ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ…
ଗୋ ଫାଷ୍ଟର ଉଡ଼ାଣ ପାଇଁ ଆବଶ୍ୟକ ୪୨୫ କୋଟି…
ନୂଆଦିଲ୍ଲୀ,୨୪।୬ : ଗୋ ଫାଷ୍ଟର ସମାଧାନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରା ଏକ ପୁନଃଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବିମାନ ଚଳାଚଳ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏୟାରଲାଇନ୍ସ ଫାଇନାନ୍ସରଙ୍କ ଠାରୁ ୪୨୫ କୋଟି ଟଙ୍କା ମାଗିଛନ୍ତି। ଗୋଏଲଷ୍ଟର ଦେବାଳିଆ ମାମଲାରେ…
ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା
ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ ବୈଷୟିକ…
ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ
ନୂଆଦିଲ୍ଲୀ,୨୪।୬: ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି।…
ପୁରୀ ରଥଯାତ୍ରାରେ ଫ୍ରିଡମ୍ ଅଏଲ ଷ୍ଟଲ୍ ଉଦ୍ଘାଟିତ
ଭୁବନେଶ୍ୱର,୨୪।୬ (ଅଭୟ ଦାଶ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ରଥଯାତ୍ରା ଅବସରରେ ଫ୍ରିଡମ୍ ଅଏଲର ଆକର୍ଷଣୀୟ ଫ୍ରିଡମ ଷ୍ଟଲ୍ ଗୁଣ୍ଡିଚା ମନ୍ଦିର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟଲ୍ ଚଳିତ ବର୍ଷର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ବିଶେଷକରି…
ଏଚ୍ପିର ନୂତନ ଉତ୍ପାଦ
ଭୁବନେଶ୍ୱର,୨୪।୬: ଏଚ୍ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଚ୍ପିର ନୂତନ ଉତ୍ପାଦଗୁଡିକ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓମେନ ଓ ଭିକ୍ଟସ ଗେମିଂ ଡିଭାଇସର ଲାଟେଷ୍ଟ ଶୃଙ୍ଖଳର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ର ନୂତନ ଶୃଙ୍ଖଳରେ…
ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର
ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍ ଆୱାର୍ଡ’ ସମ୍ମାନରେ…
ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀରେ ମିଶୋ ସାମିଲ
ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍ ଚଳିତ ବର୍ଷରେ ବିଶ୍ୱର ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଟାଇମ୍ସର ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ଏପରିକି ମିଶୋ…
ପୁରୀ ରଥଯାତ୍ରାର ସୁଗମ୍ ଦର୍ଶନ ସୁଯୋଗ
ଭୁବନେଶ୍ୱର,୨୪।୬: ଭାରତର ଅଗ୍ରଣୀ ଦେୟ ଏବଂ ଆର୍ଥତ୍କ ସେବା ପ୍ରଦାନ ତଥା କ୍ୟୁଆର୍ ଓ ମୋବାଇଲ ପେମେଣ୍ଟର ପ୍ରମୁଖ କମ୍ପାନୀ ପେଟିଏମ୍ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପୁରୀ ରଥଯାତ୍ରା ଉପଲକ୍ଷେ ଉକ୍ତମାନଙ୍କୁ ସୁଗମ୍…
ସ୍ବିସ୍ ବ୍ୟାଙ୍କରେ ୧୧ପ୍ରତିଶତ ହ୍ରାସ ପାଇଛି ଭାରତୀୟଙ୍କ ଜମା ରାଶି
ସ୍ବିଜରଲ୍ୟାଣ୍ଡ/ନୂଆଦିଲ୍ଲୀ,୨୩।୬: ସ୍ବିସ୍ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମା କମ୍ପାନୀ ଦ୍ୱାରା ଜମା ରାଶି ୨୦୨୨ମସିହାରେ ୧୧ପ୍ରତିଶତ ହ୍ରାସ ପାଇଛି। ତାହା ୩୦,୦୦୦କୋଟି ଟଙ୍କା ହୋଇ ଯାଇଛି। ଏଥିରେ ଭାରତର ଅନେକ ଶାଖା ଏବଂ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନଗୁଡିକର ଜମାରାଶି ମଧ୍ୟ…
ସାଓମିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୩।୬: ସାଓମି ଇଣ୍ଡିଆର ନୂତନ ଉତ୍ପାଦ ସାଓମି ପ୍ୟାଡ୍-୬ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହାର ଅତ୍ୟାଧୁନିକ ୱାୟାରଲେସ୍ ଇୟରବଡ୍-ରେଡ୍ମି ବଡ୍ସ ୪ ଆକ୍ଟିଭ୍ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲାଗ୍ଶିପ୍ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୮୭୦ ପ୍ରୋସେସର…
ସିଏଚ୍ଆଇ ସହ ଏପିବିର ସହଭାଗିତା
ଭୁବନେଶ୍ୱର,୨୩।୬: ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ (ଏପିବି) ଏବଂ କେୟାର ହେଲ୍ଥ ଇନ୍ସ୍ୟୁରାନ୍ସ (ସିଏଚ୍ଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସହ କର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଲାଗି ଏକ ସହଜ ପହଞ୍ଚ…
Archives


