ହ୍ୟାଣ୍ଡ ପମ୍ପରୁ ବାହାରିଲା ମଦ, ଲାଗିଗଲା ଲୋକଙ୍କ ଲମ୍ବା ଲାଇନ, ଭିଡିଓ ଭାଇରାଲ…
ଲକ୍ଷ୍ନୌ,୯।୧୧: ସୋସିଆଲ ମିଡିଆରେ ସମ୍ପ୍ରତି ଏକ ଅଜବ ଭିଡିଓ ଦେଖିବାକୁ ମିଳୁଛି । ଏହା ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମାଟିତଳୁ ହ୍ୟାଣ୍ଡ ପମ୍ପରେ ମଦ ବାହାରୁଛି। ଏହି ଭିଡିଓ ଉତ୍ତରପ୍ରଦେଶର ଝାନ୍ସୀର ହୋଇଥିବା ଜଣାଯାଇଛି। ଯେଉଁଠାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଜିଓ,ଏୟାରଟେଲଠାରୁ ଶସ୍ତାରେ ମିଳିବ ଇଣ୍ଟରନେଟ: ଘୋଷଣା କଲେ ଏଲନ ମସ୍କ…
ନୂଆଦିଲ୍ଲୀ,୯।୧୧: ଏୟାରଟେଲ ଏବଂ ଜିଓ ଭାରତର ଟେଲିକମ କ୍ଷେତ୍ରକୁ ଗ୍ରହଣ କରିଛନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବ୍ୟବସାୟୀ ପ୍ରବେଶ କରିବାକୁ ଯାଉଛନ୍ତି ଯାହାଙ୍କର ଏହି ପ୍ରତିଯୋଗିତାକୁ ପରବର୍ତ୍ତୀ ସ୍ତରକୁ ନେଇଯିବାର ସାମର୍ଥ୍ୟ ଅଛି। ବାସ୍ତବରେ, ଉଭୟ ଜିଓ ଏବଂ ଏୟାରଟେଲ ସହିତ…
‘ଫେଷ୍ଟିଭ୍ ସିଜନ୍ ସେଲ୍’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା…
ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ କମ୍ପାନୀ…
କୋକାକୋଲା-ନେଷ୍ଟଲେ ଉପରେ ପ୍ରତିବନ୍ଧକ ଲଗାଇଲା ତୁର୍କୀ ସଂସଦ…
ଆଙ୍କରା,୮।୧୧ : ଗତ ଏକ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ତୁର୍କୀ ସଂସଦ ଦେଶର ରେଷ୍ଟୁରାଣ୍ଟରେ ଅନେକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ତୁର୍କୀ ସରକାର କହିଛନ୍ତି ଯେଉଁ…
ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା
ଓ୍ବାଶିଂଟନ୍,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ…
ଦୀପାବଳି ପୂର୍ବରୁ ଏହି ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ଉପହାର, ବଢାଇଲେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ,୮।୧୧: ଦୀପାବଳି ପୂର୍ବରୁ ଆସାମ ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ଏବଂ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି, ଏହା ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀଙ୍କ…
ଓଏଫ୍ସିର ରୋମାଞ୍ଚକ ବିଜୟ
ଭୁବନେଶ୍ୱର, ୮ା୧୧(ସରୋଜ ଜେନା): ଏଏଫ୍ସି କପ୍ ଫୁଟବଲ୍ରେ ମଜିୟା ଏସ୍ଆରସି ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି ଓଡ଼ିଶା ଏଫସି (ଓଏଫ୍ସି)। ପ୍ରଥମାର୍ଦ୍ଧରେ ୦-୨ରେ ପଛୁଆ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେବା ସହ ଚତୁର୍ଥ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ…
ବିଓଏମ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ କାରବାର ସମ୍ପର୍କିତ…
ଅରୁନ୍ଧତୀର ସର୍ବଶ୍ରେଷ୍ଠ ଧନ୍ତେରସ୍ ଅଫର
ଭୁବନେଶ୍ୱର,୮।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସର୍ବଶ୍ରେଷ୍ଠ ଧନ୍ତେରସ୍ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନ୍ତେରସ୍ ପାଇଁ ନୂତନ ଓ ପ୍ରିମିୟମ କଲେକ୍ସନ୍…
ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍ ଷ୍ଟିଲ୍’ ଆଓ୍ବାର୍ଡ
ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ପ୍ରଥମ ମହିଳା ଓଭରହେଡ୍ କ୍ରେନ୍ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ (ଆଇଏସ୍ଏ) ପକ୍ଷରୁ ‘ୱିଙ୍ଗସ୍ ଅଫ୍ ଷ୍ଟିଲ୍’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ…
ଟିସିଏସ୍-ଇନ୍ଫୋସିସ୍ ପରେ କର୍ମଚାରୀଙ୍କୁ ଅଫିସ ଡାକିଲା ଓ୍ବିପ୍ରୋ, ନ ଆସିଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୭।୧୧: ଭାରତର ଶୀର୍ଷ ସଫ୍ଟଓ୍ବେର କମ୍ପାନୀ ମଧ୍ୟରେ ଗଣା ‘ଓ୍ବିପ୍ରୋ’ ଏହାର କର୍ମଚାରୀଙ୍କ ଲାଗି ହାଇବ୍ରିଡ୍ ଓ୍ବାର୍କ ପଲିସି ଆରମ୍ଭ କରିଛି। ଏହି ନୂଆ ନିୟମ ଅନୁଯାୟୀ କମ୍ପାନୀର କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଅତିକମ୍ରେ ୩ ଦିନ ଅଫିସରୁ କାମ କରିବାକୁ…
ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନ…

