ଭାରତରେ ନିଜ ବ୍ୟବସାୟକୁ ରିଲିଏନ୍ସ କମ୍ପାନୀକୁ ବିକ୍ରିକଲା ଡିଜନୀ: ରିପୋର୍ଟ
ନୂଆଦିଲ୍ଲୀ, ୨୩।୧୦: ଅନେକ ଚର୍ଚ୍ଚା ମଧ୍ୟରେ ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଅନୁଯାୟୀ ଡିଜନୀ ଷ୍ଟାରର ନିୟନ୍ତ୍ରିତ…
ବଦଳିବ ୮୪ କୁଟିଆ ରୂପରେଖ
ଭୁବନେଶ୍ୱର,୨୩।୧୦( ଅନୁରାଧା ମହାରଣା): ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ (ଯୋଗ ଓ ଧ୍ୟାନ)ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ ବଦଳିବ। ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ…
ଏମ୍ଏସ୍ଇଡିସିଏଲ୍କୁ ୫୦,୦୦୦ ଏସ୍ବିଡବ୍ଲ୍ୟୁପିଏସ୍
ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍ଏସ୍ଇଡିସିଏଲ୍) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍ କୁସୁମ…
ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର, ୨୩।୧୦: ବନ୍ଧନ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି।…
ଆଭାଡା ଗ୍ରୁପ୍ ସହ ଜିପିଏଲ୍ର ବୁଝାମଣା
ଭୁବନେଶ୍ୱର, ୨୩।୧୦: ଦେଶର ଅଗ୍ରଣୀ ଶକ୍ତି କମ୍ପାନି ଆଭାଡା ଗ୍ରୁପ୍ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଧ୍ୟମରେ ଗୋପାଳପୁର ବନ୍ଦରଠାରେ ଏକ ଗ୍ରୀନ୍ ଆମୋନିଆ ସଂରକ୍ଷଣ…
ଏସ୍ବିଆଇ କାର୍ଡର ଫେଷ୍ଟିଭ୍ ଅଫର
ଭୁବନେଶ୍ୱର, ୨୩।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସ୍ବିଆଇ କାର୍ଡ ପକ୍ଷରୁ ଫେଷ୍ଟିଭ ଅଫର-୨୦୨୩ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦେଶର ଲକ୍ଷ ଲକ୍ଷ ଏସ୍ବିଆଇ କାର୍ଡଧାରୀ ୨୨୦୦ ମର୍ଚ୍ଚାଣ୍ଟ ଫଣ୍ଡେଡ୍ ଓ କ୍ୟାଶବ୍ୟାକ ଅଫରର…
ଆକୃଷ୍ଟ କରୁଛି ଆକର୍ଷଣୀୟ ରିହାତି
ଭୁବନେଶ୍ୱର,୨୩।୧୦ (ଅଭୟ ଦାଶ): ଚଳିତ ବର୍ଷ ପାର୍ବଣ ସମୟରେ ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା (ଏକ୍ସପୋ)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡିଆଠାରେ କରାଯାଇଛି। ବିଶେଷକରି ଶାରଦୀୟ ପୂଜା ବୁଲା ସାଙ୍ଗକୁ ସାରା ଦେଶର ଭଳିକି ଭଳି ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀର…
୧ ନଭେମ୍ବରରୁ ବାର୍ରେ ମଦ୍ୟପାନ କରିବା ହେବ ମହଙ୍ଗା, ଭାଟ. ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି..
ମୁମ୍ବାଇ,୨୨।୧୦ : ମହାରାଷ୍ଟ୍ରର ଏସି ବାର୍, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ରାଜ୍ୟ ସରକାର ବର୍ତ୍ତମାନ…
ଲଗାତାର ୩ ଦିନ ଛୁଟି ନେଲେ ରହିବ ନାହିଁ ଚାକିରି, ନୂଆ ନିୟମ ଜାରି କଲା ଏହି କମ୍ପାନୀ…
ନୂଆଦିଲ୍ଲୀ,୨୨।୧୦ : ଅଫିସରେ ଚାକିରି ସମ୍ବନ୍ଧରେ ଆମାଜନ କଡା ନିୟମ ଲାଗୁ କରିଛି। ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଲଗାତାର ୩ ଦିନ ଛୁଟି ନେବେ ସେମାନଙ୍କର ଚାକିରି ଆଉ ରହିବ ନାହିଁ। କମ୍ପାନୀ କହିଛି ଯେଉଁମାନେ ଲଗାତାର ୩…
ଗୁଗଲ ଦେବ ଲୋନ
ନୂଆଦିଲ୍ଲୀ,୨୨।୧୦: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ…
ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଫେଷ୍ଟିଭ ସେଲ୍
ଭୁବନେଶ୍ୱର, ୨୨।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍ ଷ୍ଟୋର ତଥା ଦୀର୍ଘ ୫୦ବର୍ଷ ଧରି ସମଗ୍ର ଓଡ଼ିଶାରେ ଇଲେଟ୍ରୋନିକ୍ସ ଏବଂ ଫର୍ନିଚର ବ୍ୟବସାୟରେ ଏକ ଅଗ୍ରଣୀ ନାମ ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆକର୍ଷଣୀୟ ଫେଷ୍ଟିଭ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି।…
ଆଲିଶାନ୍ର କିଙ୍ଗ୍ ଅଫ୍ ପୂଜା ଶପିଂ
ଭୁବନେଶ୍ୱର, ୨୨।୧୦: ସହରର ସର୍ବପୁରାତନ ତଥା ସ୍ବତନ୍ତ୍ର ପୁରୁଷ ପରିଧାନ ଶୋ’ରୁମ୍ ଆଲିଶାନ୍ ପକ୍ଷରୁ ପାର୍ବଣ ଅଫର ‘କିଙ୍ଗ୍ ଅଫ୍ ପୂଜା ଶପିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଫରରେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଯଥା କଲରପ୍ଲସ୍,…

