କାନାରା ବ୍ୟାଙ୍କ ପକ୍ଷରୁ ନଡ଼ିଆ ଚାରାରୋପଣ
ଭୁବନେଶ୍ୱର,୪।୯: କାନାରା ବ୍ୟାଙ୍କର ସର୍କଲ ଅଫିସ ଭୁବନେଶ୍ୱର ପକ୍ଷରୁ ଏକ ମେଗା ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଓ୍ବେଲଫେୟାର ଏଜେନ୍ସି ଫର୍ ରୁରାଲ ଡେଭଲପମେଣ୍ଟ ଏବଂ ସାତପଡା ଏନଆର ଫାଉଣ୍ଡେଶନର ମିଳିତ ସହଯୋଗରେ ପୁରୀ ଜିଲାର…
ଆଜି ସରିବ ଡୁରିଆନ ସେଲ୍
ଭୁବନେଶ୍ୱର ୪।୯: ଦେଶର ପ୍ରମୁଖ ଫର୍ନିଚର ବ୍ରାଣ୍ଡ୍ ଡୁରିଆନର ବହୁ ପ୍ରତୀକ୍ଷିତ ‘ଦି ବିଗ୍ ଫ୍ୟାଟ ଡୁରିଆନ ସେଲ’ର ଆକର୍ଷଣୀୟ ଅଫର ଓ ରିହାତି ଅବଧି ସୋମବାର ଶେଷ ହେଉଛି। ବିଶେଷ କରି ନିକଟରେ ଶୁଭାରମ୍ଭ ହୋଇଥିବା ଏହି ସେଲ ଗ୍ରାହକଙ୍କୁ…
ଅଗଷ୍ଟରେ ହୋଣ୍ଡାର ୭୮୮୦ ୟୁନିଟ୍ ଘରୋଇ ଯାନ ବିକ୍ରି
ଭୁବନେଶ୍ୱର ୪।୯: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍) ପକ୍ଷରୁ ଚଳିତ ବର୍ଷ ଅଗଷ୍ଟ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୩ ଅଗଷ୍ଟରେ କମ୍ପାନୀ ୭୮୮୦ ୟୁନିଟ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ…
ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ ଉତ୍ପାଦ
ଭୁବନେଶ୍ୱର,୪।୯: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଆୟ ଯୋଜନା ‘ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ଯୋଜନା ଗ୍ରାହକଙ୍କୁ ବାର୍ଷିକ ଆଧାରରେ ବର୍ଦ୍ଧିତ ଆୟ କିମ୍ବା ଏକ ନିରନ୍ତର ନିୟମିତ ଆୟ ହାସଲ କରିବା…
ଜିମ୍ନିର ଅଫ୍ ରୋଡ୍ ଡ୍ରାଇଭିଂ ଅନୁଭୂତି
ଭୁବନେଶ୍ୱର,୪।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍ଏସ୍ଆଇଏଲ୍)ର ଅଗ୍ରଣୀ ମଡେଲ ଜିମ୍ନି ପକ୍ଷରୁ ଏକ ଅଫ୍ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍ନି ଗ୍ରାହକଙ୍କୁ କମ୍ପାନୀର ଡିଲରମାନଙ୍କ ଜରିଆରେ ଏକତ୍ରିତ କରାଇବା ସହିତ ଏକ ଦୁଃସାହସିକ…
ହାର୍ପିକ୍ ପକ୍ଷରୁ ସ୍ବତନ୍ତ୍ର କିଟ୍ ଉନ୍ମୋଚିତ
ଭୁବନେଶ୍ୱର,୪।୯: ହାର୍ପିକ୍ ପକ୍ଷରୁ ଏକ ସ୍ବତନ୍ତ୍ର କିଟ୍ ‘ସୁଶ୍ ଜର୍ମସ୍ ଆୱେ’ର ବିକଶିତ କରାଯାଇଛି। ଏପରିକି ନିକଟରେ ଉକ୍ତ କିଟ୍କୁ ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷ କରି ସେସାମି ୱର୍କଶପ୍ ଇଣ୍ଡିଆ ଟ୍ରଷ୍ଟ ସହଭାଗିତାରେ ‘ସାନିଟେଶନ ହାଇଜିନ୍ ଏଜୁକେଶନ ଫ୍ରେମ୍ୱାର୍କ’ ଶୀର୍ଷକ…
ଏନ୍ଏମ୍ଡିସିର ରେକର୍ଡ ପରିମାଣର ଉତ୍ପାଦନ
ଭୁବନେଶ୍ୱର,୪।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି) ଚଳିତ ବର୍ଷ ଅଗଷ୍ଟରେ ଉଲ୍ଲେଖନୀୟ ସଫଳତା ସହ ରେକର୍ଡ ପରିମାଣର ଉତ୍ପାଦନ ଏବଂ ବିତରଣ କରିଥିବା କର୍ପୋରେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩ ଅଗଷ୍ଟରେ କର୍ପୋରେଶନ ୩.୪୧ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ…
ଟିମ୍ କନେକ୍ଟ ବାର୍ ସଲ୍ୟୁଶନର ଶୁଭାରମ୍ଭ
ଭୁବନେଶ୍ୱର,୪।୯: ସେନ୍ହାଇସର ପକ୍ଷରୁ ଛୋଟ ଓ ମଧ୍ୟମ ଆକାରର ମିଟଂ ରୁମ୍ ଓ କୋଲାବରେଶନ ସ୍ପେଶ୍ଗୁଡିକ ପାଇଁ ସବୁଠାରୁ ଫ୍ଲେକ୍ସିବୁଲ ଅଲ୍-ଇନ୍-ୱାନ୍ ଡିଭାଇସ୍ ସହିତ ୟୁନିଫାଏଡ୍ କମ୍ୟୁନିକେଶନ୍ସ ଏ/ଭି ବାର୍କୁ ବଜାର ପ୍ରବେଶ କରାଇଛି। ଏପରିକି ସେନ୍ହାଇସର୍ ଟିମ୍ କନେକ୍ଟ ପରିବାରର…
ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ
ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ ରୁଷିଆରୁ ତୈଳ ଆମଦାନୀ କମାଇଥିବା ଜଣାପଡିଛି। ଏପରିକି ଶସ୍ତା ଦରରେ ରୁଷିଆରୁ ଭାରତ ତୈଳ…
ଏଏସ୍ବିଏମ୍ର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’
ଭୁବନେଶ୍ୱର,୩।୯: ଏଏସ୍ବିଏମ୍ ୟୁନିଭର୍ସିଟିର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷର ନୂତନ ବ୍ୟାଚ୍ ଶିକ୍ଷାଦାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ୱାଡେନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଡଗ୍ଲାସ୍…
୨୭ତମ ରୁଚି ପ୍ରତିଭା ସମ୍ମାନ ସମାରୋହ
କଟକ,୩।୯: ରୁଚି ଫୁଡ୍ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର୍ସ ଅଫ୍ ଓି୍ବଜ୍ଡମ୍ର ମୁଖ୍ୟ ସମ୍ମିଳନୀ କକ୍ଷରେ ରୁଚି ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ…
ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଓସିପିଏଲ୍ ପୁରସ୍କୃତ
ଭୁବନେଶ୍ୱର,୩।୯ (ଅଭୟ ଦାଶ): ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍(ଓସିପିଏଲ୍) କୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଓସିପିଏଲ୍ ପ୍ରଥମଥର ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ (ଡିଜିଏମ୍ଏସ୍) ଏବଂ ମହାନାଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର…

