ପ୍ଲାଟିନମ୍‌ ଇଭାରାର ନ୍ୟୁ କଲେକ୍ସନ

ଭୁବନେଶ୍ୱର,୨।୧୧: ପ୍ଲାଟିନମ୍‌ ଗୁଲିଡି ଇଣ୍ଟରନ୍ୟାଶନାଲ (ପିଜିଆଇ) ଇଣ୍ଡିଆର ଅଗ୍ରଣୀ ବ୍ରାଣ୍ଡ୍‌ ‘ପ୍ଲାଟିନମ୍‌ ଇଭାରା’ର ନ୍ୟୁ କଲେକ୍ସନ (ନୂତନ ସଂଗ୍ରହ)ଗୁଡିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଉତ୍ସବ ଉପଯୋଗୀ ଓ ଆଜିର ମହିଳାମାନଙ୍କ ମନପସନ୍ଦର ଉପତ୍ାଦ ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ଏପରିକି ୯୫% ଶୁଦ୍ଧ ପ୍ଲାଟିନମ୍‌ରୁ ନିର୍ମତ ପ୍ରତ୍ୟେକ ଖଣ୍ଡ ଅର୍ଥ ସହ ଉକ୍ତ ଉତ୍ପାଦଗୁଡ଼ିକ ସନ୍ନିବେଶିତ ହୋଇଛି ଓ ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ସ୍ବତନ୍ତ୍ରତା ବହନ କରିଥାଏ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ନୂଆ ଇଭାରା ସଂଗ୍ରହ ଆଧୁନିକ ମହିଳାମାନଙ୍କ ସହ ନିଜର ଭାବକୁ ପ୍ରକାଶ କରିଥାଏ। ଏପରିକି ଯେଉଁମାନେ ସାମ୍ପ୍ରତିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଦିଅନ୍ତି ଓ ଉତ୍ସବକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ସେହିଭଳି ବିଭିନ୍ନ ପ୍ରକାର ଡିଜାଇନକୁ ନେଇ ବ୍ରାଣ୍ଡ୍‌ର ଉପତ୍ାଦଗୁଡ଼ିକ ପ୍ରସ୍ତୁତ ହୋଇଛି, ଯାହା ଜୀବନକୁ ଏକ ଖୋଲା କାନ୍‌ଭାସ ରୂପେ ପ୍ରତିଫଳିତ କରିଥାଏ। ଏପରିକି ଅଧିକ ବହୁମୁଖୀ ପ୍ଲାଟିନମ୍‌ ଇଭାରାର କ୍ୟୁରେଟ ହୋଇଥିବା ବେଳେ ଉକ୍ତ ସଂଗ୍ରହରେ ଥିବା ପ୍ରତ୍ୟେକ ଖଣ୍ଡ ସହଜରେ ମହିଳାମାନଙ୍କ ସହିତ ଅଧିକ କ୍ଲାସିକ ଓ ସୂକ୍ଷ୍ମ ବ୍ରୋଞ୍ଜ ସୋରିକୁ ଯାଇପାରେ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ମତପ୍ରକାଶ କରାଯାଇଛି।

ସେହିପରି ବ୍ରାଣ୍ଡ୍‌ର ନୂଆ ଡିଜାଇନ ସଂଗ୍ରହରେ ଆରେ ଅନ୍ତର୍ଭୁକ୍ତ ରହିଛି। ଏହାର ବିଶେଷ ଶୈଳୀର ସ୍ବତନ୍ତ୍ରତା ବାରି ହୋଇପଡ଼େ। ଏହି ଡିଜାଇନଗୁଡ଼ିକ ଉଭୟ କ୍ଲାସିକ ଓ ପାରମ୍ପରିକ ଶୈଳୀକୁ ପ୍ରତିପାଦିତ କରିଥାଏ; ଯାହାକି ଯେକୌଣସି ଉତ୍ସବ ବା ବିବାହ ଋତୁର ମହତ୍ତ୍ୱକୁ ବହୁ ଗୁଣରେ ବଢାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?