ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨% ବୃଦ୍ଧି, ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଟ୍ରେଜେରୀକୁ ଆସିଲାଣି ୧୦.୬୦ ଲକ୍ଷ କୋଟି
ନୂଆଦିଲ୍ଲୀ,୧୦/୧୧: ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ୧ ରୁ ନଭେମ୍ବର ୯, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି। ଚଳିତ ଆର୍ଥିକ…
ବିଶ୍ୱ ବଜାରରେ ୧୨ ବର୍ଷ ସର୍ବୋଚ୍ଚ ସ୍ତରରେ ଚିନି ଦାମ୍, ଜାଣନ୍ତୁ ଭାରତରେ ବଢିବ କି ଦାମ୍?
ନୂଆଦିଲ୍ଲୀ,୧୦।୧୧: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ…
ଦୀପାବଳି ଉପହାର ଦେଲେ କେନ୍ଦ୍ର ସରକାର, ଖାତାକୁ ଗଲା ପିଏଫ ସୁଧ ଟଙ୍କା
ନୂଆଦିଲ୍ଲୀ,୧୦।୧୧: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟକୁ ସୁଧ ଦେବା ଆରମ୍ଭ। ହୋଇଛି। ଏନେଇ ଇପିଏଫଏ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ ଆକାଉଣ୍ଟ ନିବେଶ ଉପରେ…
୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଏବେ ଦେବାକୁ ପଡ଼ିବ ଭାରି ଜରିମାନା
ନୂଆଦିଲ୍ଲୀ,୧୦।୧୧: କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସଚେଞ୍ଜ(ସିବିଡି଼ଟି)…
ଆକର୍ଷଣୀୟ ଧନ୍ତେରସ୍ ଓ ଦୀପାବଳି ଅଫର
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୬୨୫ ଟଙ୍କା…
ସ୍ମାଇଲ୍ ଗୋଲ୍ଡର ଧନ୍ତେରସ୍ ଅଫର
ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ୍ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଧନବର୍ଷା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଚଳିତ ବର୍ଷର ପାର୍ବଣ ଋତୁରେ ସ୍ବତନ୍ତ୍ର ଡିଜାଇନ୍ ସାଙ୍ଗକୁ ଆକର୍ଷଣୀୟ ଅଫର୍ ଓ…
ସୁନା କିଣିଲେ ସୁଫଳ ମିଳେ
ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍ତେରସ୍ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍ତେରସ୍ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି।…
ପାର୍ବଣ ଋତୁରେ ଚାହିଦା ବୃଦ୍ଧି ଏବଂ ଜିଏସଟି ସଂଗ୍ରହରେ ବୃଦ୍ଧି ହେତୁ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ: ମୁଡିସ୍
ନୂଆଦିଲ୍ଲୀ,୯।୧୧: ଚଳିତ ବର୍ଷ ୨୦୨୩ ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ବୋଲି ଆକଳନ କରାଯାଇଛି। ୨୦୨୪ ମସିହାରେ ମଧ୍ୟ ଅଭିବୃଦ୍ଧି ହାର ୬.୧ ପ୍ରତିଶତରେ ରହିପାରେ। ରେଟିଂ ଏଜେନ୍ସି ମୁଡିସ୍ ଭାରତ ପାଇଁ ଏହାର ଅର୍ଥନୈତିକ ଅଭିବୃଦ୍ଧି…
କାର୍ଯ୍ୟସ୍ଥଳରେ ଖରାପ ବୈଷୟିକ ସୁବିଧା କାରଣରୁ ୪୦% ଭାରତୀୟ ଛାଡ଼ିବେ ଚାକିରି: ରିପୋର୍ଟ
ନୂଆଦିଲ୍ଲୀ,୯/୧୧: ଗୁରୁବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତ ୬ ମାସରେ ୪୦ ପ୍ରତିଶତ ଭାରତୀୟ ସେମାନଙ୍କର ଚାକିରି ଛାଡିପାରନ୍ତି। ଏହାର କାରଣ ହେଉଛି କାର୍ଯ୍ୟସ୍ଥଳରେ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସୁବିଧା ଉପଲବ୍ଧ କରାଯାଉନାହିଁ। ସଫ୍ଟୱେୟର କମ୍ପାନୀ ଅନୁଯାୟୀ, ୯୩%…
ଭୋଡାଫୋନ୍ର ବଡ଼ ବିଜୟ; ଆୟକର ବିଭାଗକୁ ୧୧୨୮ କୋଟି ଟଙ୍କା ଫେରସ୍ତ କରିବାକୁ କହିଲେ ବମ୍ବେ ହାଇକୋର୍ଟ
ବମ୍ବେ,୯।୧୧: ଭୋଡାଫୋନ୍-ଆଇଡିଆକୁ ଟିକସ ମାମଲାରେ ବଡ଼ ବିଜୟ ମିଳିଛି। ବମ୍ବେ ହାଇକୋର୍ଟ କମ୍ପାନୀ ଟିକସ ଭାବେ ଦେଇଥିବା ୧,୧୨୮ କୋଟିକୁ ଫେରାଇବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ସୁଧ ସହ ଦେବାକୁ ହେବ। ଟେଲିକମ୍ କମ୍ପାନୀ ଦାୟର କରିଥିବା…
ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…
ହଲମାର୍କିଂ ବି ହୋଇପାରେ ନକଲି! ଧନତେରସରେ ଅଳଙ୍କାର କିଣିବାବେଳେ ରୁହନ୍ତୁ ସତର୍କ..
ମୁମ୍ବାଇ,୯।୧୧ : ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେଶନ ଅଫ ଇଣ୍ଡିଆ…
Archives


