ବାଣିଜ୍ୟ

ବୀମା କ୍ଷେତ୍ରରେ ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ୪୬ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଜିଓ ଫାଇନାନସିଆଲ ସର୍ଭିସେସକୁ ନେଇ ଏକ ବଡ଼ ଘୋଷଣା…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଜିଓର ଗୁରୁତ୍ୱ-ମୁକେଶ

ନୂଆଦିଲ୍ଲୀ,୨୯।୮: ଗତ କିଛି ବର୍ଷ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ହେଉଥିବାବେଳେ ଉକ୍ତ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାକୁ ଜିଓ ପ୍ରୟାସ ଆରମ୍ଭ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ…

ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ

ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ ୫ଜି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ

ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି। ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ ସୁପାରିଶ…

୬୫ ବର୍ଷ ମଧ୍ୟରେ ବିଦ୍ୟୁତ କମ୍ପାନୀ କଲା ୪୨୨ କୋଟି ଲାଭ…

ପାଟନା,୨୮।୮ : ବିହାରର ୬୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡ (ବିଏସଇବି) ଏବଂ ଡିସକମ ୪୨୨.୬୮ କୋଟି ଲାଭ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ସ୍ମାର୍ଟ ପ୍ରିପେଡ ଏନର୍ଜି ମିଟର ଦ୍ୱାରା ପରିଚାଳିତ…

ଅଂଶଗ୍ରହଣ କରିବେ ୨୧ ଦଳ

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ-ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବ। ୟୁନିଟ-୬ସ୍ଥିତ ସରକାରୀ ହାଇସ୍କୁଲ ପଡ଼ିଆରେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ…

ଓଡ଼ିଶା ଦଳଗତ ଚାମ୍ପିୟନ

ଭୁବନେଶ୍ୱର,୨୮ା୮(ସରୋଜ ଜେନା): ଜାତୀୟ ଥାଇ ବକ୍ସିଂ ଚାମ୍ପିୟନଶିପ ୨୦୨୩ ରବିବାର ଉଦଯାପିତ ହୋଇଯାଇଛି। ଦଳଗତ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଥିବା ବେଳେ ମହାରାଷ୍ଟ୍ର ପ୍ରଥମ ଓ ବିହାର ଦିତୀୟ ରନର୍ସ ଅପ ହୋଇଛନ୍ତି। ତିନି ଦିନ ଧରି ଚାଲିଥିବା ଏହି ଜାତୀୟ…

‘ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ’

ଭୁବନେଶ୍ୱର,୨୮।୮: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) କୁ ଆଉ ଏକ ବଡ ଉପଲବ୍ଧି ସହ ଦ୍ୱିପାକ୍ଷିକ ସୀମା ବାଣିଜ୍ୟ ପେପରଲେସ ଏବଂ ସବୁ ପକ୍ଷଙ୍କ ପାଇଁ ଏକ ସୁଗମ ଯାତ୍ରା କରିବା ଲାଗି ଜିନ୍ଦଲ ଷ୍ଟେନଲେସ ପ୍ରଥମ ଭାରତୀୟ କର୍ପୋରେଟ ହୋଇପାରିଛି।…

ଉତ୍କଳ ବିଲ୍‌ଡର୍ସକୁ ଇଟି ଇଣ୍ଡଷ୍ଟ୍ରି ଲିଡର ଆଓ୍ବାର୍ଡ

ଭୁବନେଶ୍ୱର,୨୮।୮: ରାଜ୍ୟର ପ୍ରମୁଖ ଘରୋଇ ଗୃହନିର୍ମାଣକାରୀ ସଂସ୍ଥା ଉତ୍କଳ ବିଲଡର୍ସକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି କୋଲକାତାଠାରେ ଟାଇମ୍ସ ଗ୍ରୁପ ଦ୍ୱାରା ଆୟୋଜିତ ଇଟି ଇଣ୍ଡଷ୍ଟ୍ରି ଲିଡର୍ସ-୨୦୨୩ ସମ୍ମାନ ସମାରୋହ ଉତ୍ସବରେ ଉତ୍କଳ ବିଲ୍‌ଡର୍ସକୁ…

ସଞ୍ଜୀବ ଏକ୍ସଟ୍ରାତେଜର ବ୍ରାଣ୍ଡ୍‌ ଆମ୍ବାସାଡାର

ଭୁବନେଶ୍ୱର,୨୮।୮: ଦେଶର ଜଣାଶୁଣା ସେଲିବ୍ରିଟି ତଥା ସେଫ ସଞ୍ଜୀବ କପୁର ଇଣ୍ଡେନ ଏକ୍ସଟ୍ରାତେଜ ଏଲ୍‌ପିଜି ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡାର ନିଯୁକ୍ତ ହୋଇଥିବା ସମ୍ପର୍କରେ ଭାରତୀୟ ତୈଳ ନିଗମ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ସଞ୍ଜୀବ ଓ ଏକ୍ସଟ୍ରାତେଜ ମଧ୍ୟରେ ଏକ…

ବ୍ଲୁ ଡ୍ରେକ୍‌ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଦକ୍ଷତା ବିକାଶ କେନ୍ଦ୍ର ବ୍ଲୁ ଡ୍ରେକ୍‌ ଏକାଡେମୀ ଭୁବନେଶ୍ୱରର ଆମ୍ରି ହସ୍ପିଟାଲ ରୋଡରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…

ପ୍ରଥମ ତ୍ରୈମାସରେ ଏଫ୍‌ଡିଆଇ ୩୪% ହ୍ରାସ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ବିଗତ କିଛି ମାସ ହେଲା ଦେଶର ଫରେନ ଡାଇରେକ୍ଟ ଇନ୍‌ଭେଷ୍ଟ (ଏଫଡିଆଇ) ହ୍ରାସ ପାଇବାରେ ଲାଗିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ) ମଧ୍ୟରେ ଏଫଡିଆଇ ୩୪% ହ୍ରାସ ଘଟି ୧୦.୯୪ ବିଲିୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?