ବାଣିଜ୍ୟ

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା…

Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ…

ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ, ନିଫ୍ଟି ୨୦୦ ପଏଣ୍ଟ ବଢ଼ିଲା

ମୁମ୍ବାଇ, ୧ ୨।୧: ଶୁକ୍ରବାର ଦିନ ଭାରତୀୟ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଉଭୟେ ସେନସେକ୍ସ ଏବଂ ନିଫ୍ଟି ନୂଆ ବର୍ଷରେ ନୂଆ ରେକର୍ଡ ସହିତ ସର୍ବକାଳୀନ ଉଚ୍ଚତା ଛୁଇଁଛନ୍ତି। ଶୁକ୍ରବାର ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ ବୃଦ୍ଧି…

ଆପଲକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ କମ୍ପାନୀ ହେଲା ମାଇକ୍ରୋସଫ

ନୂଆଦିଲ୍ଲୀ,୧୨।୧: ଦୁନିଆର ଦୁଇଟି ବୃହତ୍‌ କମ୍ପାନୀ ଆପଲ ଏବଂ ମାଇକ୍ରୋସଫ୍ଟ ମଧ୍ୟରେ ବଜାର ସର୍ବୋଚ୍ଚତା ପାଇଁ ଏକ ଯୁଦ୍ଧ ଚାଲିଛି । ଉଭୟ କମ୍ପାନୀର ବଜାର ପୁଞ୍ଜିକରଣ ଏତେ ନିକଟତର ହୋଇଛି ଯେ ଦୁନିଆର ସବୁଠୁ ମୂଲ୍ୟବାନ କମ୍ପାନୀ ହେବାକୁ ପ୍ରତିଦିନ…

ଡିସେମ୍ବରରେ ବୃଦ୍ଧି ପାଇଲା ଆମେରିକାରେ ମୁଦ୍ରାସ୍ଫୀତି ହାର, ସୁଧ ହାର ହ୍ରାସ ଆଶାକୁ ଝଟକା 

ମୁମ୍ବାଇ, ୧ ୨।୧: ନୂତନ ବର୍ଷରେ ୨୦୨୪, ଯେଉଁମାନେ ଆମେରିକାରେ ସୁଧ ହାର ହ୍ରାସ ପରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବ ବୋଲି ଆଶା ରଖିଥିଲେ, ସେମାନଙ୍କ ଆଶାକୁ ଝଟକା ଲାଗିଛି। ୨୦୨୩ ଶେଷରେ ଆମେରିକାରେ ମୁଦ୍ରାସ୍ଫୀତି ହାର…

ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି

ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି…

‘ପିଏମ କିଷାନ ଟ୍ରାକ୍ଟର ଯୋଜନା’ ଅଧୀନରେ ଚାଷୀଙ୍କୁ ଟ୍ରାକ୍ଟର କିଣିବାରେ ସବସିଡି ପ୍ରଦାନ କରୁଛନ୍ତି ସରକାର!

ନୂଆଦିଲ୍ଲୀ,୧୨।୧: କେନ୍ଦ୍ରରେ ଥିବା ମୋଦି ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା ପରି ଅନେକ ଯୋଜନା ଚଳାଉଛନ୍ତି। ଏହା ମାଧ୍ୟମରେ ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଅନେକ ଥର ଲୋକମାନେ ସୋସିଆଲ…

ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ନୂଆ ପ୍ଳାନ୍‌ ‘ଆକ୍ଟିଭ୍‌ ୱାନ୍‌’

ଭୁବନେଶ୍ୱର,୧୨।୧: (ଅନୁରାଧା ମହାରଣା)- ଆଦିତ୍ୟ ବିର୍ଲା କ୍ୟାପିଟାଲର ଏକ ଅଂଶ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ପ୍ଲାନ୍‌ ‘ଆକ୍ଟିଭ୍‌ ଓ୍ବାନ୍‌’ର ଶୁଭାରମ୍ଭ କରାଯାଇଛି। ଏହି ପ୍ଳାନ୍‌ ବୀମାଧାରୀଙ୍କ ସ୍ବାସ୍ଥ୍ୟ ବୀମା ଆବଶ୍ୟକତା ସହିତ ସେମାନଙ୍କୁ ସୁସ୍ଥ ରଖିବାରେ…

୧୨ରୁ ୪୩ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ

ଭୁବନେଶ୍ୱର,୧୨।୧:(ଅନୁରାଧା ମହାରଣା): ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ(ଆଇସିଏମ୍‌ଏଆଇ)- ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ କାଉନସିଲ୍‌ ଏବଂ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୪୩ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ ଆୟୋଜିତ ହେବାକୁ ଯାଉଛି। ପୁରୀ ଜିଲା ବଳିଆପଣ୍ଡାସ୍ଥିତ ଏକ ରିସୋର୍ଟରେ ଜାନୁଆରୀ ୧୨ରୁ…

ଫେବୃଆରୀ ୯ରୁ କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ

ନୂଆଦିଲ୍ଲୀ,୧୨।୧: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏସନ(ଓଆଇଏ) ଓ ନ୍ୟାଭି ଫାଉଣ୍ଡେଶନ ଓଡ଼ିଶା ଚାପ୍ଟର (ଏନ୍‌ଏଫ୍‌ଓସି)ର ମିଳିତ ସହଯୋଗରେ ଏକ ୫ଦିନିଆ ପ୍ରଦର୍ଶନୀ ‘କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ’ କଟକ ବାଲିଯାତ୍ରା ଉପର ପଡ଼ିଆରେ ହେବାକୁ ଯାଉଛି। ଉକ୍ତ ଏକ୍ସପୋ’ରେ ୫୦୦ରୁ ଅଧିକ ଏମ୍‌୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କର…

ଜାନୁଆରୀ ସୁଦ୍ଧା ୧୪.୭୦ ଟ୍ରିଲିୟନ ଟିକସ ଆଦାୟ, ପ୍ରତ୍ୟକ୍ଷ ଟିକସ ଆୟରେ ୧୯% ବୃଦ୍ଧି

ନୂଆଦିଲ୍ଲୀ,୧୨।୧: କ୍ରମାଗତ ଭାବେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଆୟରେ ଅଭିବୃଦ୍ଧି ଘଟୁଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜାନୁଆରୀ ୧୦ ସୁଦ୍ଧା ଆଦାୟ ହୋଇଥିବା ଟିକସ ପରିମାଣ ୧୪.୭୦ ଟ୍ରିଲିୟନରେ ପହଞ୍ଚତ୍ଛି। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ…

ମାଲାମାଲ ହେଲେ ମୁକେଶ ଅମ୍ବାନୀ, ୧୦୦ ବିଲିୟନ ଡଲାର ପାର୍‌ କଲା ସମ୍ପତ୍ତି

ନୂଆଦିଲ୍ଲୀ,୧୧।୧: ଗୁରୁବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ ହୋଇଛ। ଗୋଟିଏ ପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଶେୟାର ବୃଦ୍ଧି ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅନ୍ୟ ପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri