ବାଣିଜ୍ୟ

ଟିପିସିଓଡିଏଲ୍‌ର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରି

ଭୁବନେଶ୍ୱର,୬।୯: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସ୍ବତନ୍ତ୍ର ସ୍ବାସ୍ଥ୍ୟ ପ୍ରକଳ୍ପ ‘ଆରୋଗ୍ୟ’ ଅଧୀନରେ ୨ଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରିକୁ ନିକଟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି…

ଜେଏସ୍‌ଏଲ୍‌କୁ ନୂତନ ଗ୍ରେଡ୍‌ ବିଆଇଏସ୍‌ ସାର୍ଟିଫିକେଶନ

ଭୁବନେଶ୍ୱର,୬।୯: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ର ନୂତନ ଗ୍ରେଡ୍‌ ସାର୍ଟିଫିକେଶନ ଦିଆଯାଇଛି। ବିଶେଷକରି ବିଭିନ୍ନ ଉତ୍ପାଦ ପାଇଁ ଗୁଣବତ୍ତା ଏବଂ ପ୍ରମାଣୀକରଣ ମାନ ନିର୍ଦ୍ଧାରଣ କରୁଥିବା ବିଆଇଏସ୍‌ ଆଇଏସ୍‌ ୧୫୯୯୭ ମାନକ ଅନୁଯାୟୀ…

ଅକ୍ଟୋବର ୧୭ରୁ ୩ ଦିନିଆ ଜିଏମ୍‌ଆଇଏସ୍‌

ଭୁବନେଶ୍ୱର,୬।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଏକ ୩ ଦିନିଆ ଗ୍ଲୋବାଲ ମାରିଟାଇମ୍‌ ଇଣ୍ଡିଆ ସମିଟ୍‌ (ଜିଏମ୍‌ଆଇଏସ୍‌)-୨୦୨୩ ନୂଆଦିଲ୍ଲୀର ଆଇଟିପିଓ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ହେବ। ଏପରିକି ଜିଏମ୍‌ଆଇଏସ୍‌ର ୩ୟ ସଂସ୍କରଣ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।…

ଜି-୨୦ ସଜବାଜ: ୭ରୁ ୧୧ ସେପ୍ଟେମ୍ବର ପାଇଁ ଏୟାର ଇଣ୍ଡିଆ ଘୋଷଣା କଲା ସ୍ବତନ୍ତ୍ର ସୁବିଧା

ନୂଆଦିଲ୍ଲୀ,୫।୯: ଜି-୨୦କୁ ଦୃଷ୍ଟିରେ ରଖି ରାଜଧାନୀ ନୂଆଦିଲ୍ଲୀରେ ସଜବାଜ ଆରମ୍ଭ ହୋଇ ଯାଇଛି। ଜି-୨୦ ବୈଠକ ଯୋଗୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସ(ପୂର୍ବ ଟ୍ବିଟର)ରେ ଟୁଇଟ କରି କହିଛି ଯେ,…

‘ଗେଲ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କଲା ସିବିଆଇ, ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କରିଛି ସିବିଆଇ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରାଯାଇଛି। ଖବର…

ପେଟିଏମ୍‌ ଆଣିଲା ନୂଆ ଛୋଟ ସାଉଣ୍ଡ ବକ୍ସ, କେବଳ ମୋବାଇଲରେ ନୁହେଁ କାର୍ଡରେ ବି ହେବ ପେମେଣ୍ଟ…

ନୂଆଦିଲ୍ଲୀ,୫।୯: ଅନଲାଇନ୍‌ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଭଲ ଖବର। ଫିନ୍‌ଟେକ୍‌ ଫାର୍ମ ପେଟିଏମ୍‌ ଗ୍ରାହକଙ୍କ ଲାଗି ଏକ ନୂଆ ସାଉଣ୍ଡ ବକ୍ସ(ପେଟିଏମ୍‌ କାର୍ଡ ସାଉଣ୍ଡ ବକ୍ସ) ବଜାରକୁ ଆଣିଛି। ଏହି ସାଉଣ୍ଡ ବକ୍ସରୁ ଗ୍ରାହକ ଏବେ କ୍ୟୁଆର୍‌ କୋର୍ଡ ଅର୍ଥାତ…

ଜିମ୍‌ନିର ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି

ଭୁବନେଶ୍ୱର,୫।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ(ଏମ୍‌ଏସ୍‌ଆଇଏଲ୍‌)ର ଅଗ୍ରଣୀ ମଡେଲ ଜିମ୍‌ନି ପକ୍ଷରୁ ନିକଟରେ ଏକ ଅଫ୍‌ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍‌ନି ଗ୍ରାହକଙ୍କୁ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡିକ ଜରିଆରେ ଏକତ୍ରିତ କରାଇବା ସହିତ ଏକ…

ସୋମାନୀର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର, ୫।୯: ସୋମାନୀ ସେରାମିକ୍ସ ଲିମିଟେଡ଼ (ଏସସିଏଲ)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ କଟକ ତ୍ରିଶୁଳିଆ ନିକଟସ୍ଥ ବାଙ୍କି ରୋଡସ୍ଥିତ ପାଟପୁର ମୀରାମଣ୍ଡପଠାରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସସିଏଲର ସ୍ବୀକୃତିପ୍ରାପ୍ତ ଡିଲର ସତ୍ୟମ କନଷ୍ଟ୍ରକସନ ଆନୁକୂଲ୍ୟରେ ଉକ୍ତ ଆଉଟଲେଟର ଶୁଭାରମ୍ଭ…

ଘରୋଇ ବଜାରରେ ହୋଣ୍ଡା ଏଲିଭେଟ୍‌

ଭୁବନେଶ୍ୱର, ୫।୯: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଏସ୍‌ୟୁଭି ‘ଏଲିଭେଟ୍‌’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏଚ୍‌ସିଆଇଏଲର ପ୍ରେସିଡେଣ୍ଟ ତଥା…

ବଲାଙ୍ଗୀରରେ ଆଇସିଆଇସିଆଇର ନୂତନ ଶାଖା

ଭୁବନେଶ୍ୱର, ୫।୯: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ବଲାଙ୍ଗୀର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ନଗରଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ…

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏପରିକି ଗତ ସପ୍ତାହ ସପ୍ତାହ ମଧ୍ୟରେ ୨% ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସଚେତନତା ଅଭିଯାନ

ଭୁବନେଶ୍ୱର, ୫।୯: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସାଙ୍ଗକୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଡେଙ୍ଗୁ ମଶାରୁ ମୁକ୍ତି ପାଇବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?