କିଶୋର ନୂଆ ମୁଖ୍ୟ ଆୟକର ଆୟୁକ୍ତ
ଭୁବନେଶ୍ୱର,୨୮।୭:ଭାରତ ସରକାରଙ୍କ ଅଗ୍ରଣୀ ଏଜେନ୍ସି ‘ଆୟକର ବିଭାଗ’ର ମୁଖ୍ୟ ଆୟକର ଆୟୁକ୍ତ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜେ.କ୍ରିଷ୍ଣା କିଶୋରଙ୍କୁ ଗୁରୁବାର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ) ଅଧିକାରୀ ଜେ.କ୍ରିଷ୍ଣା କିଶୋରଙ୍କୁ…
ପ୍ରଥମ ତ୍ରୈମାସରେ ୫୯,୪୯୦ କୋଟିର ରାଜସ୍ବ
ଭୁବନେଶ୍ୱର,୨୮।୭:ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ଜୁନ୍ ୩୦ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳକୁ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ କମ୍ପାନୀ ୫୯,୪୯୦ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହି ସମୟରେ କମ୍ପାନୀର ଇବିଆଇଟିଡିଏ ୬,୧୨୨ କୋଟି ଟଙ୍କା ହୋଇଥିବା…
ଦିନକରେ ୩୫,୦୦୦ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୨୮।୭ (ଅଭୟ ଦାଶ):ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଉଛନ୍ତି। ଏପରିକି ଗୁରୁବାର ବଜାର କାରବାର ଶେଷ ସୁଦ୍ଧା ନିବେଶକ ପ୍ରାୟ ୩୫,୦୦୦ କୋଟି ଟଙ୍କା ହରାଇଛନ୍ତି। ବିଶେଷକରି…
କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି। ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ…
କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା ୪୧ ଲକ୍ଷ ଟଙ୍କାରେ ହେଉଛି ନିଲାମ
ଓ୍ବାଶିଂଟନ,୨୭।୭: ବିଶ୍ୱର ନାଁ କରା ଇଲକ୍ଟ୍ରୋନିକ କମ୍ପାନୀ ଏପଲ ୧୯୯୦ ଦଶକରେ ତା’ର କର୍ମଚାରୀଙ୍କ ପାଇଁ ଜୋତା ତିଆରି କରିଥିଲା। ସେହି ଜୋତା ଏବେ ୪୧ ଲକ୍ଷ ଟଙ୍କାରେ ନିଲାମ ହେଉଛି। କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା…
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…
ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ…
ଓଟିଏସ୍ ଯୋଜନାରେ ଆକର୍ଷଣୀୟ ରିହାତି
ଭୁବନେଶ୍ୱର,୨୭।୭: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିକଟରେ ଗ୍ରାହକମାନଙ୍କ ପାଇଁ ଓ୍ବାନ୍ ଟାଇମ ସେଟଲମେଣ୍ଟ (ଓଟିଏସ୍) ଯୋଜନାର ଆରମ୍ଭ କରାଯାଇଥିଲା। ଉକ୍ତ ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ୍…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୨୭।୭: କ୍ରମାଗତ ୨ ଦିନ ପରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବୁଧବାର…
ଅକ୍ଟୋବର ୭ରୁ ଆକାଶ ବାଇଜୁସ୍ର ଆନ୍ଥେ
ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ଘରୋଇ କୋଚିଂ ସେଣ୍ଟର ଆକାଶ ବାଇଜୁସ୍ର ବହୁ ପ୍ରତୀକ୍ଷିତ ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଟ ଏକ୍ଜାମ’ ବା ଆନ୍ଥେ-୨୦୨୩ ର ଚତୁର୍ଦ୍ଦଶ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ବାର୍ଷିକ ବୃତ୍ତି…
କଟକରେ ଆର୍ବିଏଲ୍ର ନୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୨୭।୭: ଆର୍ବିଏଲ୍ ବ୍ୟାଙ୍କର ନୂତନ ଶାଖା ବୁଧବାର କଟକର ଦୋଳମୁଣ୍ଡାଇଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍ବିଏଲ୍ ବ୍ୟାଙ୍କର ଭି ପି…
ଡେଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସ
ଭୁବନେଶ୍ୱର,୨୭।୭: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ନିକଟରେ ବ୍ରୁକ୍ଫିଲ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହ ଦ୍ୱିପାକ୍ଷିକ ସହଭାଗିତା ଓ ନିବେଶ ଆଦି ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଭାରତରେ ଡାଟା ସେଣ୍ଟର…
ଓଡ଼ିଶାରେ ଜିଓର ୭୭୫୬-୫ଜି ବିଟିଏସ୍
ଭୁବନେଶ୍ୱର ,୨୭।୭: ଦେଶର ପ୍ରମୁଖ ୫ଜି ଟେଲିକମ୍ କମ୍ପାନୀଗୁଡିକ ୨୦୨୩ ଜୁଲାଇ ୭ ସୁଦ୍ଧା ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍ ସ୍ଥାପନ କରିଥିବା ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୁଧବାର ସଂସଦରେ ଏ ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୨୩…
Archives


