ବାଣିଜ୍ୟ

ବଜାରରେ ଟର୍କୁ ଫାର୍ମାର ନୂତନ ଉତ୍ପାଦ

ଭୁବନେଶ୍ୱର,୧୧।୧୨: ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଟର୍କୁ’ ବା ଟର୍କୁ ଫାର୍ମାସ୍ୟୁଟିକାଲ୍‌ସର ନୂତନ ଉତ୍ପାଦ ‘ହେୟାର ରିମୋଭାଲ କ୍ରିମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ ତା’ର ପର୍ସନାଲ କେୟାର ବ୍ରାଣ୍ଡ୍‌ରେ ଏଭଳି ଉତ୍ପାଦକୁ ସାମିଲ କରାଇ ବଜାର ପ୍ରବେଶ…

ଆଦିତ୍ୟ ଗ୍ରୁପର ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୧।୧୨ : ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ଗ୍ରୁପର ବହୁ ପ୍ରତୀକ୍ଷିତ ଏବଂ ସଂସ୍ଥାର ନୂତନ ପରିଚୟ ‘ଲୋଗୋ’ ବା ‘ଆଦିତ୍ୟ ଗ୍ରୁପ- ଇନ୍‌ସ୍ପାଏରିଂ ପସିବିଲିଟିଜ’ର ଆନୁଷ୍ଠାନିକ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀର ୨୦ତମ ପ୍ରତିଷ୍ଠା ଦିବସ…

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୧।୧୨: ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ନୂତନ ଉତ୍ପାଦ ‘ଆକ୍ସିସ ୟୁଏସ୍‌ ଟ୍ରେଜେରି ଡାଇନାମିକ୍‌ ବଣ୍ଡ୍‌ ଇଟିଏଫ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’କୁ ନିକଟରେ ଉନ୍ମୋଚନ କରାଯାଇଛି। ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ଏବଂ ସିଇଓ ବି. ଗୋପ କୁମାର କହିଛନ୍ତି,ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଦ୍ରୁତଗତିରେ…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ, ଦରମା ବଢିବ ୧୭ ପ୍ରତିଶତ…

ମୁମ୍ବାଇ,୧୦।୧୨ : ଅର୍ଥମନ୍ତ୍ରୀ ଭାଗବତ କରାଡ ସଂସଦରେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଇବିଏର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ…

ଅମ୍ବାନୀ-ଆଦାନୀଙ୍କୁ ପଛରେ ପକାଇଲେ ଦେଶର ୩ ଯୁବ କୋଟିପତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭାରତର ବାସିନ୍ଦା। କିନ୍ତୁ ବର୍ତ୍ତମାନ ଏହାର ପରିଭାଷା ବଦଳିଛି। ଚଳିତ ବର୍ଷ ୨୦୨୩ରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନେକେ କୋଟିପତି ହୋଇଛନ୍ତି। କିନ୍ତୁ ସେଥିମଧ୍ୟରୁ ଏହି ତିନି ଜଣ ବ୍ୟକ୍ତି…

ନାଲ୍‌କୋ ସ୍ମେଲ୍‌ଟର ପ୍ଲାଣ୍ଟକୁ ’ଗୋଲ୍ଡ ପ୍ଲସ୍‌’ ମାନ୍ୟତା

ଅନୁଗୋଳ,୯ା୧୨ (ଅମିତ କୁମାର ସାମଲ): ଅନୁଗୋଳ ନାଲ୍‌କୋସ୍ଥିତ ସ୍ମେଲ୍‌ଟର ପ୍ଲାଣ୍ଟକୁ ସିଆଇଆଇ ଏକ୍ଜିମ ବ୍ୟାଙ୍କ ହୋଲିଷ୍ଟିକ ବିଜ୍‌ନେସ୍‌ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ’ଗୋଲ୍ଡ ପ୍ଲସ୍‌’ ମାନ୍ୟତା ପ୍ରଦାନ କରାଯାଇଛି। ସିଆଇଆଇ-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାର ୪୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ଇଡି…

କ୍ରିଏଟିଭ ହୋମ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୯।୧୨: ରାଜ୍ୟର ଅଗ୍ରଣୀ ଫର୍ନଚର ବ୍ରାଣ୍ଡ୍‌ କ୍ରିଏଟିଭ ହୋମ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକ-ପୁରୀ ବାଇପାସ୍‌ର କେଶୁରା ଛକଠାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କ୍ରିଏଟିଭ ହୋମ୍‌ର ସ୍ବତ୍ୱାଧିକାରୀ ଡା. ଶୁଭଲକ୍ଷ୍ମୀ ସାହୁ ସମ୍ମାନିତ ଅତିଥି ଭାବେ…

କପ୍‌-୨୮ରେ ଜିନ୍ଦଲ ଷ୍ଟେନ୍‌ଲେସ୍‌

ଭୁବନେଶ୍ୱର, ୯।୧୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଜାତିସଂଘର କନ୍‌ଫେଡେରେଶନ ଅଫ୍‌ ପାର୍ଟିଜ୍‌ ବା କପ୍‌-୨୮ରେ ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ଅଂଶ ଗ୍ରହଣ କରିଛି। ଏପରିକି ପ୍ରଥମ ଥର ପାଇଁ ମିଳିତ ଜାତିସଂଘର…

ପତଞ୍ଜଳି ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ

ଭୁବନେଶ୍ୱର, ୯।୧୨(ଅନୁରାଧା ମହାରଣା): ବିଶ୍ୱ ମୃତ୍ତିକା ଦିବସ ଅବସରରେ ପତଞ୍ଜଳି ହରିଦ୍ୱାର ଜିଲାର ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନର ସଦସ୍ୟମାନେ ହରିଦ୍ୱାରର ଭଗବାନପୁର, ରୁଡ୍‌କୀ, ବାହାଦରପୁର ଏବଂ ଲକ୍ସର, ବିକାଶଖଣ୍ଡସ୍ଥିତ ଆକବରପୁର ଜୋଝା, ନୂରପୁର ଏବଂ ଲାଡପୁର କଂଲା ଆଦି ଗ୍ରାମ ପରିଦର୍ଶନ…

ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…

ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍‌ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍‌କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ ହୋଇଯିବା…

ପିଆଜ ଦର ନିୟନ୍ତ୍ରଣ କରିବାକୁ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୧୨: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ରପ୍ତାନିକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁଯାୟୀ ଅନ୍ୟ ଦେଶକୁ…

ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?