ବାଣିଜ୍ୟ

ଥିଏଟର ପ୍ରଦର୍ଶନକୁ ବେଦାନ୍ତର ସମର୍ଥନ

ଭୁବନେଶ୍ୱର,୧୭।୧୨: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିକଟରେ ସମ୍ମାନିତ ହୋଇଥିବା ସମ୍ବଲପୁରୀ ଥିଏଟର ପ୍ରଦର୍ଶନକୁ ସମର୍ଥନ ଜଣାଇଛି। ବିଶେଷକରି ଦୀର୍ଘ ୪୯ଘଣ୍ଟା ଧରି ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର ପ୍ରଡକ୍ସନର ପ୍ରଦଶର୍ନକୁ କମ୍ପାନୀ ସମର୍ଥନ କରିଛି। ବିଶିଷ୍ଟ ମିରର…

ମାଲାବାରରେ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’

ଭୁବନେଶ୍ୱର,୧୭।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ସ୍ବତନ୍ତ୍ର ପ୍ରଦଶନୀ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଲାବାରର ସବ୍‌ବ୍ରାଣ୍ଡ୍‌ ‘ମାଇନ ଡାଇମଣ୍ଡ୍‌ସ’ର ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର…

ପୁଣି ମୁହାଁମୁହିଁ ହେବେ ଅମ୍ବାନୀ ଏବଂ ଆଦାନୀ, ହାଇଡ୍ରୋଜେନ୍ ପ୍ଲାଣ୍ଟ ପାଇଁ ରେସରେ ୨୧ ଟି କମ୍ପାନୀ

ନୂଆଦିଲ୍ଲୀ, ୧୬ା୧୨: ଦେଶରେ ହାଇଡ୍ରୋଜେନ ଉତ୍ପାଦନ ବୃଦ୍ଧି ପାଇଁ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ବୃଦ୍ଧି କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୫ ଗିଗାୱାଟ କ୍ଷମତା କାରଖାନା ପାଇଁ ବିଡ୍ ନିମନ୍ତ୍ରଣ କରାଯାଇଥିଲା। ଏହି ଯୋଜନା ବିଷୟରେ ବ୍ୟବସାୟୀଙ୍କ ମଧ୍ୟରେ ଅତ୍ୟଧିକ…

ଆସନ୍ତା ସପ୍ତାହରେ ଆସିବ ୧୧ ଆଇପିଓ, ଶେୟାର ବଜାରରେ ହେବ ୪୦୦୦ କୋଟି ଟଙ୍କାର ବଡ଼ ଖେଳ

ମୁମ୍ବାଇ, ୧୬ା୧୨: ଆସନ୍ତା ସପ୍ତାହରେ ପ୍ରାୟ ୧୧ କମ୍ପାନୀ ସେମାନଙ୍କର ଆଇପିଓ ଆଣିବାକୁ ଯାଉଛନ୍ତି। ଏଥି ମଧ୍ୟରୁ ୭ ଟି ମେନ୍ ବୋର୍ଡ କମ୍ପାନୀ ହୋଇଥିଲା ବେଳେ, ବର୍ଷ ଶେଷକୁ ଭାରତୀୟ ଶେୟାର ବଜାର ଏକ ବଡ଼ ଉତ୍ସାହ ସହିତ କାରବାର…

ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା ଅନୁଯାୟୀ ଆପଲ ଏବଂ ସାମସଙ୍ଗ ଉପକରଣରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହି…

ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଗୌତମ ଆଦାନି

ନୂଆଦିଲ୍ଲୀ,୧୬।୧୨: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନିଙ୍କ ମିଡ଼ିଆ ଗ୍ରୁପ ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି…

ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା। ଏଥି ସହିତ, କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କ…

କ୍ୟାରି ବ୍ୟାଗ ପାଇଁ ଟଙ୍କା ନେବା ପଡିଲା ମହଙ୍ଗା, କଞ୍ଜ୍ୟୁମର କୋର୍ଟ ଷ୍ଟୋର ଉପରେ ଲାଗୁ କଲେ ଜରିମାନା…

ନୂଆଦିଲ୍ଲୀ,୧୬।୧୨ : ଦିଲ୍ଲୀର ଜିଲା ଉପଭୋକ୍ତା ବିବାଦ ସମାଧାନ କମିଶନ (ଡିସିଡିଆରସି) ଏକ ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ ଲାଇଫଷ୍ଟାଇଲ ଷ୍ଟୋରକୁ କାଗଜ ପରିବହନ ବ୍ୟାଗ ପାଇଁ ୭ ଟଙ୍କା ଚାର୍ଜ କରି ଥିବାରୁ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…

‘କ୍ରେଡିଟ୍‌ କାର୍ଡ’ ଆଣିଲା ଏଲ୍‌ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍‌ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ। ଏହାଛଡ଼ା…

ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି

ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ…

ଅରୁନ୍ଧତୀର ଗୋଲ୍ଡ ଏକ୍ସଚେଞ୍ଜ ମେଳା

ଭୁବନେଶ୍ୱର,୧୬।୧୨: ଓଡ଼ିଶାର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଗୋଲ୍ଡ ଏକ୍ସଚେଞ୍ଜ ମେଳା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁକୁ ଲକ୍ଷ୍ୟ ରଖାଯାଇ ଏହି ମେଳାର ଆୟୋଜନ ହୋଇଛି। ମେଳା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନାଗହଣା ବଖଫଭାଲ୍ୟୁ)…

ଅଲ୍‌ ନ୍ୟୁ କିଆ ସୋନେଟ୍‌ର ଅନାବରଣ

ଭୁବନେଶ୍ୱର,୧୬।୧୨(ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ କିଆ ସୋନେଟ୍‌ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଉଦ୍ଭାବନ ସୋନେଟ୍‌ର ନୂତନ ଅବତାରକୁ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?