ବାଣିଜ୍ୟ

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…

ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ, ଆସନ୍ତା ୨୦ରୁ ଗଡିବନି ବସ୍

ଭୁବନେଶ୍ୱର, ୧୮।୧୦: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦେଲେ ବସ୍‌ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ବସ୍‌ ଧର୍ମଘଟ ଡାକରା ଦିଆଯାଇଛି। ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା…

ରେଲୱେ କର୍ମଚାରୀଙ୍କ ପାଇଁ ବଡ଼ ଖବର, ୭୮ ଦିନର ବୋନସ ଦେବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତି

ନୂଆଦିଲ୍ଲୀ, ୧୮ା୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି…

ଆଗକୁ ବିବାହ ଋତୁ, ଦେଶରେ ୩୫ ଲକ୍ଷରୁ ଅଧିକ ବିବାହ, ସାଢ଼େ ୪ ଲକ୍ଷ କୋଟିର କାରବାର ଆଶା…

ନୂଆଦିଲ୍ଲୀ,୧୮।୧୦ : ଆଗକୁ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି କାରଣରୁ ବଜାର ସରଗରମ ରହିଛି। ଅଳଙ୍କାରଠାରୁ ଆରମ୍ଭ କରି ଲୁଗାପଟା ଶୋରୁମରେ ଭିଡ଼ ଜମିବାରେ ଲାଗିଛି। ଦିୱାଲୀ ପରେ ଆରମ୍ଭ ହେବାକୁ ଥିବା ବିବାହ ଋତୁକୁ ନେଇ ବ୍ୟବସାୟୀମାନେ…

ଅଶୋଧିତ ତୈଳ ଏବଂ ଡିଜେଲ ଉପରୁ କର ହ୍ରାସ କଲେ କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ମିଳିବନି ଫାଇଦା

ନୂଆଦିଲ୍ଲୀ, ୧୮।୧୦: କେନ୍ଦ୍ର ସରକାର ମଙ୍ଗଳବାର ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ୱିଣ୍ଡଫଲ କର ହ୍ରାସ କରି ଟନ୍ ପିଛା ୯,୦୫୦ ଟଙ୍କାକୁ ହ୍ରାସ କରିଛନ୍ତି। ଏହାପୂର୍ବରୁ, ସେପ୍ଟେମ୍ବର ୨୯ ରେ ଶେଷ ହେବାକୁ ଥିବା ୧୫ ଦିନିଆ ସମୀକ୍ଷାରେ…

ବଢି ଚାଲିଛି ଚିନି ଦର, ରପ୍ତାନି ଉପରେ ପ୍ରତିବନ୍ଧକ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୮।୧୦: ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ। ଏଥିରେ ଚିନି ପ୍ରସ୍ତୁତ ପାଇଁ କଞ୍ଚା ଆଖୁ,…

ୟୁଜରଙ୍କ ପକେଟ ଖାଲି କରିବ ‘ଏକ୍ସ’: ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ବର୍ଷକୁ ୮୩.୨୩ ଟଙ୍କା…

ଓ୍ବାଶିଂଟନ, ୧୮।୧୦: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା…

କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ନିକଟରେ ଚାଇନାର ହାଙ୍ଗଝୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍‌ ତାରକା କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

ବଜାରରେ ‘ଭିଡା ଭି ୧ ପ୍ରୋ’

କଟକ,୧୮।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ୍‌ସ ବା ଇଭି) ତଥା ହିରୋ ମୋଟକର୍ପ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍‌ ଭିଡାର ନୂତନ ମଡେଲ ‘ଭିଡା ଭି ୧ ପ୍ରୋ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ସ୍ବୀକୃତିପ୍ରାପ୍ତ…

ୟୁକୋ ବ୍ୟାଙ୍କର ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୧୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ୟୁକୋ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖା ପକ୍ଷରୁ ସମ୍ବଲପୁରର ଗୋଲ୍‌ ବଜାରସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପଠାରେ ନୋଟ୍‌ ଏବଂ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ…

ତନିସ୍କର ସ୍ବତନ୍ତ୍ର ପୂଜା କଲେକ୍ସନ

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଏଶାନି’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ରତି ଓଡ଼ିଆ ନାରୀଙ୍କ ମଧ୍ୟରେ ରହିଥିବା ଶକ୍ତିର ଭାବନାକୁ ମା’ ଦୁର୍ଗାଙ୍କ ବିଭିନ୍ନ…

ସାମ୍‌ସଙ୍ଗ ଗାଲାକ୍ସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୦: ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍‌ସ କମ୍ପାନୀ ସାମ୍‌ସଙ୍ଗର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ପ୍ଲିପ୍‌ ୫’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ ପାଇଁ ଉକ୍ତ ମଡେଲ ୟେଲୋ କଲରରେ ଉପଲବ୍ଧ ହେଉଥିବାବେଳେ ସାମ୍‌ସଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?