ବାଣିଜ୍ୟ

ଓପିଜିସିକୁ ଶକ୍ତି ସଂରକ୍ଷଣ ପୁରସ୍କାର

ସମ୍ବଲପୁର,୧୬ା୧୨(ବି.ଶଙ୍କର): ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ (ଓପିଜିସି) ଲିମିଟେଡ ଶୁକ୍ରବାର ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ…

ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଏପରିକି ଜିଓ…

୨ମାସରେ ୨୫,୦୦୦ ଅଣ ଜିଏସ୍‌ଟି ସେଲ୍‌ର ପଞ୍ଜୀକୃତ

ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କ ସଫଳ ଅନ୍‌ବୋର୍ଡିଂ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ…

ଗ୍ରାହକଙ୍କୁ ଏସ୍‌ବିଆଇର ଝଟ୍‌କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ ଆଦି…

ଶେୟାର ବଜାରକୁ ପୁଣି ଫେରିଲା ଉତ୍ସାହ, ସର୍ବକାଳୀନ ସ୍ତରକୁ ଛୁଇଁଲା ସେନସେକ୍ସ-ନିଫ୍ଟି

ମୁମ୍ବାଇ, ୧୫।୧୨: ଶୁକ୍ରବାର ଶେୟାର ବଜାର କାରବାର ଆରମ୍ଭରୁ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ନୂଆ ଶିଖରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ପଲିସି ବୈଠକ ପରେ ୨୦୨୪ ମାର୍ଚ୍ଚ ମାସରେ ସୁଧହାର କମାଇବା ସମ୍ଭାବନା ଥିବା ଜଣା…

ଟାଟା ଷ୍ଟିଲ୍‌ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର,୧୫।୧୨:ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟାଟା ଷ୍ଟିଲ୍‌ ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍ସ ଡିଭିଜନ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଶୀତର ପ୍ରଭାବ ଅନୁଭୂତ ହେବାରୁ ସ୍କୁଲ ପିଲାମାନଙ୍କୁ ଶୀତରୁ ସୁରକ୍ଷା ଦେବା ପାଇଁ ନିକଟରେ କର୍ମଚାରୀ ସ୍ବେଚ୍ଛାସେବିତା…

ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ

ଭୁବନେଶ୍ୱର,୧୫।୧୨:ଟାଲି ସଲ୍ୟୁଶନ୍ସ ପକ୍ଷରୁ ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଆବଶ୍ୟକତା ପୂରଣ କରିବା ତଥା ବ୍ୟବସାୟୀ ଓ ବ୍ୟବହାରକାରୀମାନଙ୍କୁ ଅତୁଳନୀୟ ଏବଂ ଉନ୍ନତ ଅନୁଭୂତି ପ୍ରଦାନ…

ପିପିଟି ଜରିଆରେ ଊର୍ଜା ସଂରକ୍ଷଣ କରିବ ବେଦାନ୍ତ

ଭୁବନେଶ୍ୱର,୧୫।୧୨:ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୁମିନିୟମ ସ୍ମେଲଟରର ପଟ୍‌ର ଡିଜାଇନରେ ଏକ ନୂତନ ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପେଟଟେଡ ପଟିଲିଂ ଟେକ୍ନୋଲୋଜି…

ଜେଡ୍‌ସିଟିରେ ୧୦୦ ନିୟୁତ ଡଲାର ବିନିଯୋଗ କରିବ ଫିନେଷ୍ଟ

ଭୁବନେଶ୍ୱର,୧୪।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିଏନ୍‌ପି ଗ୍ରୁପ୍‌ ଅଧୀନରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ଇକ୍ୱିଟି ନିବେଶ କମ୍ପାନୀ ଫିନେଷ୍ଟ ଜିରୋ କାର୍ବନ ଟେକ୍ନୋଲୋଜି (ଜେଡ୍‌ସିଟି)ରେ ୧୦୦ ନିୟୁତ ଡଲାରର ଷ୍ଟ୍ରାଟେଜିକ୍‌ ଇକ୍ୱିଟି ନିବେଶ କରିବ…

ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି

ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ଟାଟା ନାନୋ ସେତେବେଳ ସମୟରେ ମାର୍କେଟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା।…

୩୦ ପ୍ରତିଶତ ବଢିଛି ଘରଭଡା, ଶୀର୍ଷରେ ରହିଛି ଏହି ସହର…

ନୂଆଦିଲ୍ଲୀ,୧୪।୧୨ : ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ସଙ୍କଟ ସୃଷ୍ଟି କରିଛି। ଆକାଶଛୁଆଁ ଘର ଭଡା ବଡ ସହର ଏବଂ ଅଧ୍ୟୟନ ପାଇଁ ଦିଲ୍ଲୀ-ଏନସିଆର ଯାଉଥିବା ଲୋକଙ୍କ ପକେଟ ଖାଲି କରିଦେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଅନେକ ବଡ ସହରରେ…

ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୧୨: ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ବୁଧବାର ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଲୟଡ୍‌ସ ଲକ୍‌ଜୁରିସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଓଓ ପ୍ରଣୟ ଡୋକାନିଆ, ନାରାୟଣୀ ମିନେରାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା, ଖାଟୋରେ ଆଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?