ପିଏନ୍ବିର ନୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୧୩।୧୦:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ର ନୂତନ ଶାଖା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍ବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭୁପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ…
ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%
ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚସ୍ତର…
ଅମ୍ବାନୀ ସବୁଠୁ ଧନୀ ଭାରତୀୟ
ନୂଆଦିଲ୍ଲୀ,୧୩ା୧୦:ଫୋର୍ବସ୍ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଶ୍ରେଷ୍ଠ ୧୦୦ ଭାରତୀୟଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୯୨ ବିଲିୟନ ଡଲାର (୭.୬ ଲକ୍ଷ କୋଟି ଟଙ୍କା)। ଗତବର୍ଷ ସବୁଠୁ…
ଭାବି ବୋହୂଙ୍କ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ଦାନ ଦେଲେ ଏତିକି ଟଙ୍କା
ନୂଆଦିଲ୍ଲୀ,୧୨।୧୦:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥ ଏବଂ କେଦାରନାଥ ଦର୍ଶନ କରିଛନ୍ତି। ଏହି ସମୟରେ ଭାବି ବୋହୂ ତଥା ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ…
ବିକ୍ରି ହେବ ‘ଗୋ ଫାଷ୍ଟ’ ବିମାନ କମ୍ପାନୀ
ନୂଆଦିଲ୍ଲୀ,୧୨।୧୦: କିଛି ମାସ ଧରି ବନ୍ଦ ପଡ଼ିଥିବା ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ବିକ୍ରି ହେବାକୁ ଯାଉଛି। ଏହାକୁ କ୍ରୟ କରିବାକୁ ଜିନ୍ଦଲ ପାଓ୍ବାର ଲିମିଟେଡ୍ ସବୁଠାରୁ ଆଗରେ ଥିବା ନଜର ଆସିଛି। ଏନେଇ ଜିନ୍ଦଲକୁ ଇଓଆଇ ମିଳିସାରିଛି। ଏହାପରେ ନିଲାମ…
ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ
ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯…
ତିନି ବର୍ଷରେ ୧୦ ଦେଶକୁ ୧୧୨ ବିଲିୟନ ଡଲାରର ରପ୍ତାନି କରିବ ଭାରତ…
ନୂଆଦିଲ୍ଲୀ,୧୨।୧୦ : ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ। ଏହି ଦେଶଗୁଡିକରେ ଭାରତୀୟ ମିଶନଗୁଡିକ ବଜାର…
ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ
ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା…
ଫେଷ୍ଟିଭ ସିଜିନରେ ଏହି ଜିନିଷଗୁଡିକର ହେବନି ଦରବୃଦ୍ଧି
ନୂଆଦିଲ୍ଲୀ,୧୨।୧୦: ପାର୍ବଣ ଆସିଛି। ତେବେ ପାର୍ବଣ ପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ…
କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କଲା ‘ଓ୍ବିପ୍ରୋ’
ନୂଆଦିଲ୍ଲୀ,୧୨।୧୦: ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ପକ୍ଷରୁ ଡିସେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଯିବ। ବାଙ୍ଗାଲୋରସ୍ଥିତ କମ୍ପାନୀ ପକ୍ଷରୁ ମାଇକ୍ରୋ ହାଇବ୍ରିଡ ଏବଂ ମାର୍ଜିନର ଚାପ ଯୋଗୁ ସେପ୍ଟେମ୍ବରରେ ହେବାକୁ ଥିବା ଦରମା ବୃଦ୍ଧିକୁ ଗୋଟିଏ ତ୍ରୈମାସିକ ପର୍ଯ୍ୟନ୍ତ ସ୍ଥଗିତ କରି…
ଏଲ୍ଆଇସି ଉପରେ ଲାଗିଲା ଜରିମାନା
ନୂଆଦିଲ୍ଲୀ,୧୨।୧୦: ଜିଏସ୍ଟି ପ୍ରାଧିକରଣ ପକ୍ଷରୁ କମ୍ ଟିକସ ପୈଠ ଲାଗି ଭାରତୀୟ ଜୀବନବୀମା ନିଗମ(ଏଲ୍ଆଇସି) ଉପରେ ୩୬,୮୪୪ ଟଙ୍କାର ଜରିମାନା ଲଗାଯାଇଛି। ଏଲ୍ଆଇସି କିଛି ବିଲ୍(ଇନ୍ଭଏସ୍)ରେ ୧୮% ବଦଳରେ ୧୨% ଜିଏସ୍ଟି ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏଥିଲାଗି ଆୟକର ପ୍ରାଧିକରଣ…
‘ସ୍ବିଗି’ଆଣିଲା ସ୍ବତନ୍ତ୍ର ଅଫର୍; ୯୯ ଟଙ୍କାରେ ୩ ମାସ ମାଗଣା ଡେଲିଭରି ସମେତ ଉଠାନ୍ତୁ ଏସବୁ ରିହାତିର ଲାଭ
ନୂଆଦିଲ୍ଲୀ,୧୨।୧୦: ଫୁଡ୍ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ପକ୍ଷରୁ ଏହାର ‘ସ୍ବିଗି ଓ୍ବାନ୍ ଲାଇଟ୍’ ଲଞ୍ଚ କରାଯାଇଛି। ଏହା କମ୍ପାନୀର ମେମ୍ବରସିପ୍ ପ୍ରୋଗ୍ରାମ ‘ସ୍ବିଗି ଓ୍ବାନ୍’ର ଏକ କଷ୍ଟ ଇଭେକ୍ଟିଭ୍ ଭର୍ସନ ବୋଲି କୁହାଯାଇଛି। ଦେଶର ଏକମାତ୍ର ପ୍ରୋଗ୍ରାମ ଭାବେ ଏହା ଖାଦ୍ୟ,…
Archives


