ବାଣିଜ୍ୟ

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୨୧।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ…

ରେକର୍ଡ ପରିମାଣରେ କୋଇଲା ପରିବହନ

ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍‌ଟି) କୋଇଲା ପଠାଇବା (ପରିବହନ)…

ମାର୍ଚ୍ଚ ୩ରେ ଚୌରାସିଆ ପରିବାରର ମିଳନ ସମାରୋହ

ଭୁବନେଶ୍ୱର,୨୧।୧୦ (ଅୟଭ ଦାଶ): ପ୍ରତି ବର୍ଷ ଭଳି ଚୌରାସିଆ ସମାଜ କାନପୁର ପକ୍ଷରୁ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ୨୩ତମ ଚୌରାସିଆ ପରିବାରର ମିଳନ ସମାରୋହ ଉତ୍ସବର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୬୦ରୁ ଅଧିକ ସାମୂହିକ…

ଗୃହ ନିର୍ମାଣ ପ୍ରକଳ୍ପରେ ଆର୍କିଟେକ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅଧ୍ୟକ୍ଷ

ଭୁବନେଶ୍ୱର,୨୧।୧୦ : ଗୃହ ନିର୍ମାଣ ବା ହାଉସିଂ ପ୍ରକଳ୍ପରେ ଆର୍କିଟେକ୍‌ମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ପ୍ରତ୍ୟେକ ପଞ୍ଜୀକୃତ ଆର୍କିଟେକ୍‌ ସେମାନଙ୍କର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରିବା ଉଚିତ ବୋଲି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା)…

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ…

ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ ୟୁଦ୍ଧ ମଧ୍ୟରେ ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ସମ୍ପର୍କିତ କଠୋର ନିଷ୍ପତି…

ଚାକିରି କରୁ ନଥିବା ଲୋକଙ୍କୁ ବ୍ୟାଙ୍କ ଦେଉଛି ଋଣ, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ…

ନୂଆଦିଲ୍ଲୀ,୨୦।୧୦: ଭାରତର ପ୍ରାୟ ସମସ୍ତ ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କଗୁଡିକ ଘର ଋଣ ପ୍ରଦାନ କରନ୍ତି। ହେଲେ ସମସ୍ତେ ଘର ଋଣର ଲାଭ ପାଆନ୍ତି ନାହିଁ। ବିଶେଷକରି ଯଦି ଆପଣଙ୍କର ଏକ ସ୍ଥିର ମାସିକ ଆୟ ନାହିଁ, ତେବେ ଘର ଋଣ…

ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ଦେଲେ ରାଜ୍ୟ ସରକାର, ୪% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୨୦/୧୦: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ଅତିରିକ୍ତ ଭତ୍ତା(ଟିଆଇ) ୪% ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ୪୨% ଥିବା ବେଳେ ୪୬% କୁ ବୃଦ୍ଧି…

ଅକ୍ଟୋବରର ଅବଶିଷ୍ଟ ୧୧ ଦିନ ମଧ୍ୟରୁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୦।୧୦: ଉତ୍ସବର ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନରେ ବ୍ୟାଙ୍କ ଛୁଟି ଅଛି। ଦୁର୍ଗା ପୂଜାରେ କିଛି ରାଜ୍ୟରେ ୨୫, ୨୬ ଏବଂ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଆରବିଆଇ ଦ୍ୱାରା…

ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୦।୧୦:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡିରେକ୍ଟରସ) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଚଳିତ ଆର୍ଥତ୍କ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨ୟ ତ୍ରୈମାସିକ ପାଇଁ…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର, ୨୦।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍‌…

ବିନା ଇଟିପିରେ ଚାଲିଥିଲା ୟାଜଦାନୀ ଷ୍ଟିଲ

ଯାଜପୁର,୨୦ା୧୦(ହର୍ଷବର୍ଦ୍ଧନ ବେହେରା):କଳିଙ୍ଗନଗର ଶିଳ୍ପାଞ୍ଚଳର ୟାଜଦାନୀ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଦୀର୍ଘ ବର୍ଷ ହେଲା ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନ କରାଯାଇ ନାହିଁ। ଏଭଳି ଭାବେ ଏହି କାରଖାନା ବେଆଇନ ଭାବେ ଚାଲିଥିଲା। ଜିଲା ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?