ବାଣିଜ୍ୟ

ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନ

ଭୁବନେଶ୍ୱର,୩।୯: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଓ ଟ୍ରୁ-୫ଜି ଜରିଆରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଭାବେ ୫ଜି ସଂଯୋଗ ଦେବା ସହିତ ଶିକ୍ଷା…

ମେଶିନ ଲର୍ନିଂ ଅନ୍‌ରାମ୍ପର ଶୁଭାରମ୍ଭ

ଭୁବନେଶ୍ୱର,୩।୯: ମାଥ୍‌ୱାର୍କସ ଇଣ୍ଡିଆ ଏବଂ ଆଇଇଇଇ ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ଅତ୍ୟାଧୁନିକ ପ୍ଲାଟ୍‌ଫର୍ମ ‘ମେଶିନ ଲର୍ନ ଅନ୍‌ରାମ୍ପ’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ପକ୍ଷରୁ ଏକ ଦିନିକିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ଇଞ୍ଜିନିୟରିଂ ଶିକ୍ଷା…

କେୟାରକୁ ବେଷ୍ଟ କାର୍ଡିଓଲୋଜି ହସ୍ପିଟାଲ ସମ୍ମାନ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଓ ଟିଭି ଓଡ଼ିଶା ବିଜ୍‌ନେସ୍‌ ଆଓ୍ବାର୍ଡ କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲକୁ ବେଷ୍ଟ କାର୍ଡିଓଲୋଜି ହସ୍ପିଟାଲ…

ଅଶୋଧିତ ତୈଳ ଉପରେ ଟିକସ ହ୍ରାସ କଲେ କେନ୍ଦ୍ର ସରକାର, ଡିଜେଲ ଓ ଏଟିଏଫ ରପ୍ତାନିରେ ଟିକସ ବୃଦ୍ଧି

ନୂଆଦିଲ୍ଲୀ,୨।୯: ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଡିଜେଲ ଓ ଏଟିଏଫ (ବିମାନ ଇନ୍ଧନ) ରପ୍ତାନି ଉପରେ ଥିବା ଟିକସକୁ ବୃଦ୍ଧି କରିଛନ୍ତି। ଏହି ସୂଚନା ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ…

ସିଇଓ ପଦରୁ ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଉଦୟ କୋଟାକ

ନୂଆଦିଲ୍ଲୀ,୨।୯: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ତଥା ସିଇଓ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ବ୍ୟାଙ୍କ ଏନେଇ ସୂଚନା ଦେଇଛି। ଉଦୟ କୋଟାକଙ୍କ ପରେ ଦୀପକ ଗୁପ୍ତା ଏମଡି ଏବଂ ସିଇଓ ଭାବରେ କାର୍ଯ୍ୟ…

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…

କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ…

ବିଶ୍ୱରେ ‘ବେଷ୍ଟ ବ୍ୟାଙ୍କର୍‌’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ ସର୍ବଭାରତୀୟ…

ମୀନକେତନଙ୍କୁ ‘ନଗରବନ୍ଧୁ’ ସମ୍ମାନ

ଭୁବନେଶ୍ୱର,୨।୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ର ଅଧ୍ୟକ୍ଷ ଡ. ମୀନକେତନଙ୍କୁ ନିକଟରେ ଭୁବନେଶ୍ୱର ନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ନଗରବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷର ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର…

ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨।୯: ଆଇସିଆଇସିଆଇ ବ୍ୟାଙ୍କର ଆଉ ଏକ ନୂତନ ଡିଜିଟାଲ ଶାଖା ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ସେଣ୍ଟରର ନିର୍ଦ୍ଦେଶକ, ଏକାଡେମିକ୍‌ ପ୍ରଫେସର ବିଧୁ କେ ମହାନ୍ତି (ଏମ୍‌ଡି)…

ଏସ୍‌ପ୍ଲାନେଡ୍‌ରେ ମୋଚିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨।୯: ଦେଶର ଅଗ୍ରଣୀ ସୁଜ୍‌ସ ଆଣ୍ଡ ଆସେସୋରିଜ ବ୍ରାଣ୍ଡ୍‌ ମୋଚିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟେ୍‌ଲଟ୍‌ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ପ୍ଲାନେଡ ଓ୍ବାନ୍‌ ମଲ୍‌ର ସେଣ୍ଟର ହେଡ୍‌ ପାର୍ଥପ୍ରତୀମ…

ଟାଟା ପାୱାର ବିଜ୍‌ନେସ୍‌ ଆସୋସିଏଟ୍‌ ମିଟ୍‌

ନୂଆଦିଲ୍ଲୀ,୨।୯: ଟାଟା ପାଓ୍ବାରର ଓଡ଼ିଶା ଡିସ୍‌କମ୍‌ ପକ୍ଷରୁ ଏକ ଦିନିକିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଡିସ୍‌କମ୍‌ର ଓଡ଼ିଶା ସେବା ବିଜ୍‌ନେସ୍‌ ଆସୋସିଏଟ୍‌ସ ମିଟ୍‌ ଆୟୋଜିତ ହୋଇଥିଲା। ଏପରିକି ଏଲ୍‌ଟି, ୧୧କେଭି, ୩୩କେଭି ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ପିଏସ୍‌ଏସ୍‌ ପରିଚାଳନା,…

ଅଗଷ୍ଟରେ ୧.୫୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୯: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ପଞ୍ଚମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?