ବାଣିଜ୍ୟ

ନିର୍ବାଚନ ପୂର୍ବରୁ ଦେଶର କୃଷକଙ୍କୁ ମିଳିବ ଆଉ ଏକ ଭେଟି! ମୋଦି ସରକାର ବଢ଼ାଇବେ ପିଏମ୍‌ କିଶାନ ଯୋଜନାରେ ମିଳୁଥିବା କିସ୍ତି

ନୂଆଦିଲ୍ଲୀ,୧୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କିମ ଅନୁଯାୟୀ ମିଳୁଥିବା ଅର୍ଥରାଶିକୁ ୩୩% ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏଣୁ ପିଏମ୍‌ କିଶାନରେ…

ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…

ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ ଆଗାମୀ…

ବିଓବି ଉପରେ ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ, ମୋବାଇଲ ଆପ୍‌ ଜରିଆରେ ଗ୍ରାହକଙ୍କୁ ସାମିଲ କରିବା ଉପରେ ରୋକ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ମୋବାଇଲ ଆପ୍‌ ‘ବିଓବି ଓ୍ବାଲର୍‌ଡ’ ଜରିଆରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ଉପରେ ଆର୍‌ବିଆଇ ରୋକ ଲଗାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ଏହି ଆପ୍ଲିକେଶନରେ ସାମିଲ କରିବାର…

ଅମ୍ବାନୀ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୧୧ା୧୦: ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ…

ଦୀପାବଳି ସୁଦ୍ଧା ୩୩ ନୂଆ ଶୋ’ରୁମ୍‌ ଖୋଲିବ କଲ୍ୟାଣ

ଭୁବନେଶ୍ୱର,୧୧।୧୦: ଚଳିତ ବର୍ଷ ଦୀପାବଳି ସୁଦ୍ଧା ସାରା ଭାରତରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୩ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ (ଖୋଲିବ) କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଉକ୍ତ ଶୋ’ରୁମ୍‌ଗୁଡିକ…

ଏମ୍‌ଏସ୍‌ଆଇଏଲ୍‌ର ସ୍ବତନ୍ତ୍ର ରାଲି

ଭୁବନେଶ୍ୱର,୧୧।୧୦: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର ରାଲିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତୀୟ ଯୁବକମାନଙ୍କ ପାଇଁ ‘ଖାମ୍ରି ମୋ ସିକ୍କିମ୍‌’ ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ନେଭି (ନୌସେନା) କ୍ଷେତ୍ରରେ ଯୋଗଦେବା ଉଦ୍ଦେଶ୍ୟରେ…

ଫାଇବ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୧।୧୦: ଆକ୍ସିସ୍‌ ବ୍ୟାଙ୍କ ଏବଂ ଫିନ୍‌ଟେକ୍‌ କମ୍ପାନୀ ଫାଇବ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭାରତର ପ୍ରଥମ ନମ୍ବର ବିହୀନ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିବା ପାଇଁ ଉକ୍ତ ସହଭାଗିତା ହୋଇଥିବା ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ…

୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଭୁବନେଶ୍ୱରର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ପ୍ରଦଶର୍ନରେ ୧୦୦ରୁ ଅଧିକ ଟପ୍‌ ଡିଜାଇନର…

ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ଚଳିତ ବର୍ଷ ନଭେମ୍ବର ୧୪ରୁ ୨୭ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ୪୨ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ। ଏଥରର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌-ୟୁନାଇଟେଡ୍‌ ବାଇ ଟ୍ରେଡ୍‌’ ଆଧାରରେ ଓଡ଼ିଶା ଏଥିରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି। ଆଇଏମଏଫ…

ବିଜିୟୁ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର,୧୦।୧୦: ନ୍ୟାଶନାଲ ସର୍ଭିସ୍‌ ସ୍କିମ୍‌ (ଏନ୍‌ଏସ୍‌ଏସ୍‌), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ବିଶ୍ୱବିଦ୍ୟାଳୟର ଗୋଠପାଟଣାସ୍ଥିତ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାଇବର ରଥ ଏବଂ ସାଇବର ସାଏରା-ସାଇବର…

ଆଜିଠୁ ୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ

ଭୁବନେଶ୍ୱର,୧୦।୧୦: ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ମଙ୍ଗଳବାରଠାରୁ ଭୁବନେଶ୍ୱର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୦ ଓ ୧୧ ତାରିଖ ଉକ୍ତ ପ୍ରଦର୍ଶନୀ ଜାରି ରହିବ। ଏପରିକି ୧୦୦ରୁ ଅଧିକ ଟପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?