକୁ ସ୍ବାଗତ କରାଯାଇଛି। ଏପରିକି ସରକାରଙ୍କ ଉକ୍ତ ଇଭି ନୀତି ଜରିଆରେ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରିକ୍ ତିନିଚକିଆ…
ଆକ୍ସିସ୍ ବ୍ୟାଙ୍କର ଇ-ବିଜି ସେବା
ନୂଆଦିଲ୍ଲୀ,୧୬।୬: ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ ଭାବେ…
ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ
ନୂଆଦିଲ୍ଲୀ,୧୫।୬: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନର ଖାଦ୍ୟ ପ୍ରକିୟାକରଣ ୟୁନିଟ୍ ପତଞ୍ଜଳି ଫୁଡ୍ ଲିମିଟେଡ୍ (ପିଏଫ୍ଏଲ୍) ପକ୍ଷରୁ ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖାଇବାତେଲରେ ଆତ୍ମନିର୍ଭରଶୀଳ ହେବା ସହିତ ଭାରତ ସରକାରଙ୍କ ମିଶନକୁ ସମର୍ଥନକରି ପିଏଫ୍ଏଲ୍ ଖଜୁରି ବୃକ୍ଷରୋପଣ…
ଶସ୍ତା ହେବ ଖାଇବା ତେଲ
ନୂଆଦିଲ୍ଲୀ,୧୬ା୬(ଅଭୟ ଦାଶ): ଦରଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଥିବା ଜନସାଧାରଣଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଯାଇ କେନ୍ଦ୍ର ସରକାର ରିଫାଇନ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫%ରୁ ୧୨.୫%କୁ ହ୍ରାସ କରିଛନ୍ତି। ଅର୍ଥାତ୍ ୫%…
ଜାନୁୟାରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ କରିଛନ୍ତି ଘରୋଇ ବିମାନ ଯାତ୍ରା: ଡିଜିସିଏ…
ନୂଆଦିଲ୍ଲୀ,୧୫।୬ : ଜାନୁଆରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ ଲୋକ ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଗତ ବର୍ଷ ୨୦୨୨ରେ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୬୭.୩୭ ଲକ୍ଷ ଥିଲା। ପୂର୍ବ ବର୍ଷ ତୁଳନାରେ ଜାନୁଆରୀରୁ ମେ ମାସରେ ଘରୋଇ…
ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…
ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ ଏକଚାଟିଆ…
ୟୁବିଆଇ ପକ୍ଷରୁ ୧.୩୪ କୋଟିର ଋଣ ମଞ୍ଜୁର
ଭୁବନେଶ୍ୱର,୧୫।୬: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର ବାଲେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱରର ବାଳମୁକୁଳିଠାରେ ଏକ ଜନ ସୁରକ୍ଷା ଶିବିର ଓ ସ୍ବୟଂ ସହାୟକ ଗୋଷ୍ଠୀ ଋଣମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ୟୁବିଆଇ ବାଲେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ…

