ବାଣିଜ୍ୟ

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର, ଅକ୍ଟୋବର ୧ ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଦିଲ୍ଲୀ ସରକାର ଦୁର୍ଗା ପୂଜା ଅବସରରେ ସାଧାରଣ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନୂଆ ମଜୁରୀ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ନୂଆ…

ଟମାଟୋ ପରେ ବଢିଲା ପିଆଜ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୯।୧୦: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି। ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ ପିଛା…

ଭରସା ଦେଲେ ସରକାର, ପାର୍ବଣ ସମୟରେ ମହଙ୍ଗା ହେବନାହିଁ ଖାଦ୍ୟପଦାର୍ଥ, କିନ୍ତୁ ବଜାରରେ ବଢିଚାଲିଛି ଦାମ୍

ନୂଆଦିଲ୍ଲୀ,୧୯ା୧୦: ବର୍ତ୍ତମାନ ପାର୍ବଣ ସମୟରେ ବଜାରରେ ଗହମ, ଚିନି ସମେତ ଅନ୍ୟାନ୍ୟ ଖାଦ୍ୟପଦାର୍ଥର ଦାମ୍ ବଢ଼ିବାରେ ଲାଗିଛି। ତେବେ ସରକାର ସାଧାରଣ ଲୋକଙ୍କୁ ଭରସା ଦେଇଛନ୍ତି ଯେ, ପାର୍ବଣ ଋତୁରେ ଜରୁରୀ ଖାଦ୍ୟ ପଦାର୍ଥର ଦାମ୍ ବୃଦ୍ଧି ପାଇବ ନାହିଁ, ନିୟନ୍ତ୍ରଣରେ…

ଲାପଟପ, କମ୍ପ୍ୟୁଟର ଆମଦାନୀ ପାଇଁ ବଡ ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲୀ,୧୯।୧୦: ଲାପଟପ ଏବଂ କମ୍ପ୍ୟୁଟର ପରି ଆଇଟି ହାର୍ଡୱେର୍‌ ଉତ୍ପାଦ ଆମଦାନୀ ପାଇଁ କେନ୍ଦ୍ର ସରକାର ପୁରୁଣା ଲାଇସେନ୍ସ ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହିପରି ଉତ୍ପାଦ ଆମଦାନୀ ପାଇଁ ଏକ ଅନଲାଇନ ଅନୁମୋଦନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି । ସରକାର…

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ, ୫ ଜି ମୋବାଇଲ ବିକ୍ରି ହ୍ରାସ ପରେ ନିଷ୍ପତି

ନୂଆଦିଲ୍ଲୀ, ୧୯।୧୦: ଟେଲିକମ ଦୁନିଆର ପ୍ରତିଷ୍ଠିତ କମ୍ପାନୀ ନୋକିଆ ସମ୍ପର୍କରେ ବଡ଼ ଖବର ଆସିଛି, ଯେଉଁଥିପାଇଁ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି। ନୋକିଆ ଏହାର ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି। ତୃତୀୟ କ୍ୱାର୍ଟରରେ କମ୍ପାନୀର ୫ ଜି ଉତ୍ପାଦ…

ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ ଅନେକ…

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ: ମାଗଣାରେ ଆବେଦନ କରନ୍ତୁ ଦଶମ ପାସ୍‌, ଜାଣନ୍ତୁ କିଭଳି ହେବ ଚୟନ…

ନୂଆଦିଲ୍ଲୀ,୧୯।୧୦: ଦଶମ ପାସ୍‌ ଛାତ୍ରୀଛାତ୍ରଙ୍କ ଲାଗି ନିଯୁକ୍ତି ଖବର। ଟେକ୍ନିସିଆନ ଏବଂ ଟ୍ରେଡ୍‌ ଆପ୍ରେଣ୍ଟିସିପ୍‌ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ କମ୍ପାନୀ (ଆଇଓସିଏଲ୍‌) ବିଜ୍ଞପ୍ତି ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର ୨୦୨୩ରୁ…

ବିଓବିର ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର,୧୯।୧୦: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହିନ୍ଦୀ ଦିବସର ପୁରସ୍କାର ବିତରଣ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ୨୦୨୩ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ…

ଗ୍ଲେନ୍‌ମାର୍କର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୯।୧୦: ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଡାପାଗ୍ଲିଫୋଜିନ୍‌,ଟେନେଲିଗ୍ଲିପ୍‌ଟିନ୍‌ ଓ ମେଟଫାର୍ମିନ୍‌’ ଆଦିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଉପରୋକ୍ତ ଉତ୍ପାଦ ସହ ଭାରତରେ ବହୁଳ ଭାବେ ବ୍ୟବହୃତ ପ୍ରଥମ ଫିକ୍‌ସଡ ଡୋଜ୍‌ ମିଶ୍ରଣକୁ ମଧ୍ୟ ବଜାର ପ୍ରବେଶ କରାଇଛି।…

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୧୯।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିଲା।…

ସୋନାଲିକାର ରେକର୍ଡ ପରିମାଣର ବିକ୍ରି

ଭୁବନେଶ୍ୱର,୧୯।୧୦ (ଅଭୟ ଦାଶ): ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍‌…

ପାକିସ୍ତାନରୁ ଭାରତ ଆସିଥାଏ ଏସବୁ ଉତ୍ପାଦ, କିଛି ପ୍ରାୟ ପ୍ରତି ଘରେ ହୋଇଥାଏ ବ୍ୟବହୃତ; ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୦: ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ନାହିଁ। ଉଭୟ ଦେଶ ଆତଙ୍କବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ରବ୍ୟର ଆମଦାନୀ-ରପ୍ତାନୀ ଜାରି ରହିଛି। ପାକିସ୍ତାନରୁ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?