ବିଓବିକୁ ରାଜଭାଷା କୀର୍ତ୍ତି ପୁରସ୍କାର
ଭୁବନେଶ୍ୱର,୨୦।୯: କ୍ରମାଗତ ୨ୟ ବର୍ଷ ଲାଗି ବ୍ୟାଙ୍କ ଅଫ ବରୋଦା (ବିଓବି) କୁ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବର୍ଗରେ ବିଓବିକୁ ୨୦୨୨-୨୩ ବର୍ଷ ପାଇଁ ରାଜଭାଷା କୀର୍ତ୍ତି ପୁରସ୍କାର ଅଧୀନରେ ଦ୍ୱିତୀୟ ପୁରସ୍କାର…
ଜିଓ ଏୟାରଫାଇବରର ଶୁଭାରମ୍ଭ
ଭୁବନେଶ୍ୱର,୨୦।୯: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନେକୌଶଳରେ ନିର୍ମିତ ‘ଜିଓ ଏୟାରଫାଇବର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରମୁଖ ୮ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମଦାବାଦ,…
ନୂଆ ରୂପରେ ଲାଲଚାନ୍ଦ୍ ମାଷ୍ଟରକ୍ୟାଣ୍ଟିନ୍ ଆଉଟ୍ଲେଟ୍
ଭୁବନେଶ୍ୱର,୨୦।୯(ଅଭୟ ଦାଶ): ପୂର୍ବ ଭାରତର ବୃହତ୍ତମ ତଥା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଆଉଟଲେଟ(ଶୋ’ରୁମ୍) ନୂଆ ରୂପରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହଂସ ପରିବାରର ବୟୋଜ୍ୟୋଷ୍ଠ ତଥା ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ…
ହ୍ବାଟସଆପରେ ୪୯ କୋଟି ଲୋକଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୯ : ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ ଏବଂ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ହ୍ବାଟସ ଆପରେ ସିଧାସଳଖ ପଠାଯାଇଥିବା…
କିଷାନ ଋଣ ପୋର୍ଟାଲ ଆରମ୍ଭ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୯ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣେଶ ଚତୁର୍ଥୀରେ ଦେଶର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। କୃଷକମାନଙ୍କୁ ସବସିଡି ଋଣ ଏବଂ ପାଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ…
ଆଉ ‘କ୍ୟାଶ ଅନ୍ ଡେଲିଭରି’ ଲାଗି ୨୦୦୦ ଟଙ୍କିଆ ନୋଟ ନେବ ନାହିଁ ଆମାଜନ୍
ନୂଆଦିଲ୍ଲୀ,୧୯।୯: ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ’ ଏବେ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନୋଟ୍କୁ ଗ୍ରହଣ କରିବ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୯ରୁ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନ ନେବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ…
ଟିଏସ୍ଏମ୍ଏଲ୍କୁ ସଷ୍ଟେନେବଲ୍ ମାଇନିଂ ପୁରସ୍କାର
ଭୁବନେଶ୍ୱର,୧୯।୯: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ (ଟିଏସ୍ଏମ୍ଏଲ୍)କୁ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ସମ୍ମାନଜନକ ହିଣ୍ଡାଲ୍କୋ-ଆଦିତ୍ୟ ବିର୍ଲା ଆୱାର୍ଡ ଫର ସଷ୍ଟେନେବଲ୍ ମାଇନିଂ ପୁରସ୍କାରରେ ପୁରସ୍କୃତ…
ଫ୍ରିଡମ୍ ଅଏଲର ଜିଲାସ୍ତରୀୟ ରିଟେଲର୍ସ ମିଟ୍
ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ଖାଇବା ତେଲ ଫ୍ରିଡମ୍ ଅଏଲର ଓଡ଼ିଶା ବଜାର ପକ୍ଷରୁ ସୋମବାର ଏକ ଜିଲାସ୍ତରୀୟ ରିଟେଲର୍ସ ମିଟ୍ ସତ୍ୟମ୍ ଡିଷ୍ଟ୍ରିବ୍ୟୁଟର ଓ ରାଜ୍ୟଶ୍ରୀ ସପ୍ଲାୟର୍ସ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରିଟେଲ ମିଟ୍ ଭଦ୍ରକ ଚାରିଘରିଆ ଛକସ୍ଥିତ ନରେନ୍ଦ୍ର…
ତ୍ରିଶୂଳିଆରେ ମହାଦେବ ଗ୍ରୀନ୍ସ
ଭୁବନେଶ୍ୱର,୧୯।୯: ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ପ୍ରକଳ୍ପ ‘ମହାଦେବ ଗ୍ରୀନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର-କଟକ ମଧ୍ୟଭାଗ ତ୍ରିଶୂଳିଆ ଆବାସିକ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ନୂତନ…
ଡ. ଶେଷ କିଷାନ ଫାର୍ମାର ଶୁଭାରମ୍ଭ
ଭୁବନେଶ୍ୱର,୧୯।୯: ଓଡ଼ିଶାର ବହୁ ଚର୍ଚ୍ଚିତ ତଥା ମେଧାବୀ ଛାତ୍ର ଶେଷ କିଷାନଙ୍କ ସ୍ବପ୍ନ ଆଜିଠାରୁ ବାସ୍ତବ ରୂପରେ ସାକାର ହୋଇଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ ଲିମିଟେଡ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେଉଥିବା ବେଳେ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୧୯।୯: ବିଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ସୋମବାର ଷ୍ଟକ…
ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫% ବୃଦ୍ଧି
ଭୁବନେଶ୍ୱର,୧୯।୯ (ଅଭୟ ଦାଶ): ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୬ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫୧% ବୃଦ୍ଧି ଘଟି ୮.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଫଳରେ ସରକାରଙ୍କ ପାଣ୍ଠିକୁ ବର୍ଷକୁ ବର୍ଷ ଭିତ୍ତିରେ ପ୍ରତ୍ୟକ୍ଷ ଟିକସ…

