ବାଣିଜ୍ୟ

ଜମାଟୋକୁ ଜିଏସଟି ନୋଟିସ, ଦେବାକୁ ପଡିପାରେ ଏତେ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୭।୩: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ କୋଟି କୋଟି ଟଙ୍କା ମୂଲ୍ୟର ଝଟ୍‌କା ଲାଗିପାରେ । ଗୁଜୁରାଟର ଜିଏସଟି ବିଭାଗରୁ କମ୍ପାନୀ ଏକ ପେନାଲ୍ଟି ନୋଟିସ ପାଇଛି ଯେଉଁଥିରେ ୮କୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି। ଗୁଜୁରାଟର ରାଜ୍ୟ ଟ୍ୟାକ୍ସ ଡେପୁଟି…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ୨ ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆୟୋଜିତ ଓଡ଼ିଶା ବାର୍ଷିକ ବୈଠକରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। କ୍ୱାଲିଟି ସର୍କଲ ପୁରସ୍କାର ଏବଂ ଏଚ୍‌ଏସ୍‌ଇ (ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ) ଉତ୍କର୍ଷ ପୁରସ୍କାର…

ସୁରକ୍ଷା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର,୧୭।୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବିଶେଷକରି ନିରାପତ୍ତା ଉତ୍କର୍ଷ ପାଇଁ କମ୍ପାନୀ ତା’ର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି। କମ୍ପାନୀର କାର୍ଯ୍ୟକ୍ଷମ ମୂଲ୍ୟବୋଧରେ ନିରାପତ୍ତା ପ୍ରଥମ ପଦ୍ଧତି ହୋଇଥିବାବେଳେ କମ୍ପାନୀର ପ୍ଲାଣ୍ଟଗୁଡିକ ତଥା ବାହାରେ…

ପତଞ୍ଜଳିର ‘ଜିଜ୍ଞାସା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ଜିଜ୍ଞାସା’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପାରମ୍ପରିକ ଜ୍ଞାନ ଏବଂ ହର୍ବାଲ ମେଡିସିନ ଡେଭଲପମେଣ୍ଟ ଫାଉଣ୍ଡେଶନର ଚେୟାରମ୍ୟାନ ଡ.ନିର୍ମଳ କୁମାର ଆୱସ୍ତି ଏବଂ ଆୟୁଷ ମନ୍ତ୍ରଣାଳୟର ପୂର୍ବତନ ଉପ-ନିର୍ଦ୍ଦେଶକ ଡ. ସୁଶୀଲ କୁମାର ଉପାଧ୍ୟାୟ…

ଆଜି ତକ୍ଷକ ୨.୦ ବାଣିଜ୍ୟ ପ୍ରଦର୍ଶନୀ

ଭୁବନେଶ୍ୱର ,୧୭।୩: ରାଜ୍ୟର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ବିଏନ୍‌ଆଇ ଆଚିଭର୍ସ କଟକ ଶାଖା ପକ୍ଷରୁ ଏକ ଦିନିକିଆ ବାଣିଜ୍ୟ ପ୍ରଦର୍ଶନୀ ‘ତକ୍ଷକ୨.୦’ ରବିବାର କଟକ ୟୁନିୟନ କ୍ଲବ ପରିସରରେ ଆୟୋଜନ ହେବାକୁ ଯାଉଛି। ଉକ୍ତ ପ୍ରଦର୍ଶନୀରେ ୧୦୦ଟି ଷ୍ଟଲ୍‌ ସହ…

ମହିଳା ଜୋତା ବର୍ଗରେ ଲି କୁପର

ଭୁବନେଶ୍ୱର,୧୭।୩: ରିଲାଏନ୍ସ ରିଟେଲର ଲୋକପ୍ରିୟ ଡେନିମ୍‌ ବ୍ରାଣ୍ଡ୍‌ ‘ଲି କୁପର’ପ୍ରଥମ ଥର ପାଇଁ ମହିଳା ଜୋତା ବର୍ଗରେ ପ୍ରବେଶ କରିଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ଓ୍ବମେନ ଫୁଟ୍‌ଓ୍ବେର କଲେକ୍ସନର ଉନ୍ମୋଚନ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷ କରି ମୁମ୍ବାଇରେ ବ୍ରାଣ୍ଡ୍‌ର…

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୭।୩ (ଅଭୟ ଦାଶ): ଓଡ଼ିଶା ପ୍ରଦେଶରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର କାର୍ଯ୍ୟକଳାପ ଆଶାନୁରପ ରହିଥିବାବେଳେ ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ବ୍ୟାଙ୍କଗୁଡିକର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ୧୭୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି…

ନାଁ ଲୁଚାଇ କୋଟି କୋଟି ଟଙ୍କାର ବଣ୍ଡ କିଣିଛନ୍ତି ଏହିସବୁ ବଡ କମ୍ପାନୀ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍‌ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ…

ନିର୍ବାଚନ ସମୟରେ ବ୍ୟାଙ୍କଗୁଡ଼ିକ ପ୍ରତିଦିନ ସନ୍ଦେହଜନକ କାରବାର ରିପୋର୍ଟ ଦାଖଲ କରିବେ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୩: ଶନିବାର ନିର୍ବାଚନ ଆୟୋଗ ଲୋକସଭା ଏବଂ ଓଡ଼ିଶା ସମେତ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଠି ସହିତ କିପରି ସ୍ଵଛ ଏବଂ ହିଂସାମୁକ୍ତ ନିର୍ବାଚନ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।…

ଏହିସବୁ ଔଷଧ କମ୍ପାନୀ ରାଜନୈତିକ ଦଳଙ୍କୁ ଦେଇଛନ୍ତି କୋଟି କୋଟି ଚାନ୍ଦା

ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍‌ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। କିନ୍ତ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରାୟ ୩୦ଟି ଫାର୍ମା…

ସରକାରଙ୍କ ବଡ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୬।୩: ବଡ ଭେଟି ଦେଲେ ସରକାର। କମିଲା ପେଟ୍ରୋଲ-ଡିଜେଲ ଦାମ। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। କହିରଖୁଛୁ ଯେ, ଗୁରୁବାର କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରିଥିଲେ। ଗଲା…

ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧୬।୩: ଭାରତୀୟ ଜୀବନ ବିମା ନିଗମ(ଏଲ୍‌ଆଇସି) କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛି। ସରକାର ସାର୍ବଜନିକ ଅଞ୍ଚଳରେ ଏଲ୍‌ଆଇସିର ୧.୧୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ୧୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?