ମହଙ୍ଗା ହେଲା ସୁନା, ରୁପା
ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି ପିଛା ଦାମ ୭୫ ହଜାର ଟଙ୍କା ହୋଇଯାଇପାରେ। ଦୀପାବଳି ପର୍ବ ପୂର୍ବରୁ ଧନ…
ଶର୍ଟଲେସ୍ ହୋଇ ମିଟିଂ କଲେ ଏୟାର ଏସିଆ ସିଇଓ, ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ…
ନୂଆଦିଲ୍ଲୀ,୧୭।୧୦: ଏୟାର ଏସିଆର ସିଇଓ ଟୋନି ଫର୍ନାଡିସ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଫଟୋଟି ଟୋନିଙ୍କର ହୋଇଥିବା ବେଳେ ସେ ଶର୍ଟଲେସ୍ ହୋଇ ମସାଜ୍କୁ ଉପଭୋଗ କରୁଥିବା ଦେଖାଯାଇଛି। ନିଜେ ସେ ଫଟୋଟିକୁ ଲିଙ୍କଡିନ୍ରେ ଶେୟାର…
ଆଉ ଏକ ବଡ଼ କମ୍ପାନୀକୁ ମିଳିଲା ଜିଏସଟି ବକେୟା ନୋଟିସ୍, ଦେବାକୁ ପଡ଼ିବ ୩୨୧ କୋଟି ଟଙ୍କା
ନୂଆଦିଲ୍ଲୀ, ୧୭।୧୦: ଦେଶର ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀ ଡାବର ଇଣ୍ଡିଆକୁ ମିଳିଛି ଜିଏସଟି ବକେୟା ନୋଟିସ୍। ଜିଏସଟି ଅଥରିଟି କମ୍ପାନୀକୁ ୩୨୧ କୋଟି ଟଙ୍କାର ନୋଟିସ ପଠାଇଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ନୋଟିସର ତର୍ଜମା କରୁଛି। ଡାବର ଇଣ୍ଡିଆ ଷ୍ଟକ…
ପିଏନ୍ବି ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର, ୧୭।୧୦: ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ (ପିଏନ୍ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ରାଜଭାଷା ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ପିଏନ୍ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…
ହୋଣ୍ଡାର ଅଲ୍ ନ୍ୟୁ ସିବି୩୦୦ଆର୍ ଉନ୍ମୋଚିତ
ଭୁବନେଶ୍ୱର, ୧୭।୧୦, (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଅଲ ନ୍ୟୁ ସିବି୩୦୦ଆରକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଓବିଡି୨ଏ ନିୟମ…
ଆଜିଠୁ ୩ ଦିନିଆ ସାମୁଦ୍ରିକ ସମାରୋହ
ଭୁବନେଶ୍ୱର, ୧୭।୧୦: ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ (ନୂଆଦିଲ୍ଲୀ,୧୬।୧୦: ଚଳିତ ବର୍ଷ ଅକ୍ଟୋବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମ୍ଏମ୍ଆର୍ଡିଏ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମ୍ଆଇଏସ୍-୨୦୨୩)ର ତୃତୀୟ…
ଜିଓ ମାର୍ଟ ଡିଜିଟାଲର ଏକ୍ସକ୍ଲୁସିଭ ଆଉଟଲେଟ
ଭୁବନେଶ୍ୱର ,୧୭।୧୦ ( ଅଭୟ ଦାଶ); ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ବାପୁଜୀ ନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଯୋଗ୍ୟ, ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଆରଜେଏସ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ…
ପିଜିଆଇର ନୂତନ କଲେକ୍ସନ
ଭୁବନେଶ୍ୱର, ୧୭।୧୦: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍ ତଥା ପ୍ଲାଟିନମ୍ ଗିଲ୍ଡ ଇଣ୍ଟରନ୍ୟାଶନାଲ(ପିଜିଆଇ)ର ନୂତନ କଲେକ୍ସନ ‘ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ୯୫% ଶୁଦ୍ଧ ଓ ବିରଳ ପ୍ଲାଟିନମ୍ରେ ଗଢ଼ା ଏହି କଲେକ୍ସନ ପ୍ରେମର ଚରମ ପ୍ରତୀକ…
ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ
ଭୁବନେଶ୍ୱର, ୧୭।୧୦: ଇଣ୍ଡିଆନ୍ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବ୍ୟାଙ୍କର ସମସ୍ତ ଶାଖା ପ୍ରବନ୍ଧକ, ବିସି ସୁପରଭାଇଜର ଓ ବିସିମାନଙ୍କ ପାଇଁ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର, ୧୭।୧୦: ଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ସୋମବାର…
ଯାଜପୁରରେ କଲ୍ୟାଣ ଜୁଏଲର୍ସର ନୂଆ ଶୋ’ରୁମ୍
ଯାଜପୁର ରୋଡ୍,୧୭ା୧୦(ପବିତ୍ର ରଞ୍ଜନ ମହାନ୍ତି): କଲ୍ୟାଣ ଜୁଏଲର୍ସର ନୂଆ ଶୋ’ରୁମ୍ ଯାଜପୁର ରୋଡ୍ର ଅର୍ଜୁନ କମ୍ପ୍ଳେକ୍ସ ଠାରେ ସୋମବାର ଉଦ୍ଘାଟିତ ହୋଇଯାଇଛି। ଏହିପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ…
ବୈଶ୍ବିକ ସମସ୍ୟା, ଅଶୋଧିତ ତୈଳ ଦାମ୍ ବୃଦ୍ଧିର ପ୍ରଭାବ, ରେକର୍ଡ ନିମ୍ନ ସ୍ତରକୁ ଖସିଲା ଟଙ୍କା
ନୂଆଦିଲ୍ଲୀ, ୧୬।୧୦:(୧୦) ଭାରତୀୟ ଟଙ୍କାର ମୂଲ୍ୟ ସୋମବାର ଐତିହାସିକ ନିମ୍ନ ସ୍ତରକୁ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୯୦ ଡଲାର ପାର କରିବା ଏବଂ ଡଲାର ତୁଳନାରେ ଅନ୍ୟ ଏସୀୟ ମୁଦ୍ରାର…
Archives


