ଏମ୍ସିଏଲ୍ ସିଏମ୍ଡି ପୁରସ୍କୃତ
ତାଳଚେର,୨୨।୧୦(ମନୋଜ ନନ୍ଦ): ସୁରକ୍ଷା ପରିଚାଳନା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ମହାନଦୀ କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ. ପି. ସିଂଙ୍କୁ ସମ୍ମାନଜନକ ‘ଆପେକ୍ସ ଇଣ୍ଡିଆ ଭିଜନାରୀ ଲିଡର୍ ଆୱାର୍ଡ- ୨୦୨୩’ ପ୍ରଦାନ କରାଯାଇଛି। ଏଥିସହ ଆପେକ୍ସ…
ଓ୍ବାନ୍ ପ୍ଲସ୍ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା
ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍ ପ୍ଲସ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍ ପ୍ଲସ୍ର ବହୁ ପ୍ରତୀକ୍ଷିତ ଓ୍ବାନ୍ ପ୍ଲସ୍ ଓପନ୍ ଫୋଲଡେବଲ୍ ଫୋନ୍ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା (କମ୍ପାନୀ)…
ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଫଣ୍ଡ୍ଷ୍ଟାକ୍ ୩.୦ ଉନ୍ମୋଚିତ
ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍ଷ୍ଟାକ୍ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ ହେବା…
ପୁରା ବିଶ୍ୱରେ ଚାଲିବ ଭାରତର ଦବଦବା, ଏହି କମ୍ପାନୀ ଦେଲା ବଡ଼ ବୟାନ
ନୂଆଦିଲ୍ଲୀ, ୨୧।୧୦: ମାନୁଫାଚରିଂ ଜଗତରେ ଭାରତ ଏକ ବଡ଼ ଖେଳାଳି ରୂପରେ ଆଗକୁ ବଢି ଚାଲିଛି। ଆପଲ୍ ଏବଂ ଗୁଗୁଲ ଭଳି ଅନେକ ବଡ଼ କମ୍ପାନୀ ସେମାନଙ୍କର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆପଲ ଏହାର ଆଇଫୋନ ଭାରତରେ ନିର୍ମାଣ…
ଏଲଆଇସି ପଲିସି ବନ୍ଦ ହୋଇଯାଇଥିଲେ ଏପରି କରନ୍ତୁ ପୁଣି ଆରମ୍ଭ, ମିଳୁଛି ୩୦ପ୍ରତିଶତ ରିହାତି
ନୂଆଦିଲ୍ଲୀ,୨୧।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଦେଶ ବ୍ୟାପି କୋଟି କୋଟି ପଲିସି ହୋଲଡ଼ର ରହିଛନ୍ତି। କିଛି ଲୋକେ ପଲିସି କିଣି ଦିଅନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରିମିୟମ ଭାରି ପାରିନଥାନ୍ତି। ଏଭଳି ସ୍ଥିତିରେ ପଲିସି (ଲାପସ୍) ବନ୍ଦ ହୋଇଯାଇଥାଏ।…
ସେୟାର ବଜାର: ୮୭ ପଇସାର ସେୟାର କରିଦେଲା ମାଲାମାଲ, ଏତିକି ବର୍ଷରେ କରିଦେଲା କୋଟିପତି
ନୂଆଦିଲ୍ଲୀ, ୨୧।୧୦: ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର କାରବାର ମାନ୍ଦା ରହିଛି। ଶୁକ୍ରବାର ସେନସେକ୍ସ ୦.୩୫ ପ୍ରତିଶତ ହ୍ରାସ ପାଇଁ ୬୫,୩୯୭ରେ ରହିଛି ଏବଂ ନିଫ୍ଟି ୧୯,୫୦୦ ରେ ବନ୍ଦ ରହିଛି। ତେବେ ଏହାରି ମଧ୍ୟରେ କିଛି…
ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା
କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ପରେ…
ଅଫିସ ନ ଆସିଲେ ଯିବ ଚାକିରି! କର୍ମଚାରୀଙ୍କୁ ଚେତାବନୀ ଦେଲା ଆମାଜନ
ଓ୍ବାଶିଂଟନ,୨୧।୧୦: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ ଏହାର ୱାର୍କ ର୍ଫମ ଅଫିସ ପଲିସି ସମ୍ବନ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କମ୍ପାନୀ ନିକଟ ଅତୀତରେ କହିଛି ଯେ ମ୍ୟାନେଜରମାନେ ସେହି କର୍ମଚାରୀଙ୍କୁ ବରଖାସ୍ତ କରିବା ଉଚିତ ଯେଉଁମାନେ ଅଫିସକୁ ଫେରିବା…
ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି: ବଢୁଛି ବ୍ୟାଙ୍କରେ ଜମାରାଶିର ସଂଖ୍ୟା
ନୂଆଦିଲ୍ଲୀ,୨୧।୧୦: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛ। କାରଣ ୧୯୫୧ରୁ ୨୦୧୪ମଧ୍ୟରେ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ…
ଶ୍ରୀଦୁର୍ଗା ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’
ଭୁବନେଶ୍ୱର,୨୧।୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ଶାଢ଼ି ଏବଂ ଗାର୍ମେଣ୍ଟସ୍ ଫ୍ୟାମିଲି ଷ୍ଟୋର ‘ଶ୍ରୀଦୁର୍ଗା’ ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’ ଶୀର୍ଷକ ଅଫର ଘୋଷଣା କରାଯାଇଛି ା ଶପିଂର ନିଆରା ଅନୁଭୂତି ପାଇଁ ଗ୍ରାହକମାନେ ନିଶ୍ଚିତ ଉପହାରରେ ‘ସ୍ବର୍ଣ୍ଣମୁଦ୍ରା’ ଏବଂ…
ଲାଲ୍ଚାନ୍ଦ ଜୁଏଲର୍ସର ଦଶହରା ଅଫର
ଭୁବନେଶ୍ୱର,୨୧।୧୦: ଦଶହରା ଅବସରରେ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ା ଏହି କ୍ରମରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୫୯୯ଟଙ୍କା ରହିଛି ା ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା…
ସୋନାଲିକାର ରେକର୍ଡ ପରିମାଣର ବିକ୍ରି
ଭୁବନେଶ୍ୱର,୨୧।୧୦: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍ ଟ୍ରାକ୍ଟର ବିକ୍ରି…

