ବାଣିଜ୍ୟ

ଏଲ୍‌ଆଇସି ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୧୨।୧୦: ଜିଏସ୍‌ଟି ପ୍ରାଧିକରଣ ପକ୍ଷରୁ କମ୍‌ ଟିକସ ପୈଠ ଲାଗି ଭାରତୀୟ ଜୀବନବୀମା ନିଗମ(ଏଲ୍‌ଆଇସି) ଉପରେ ୩୬,୮୪୪ ଟଙ୍କାର ଜରିମାନା ଲଗାଯାଇଛି। ଏଲ୍‌ଆଇସି କିଛି ବିଲ୍‌(ଇନ୍‌ଭଏସ୍‌)ରେ ୧୮% ବଦଳରେ ୧୨% ଜିଏସ୍‌ଟି ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏଥିଲାଗି ଆୟକର ପ୍ରାଧିକରଣ…

‘ସ୍ବିଗି’ଆଣିଲା ସ୍ବତନ୍ତ୍ର ଅଫର୍‌; ୯୯ ଟଙ୍କାରେ ୩ ମାସ ମାଗଣା ଡେଲିଭରି ସମେତ ଉଠାନ୍ତୁ ଏସବୁ ରିହାତିର ଲାଭ

ନୂଆଦିଲ୍ଲୀ,୧୨।୧୦: ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ପକ୍ଷରୁ ଏହାର ‘ସ୍ବିଗି ଓ୍ବାନ୍‌ ଲାଇଟ୍‌’ ଲଞ୍ଚ କରାଯାଇଛି। ଏହା କମ୍ପାନୀର ମେମ୍ବରସିପ୍‌ ପ୍ରୋଗ୍ରାମ ‘ସ୍ବିଗି ଓ୍ବାନ୍‌’ର ଏକ କଷ୍ଟ ଇଭେକ୍ଟିଭ୍‌ ଭର୍ସନ ବୋଲି କୁହାଯାଇଛି। ଦେଶର ଏକମାତ୍ର ପ୍ରୋଗ୍ରାମ ଭାବେ ଏହା ଖାଦ୍ୟ,…

ଝିଅଙ୍କ ପାଇଁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ବିବାହ ସମୟରେ ମିଳିବ ୬୩ ଲକ୍ଷ ଟଙ୍କା… 

ନୂଆଦିଲ୍ଲୀ,୧୨।୧୦: କନ୍ୟା ସନ୍ତାନ ଜନ୍ମ ହେବା ମାତ୍ରେ ପରିବାରଲୋକଙ୍କ ମନରେ ପାଠପଢ଼ା ସହ ବିବାହକୁ ନେଇ ଚିନ୍ତା ପଶିଥାଏ। ଏଥିଲାଗି ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ସେଭିଂ ସ୍କିମ୍‌। ଏହାଦ୍ୱାରା ମାବାପା ନିଜ ଝିଅଙ୍କ ଲାଗି ଦୀର୍ଘ ସମୟ…

ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦:ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ବ୍ୟାଙ୍କର ଡିଜିଟାଲ୍‌ ଦକ୍ଷତାକୁ ଗୁରୁତ୍ୱାରୋପ କରାଯାଇଛି। ଏପରିକି ଓପନ୍‌୨୦୨୩ ଅଭିଯାନରେ ବ୍ୟାଙ୍କର ୧୫ ପ୍ରମୁଖ ଡିଜିଟାଲ ସେବା ଉପରେ ଗୁରୁତ୍ୱ…

ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୨।୧୦ (ଅଭୟ ଦାଶ): ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଶ୍ୱିନୀ ହସ୍ପିଟାଲ କଟକଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା,…

ଜଗଦୀଶ ନାଲ୍‌କୋର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧୦: ନାଲ୍‌କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍‌ ଅନ୍ତର୍ଗତ ସେଣ୍ଟର ଫର୍‌ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି…

ଜାପାନ ଗସ୍ତରେ ଫିକି-ଫୋରମ୍‌ ସାଂସଦଙ୍କ ଏକ ପ୍ରତିନିଧି ଦଳ

ଭୁବନେଶ୍ୱର, ୧୨।୧୦: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେଶନ ଅଫ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ପକ୍ଷରୁ ଫିକି-ଫୋରମ୍‌ ସାଂସଦଙ୍କ ଏକ ପ୍ରତିନିଧି ଦଳ ଟୋକିଓ (ଜାପାନ) ଗସ୍ତରେ ଯାଇଛନ୍ତି। ବିଶେଷକରି…

ଜେଏସ୍‌ଏଲ୍‌କୁ ଏଏ- ଷ୍ଟେବଲ ରେଟିଂ

ଭୁବନେଶ୍ୱର, ୧୨।୧୦: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ମାନ୍ୟତା ‘ଏଏ- ଷ୍ଟେବଲ ରେଟିଂ’ ଦିଆଯାଇଛି। ବିଶେଷକରି କେୟାର ରେଟିଂ ସଂସ୍ଥା ପକ୍ଷରୁ ଜେଏସ୍‌ଏଲ୍‌କୁ ଏଏ-ଷ୍ଟେବଲ ରେଟିଂ ମିଳିଛି। ସ୍ବଳ୍ପ ମିଆଦୀ ବ୍ୟାଙ୍କ ସେବା କ୍ଷେତ୍ରରେ ଏହି ରେଟିଂକୁ…

ରାଧିକା ଚିମାଙ୍କୁ ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ

ଭୁବନେଶ୍ୱର, ୧୨।୧୦: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସାମାଜିକ ସଂସ୍ଥା ଆଇକେଜେ କେୟାର ଫାଉଣ୍ଡେଶନର ଅଧ୍ୟକ୍ଷା (ଚେୟାରପର୍ସନ) ରାଧିକା ଚିମାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର (ଆଓ୍ବାର୍ଡ) ପ୍ରଦାନ କରାଯାଇଛି। ବିଶେଷକରି ସାମଜସେବା ଓ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ…

ଆକର୍ଷଣୀୟ ରେସିଂ କଳା ପ୍ରଦର୍ଶନ

ଭୁବନେଶ୍ୱର,୧୨।୧୦ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ବୁଧବାର ଏକ ଆକର୍ଷଣୀୟ ରେସିଂ କଳା ‘ପଲ୍‌ସରମାନିଆ ୨.୦’ ପ୍ରଦର୍ଶନ ଭୁବନେଶ୍ୱରର ଜାଗମରା ମେଲଣ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଆଧୁନିକ…

ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର ୧%…

ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ

ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍‌ରୁ ହିଟ୍‌ ଫିଲ୍ମ ଦେଇଥିବା ବିଗ୍‌ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍‌ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?