ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ ‘ଇନୋଇନସାଇଟ୍-୨୦୨୪’
ଭୁବନେଶ୍ୱର,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ଘୋଷଣା କରିଛନ୍ତି। ଏହି କ୍ରମରେ ପଟିଆସ୍ଥିତ ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ କର୍ମଶାଳା ଇନୋଇନସାଇଟ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଯୁବକଯୁବତୀମାନଙ୍କୁ ଦୃଷ୍ଟିରେ ରଖି ନୂତନ ଉଦ୍ୟମର ସୃଷ୍ଟି, ଜ୍ଞାନର…
ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟିର ନିବେଶ ପ୍ରସ୍ତାବ
ଭୁବନେଶ୍ୱର,୨୦।୧ (ଅଭୟ ଦାଶ): ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ସିଆଇଆଇ ୨୪ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ…
ରାମ ମନ୍ଦିର ଉଦଘାଟନ: ଜାନୁଆରୀ ୨୨ରେ ସମସ୍ତ କାର୍ଯ୍ୟାଳୟ ଛୁଟି ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ରାମ ମନ୍ଦିର ସମାରୋହର ଅବସରରେ ଜାନୁଆରୀ ୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି। ଏହିଦିନ ଅନେକ ରାଜ୍ୟ ଛୁଟି ଘୋଷଣା କରି କର୍ମଚାରୀ ମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି। କେନ୍ଦ୍ର…
ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍ ଦେବା ପଡିଲା ମହଙ୍ଗା: ୨୩ ଲକ୍ଷ ଟଙ୍କା ଜୋରିମନା ଦେବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୯।୧: ବିମାନ ଯାତ୍ରା ସମୟରେ ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍ ଦେବା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିମାନ କମ୍ପାନୀକୁ ପୂର୍ବତନ ବିଚାରପତିଙ୍କୁ ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ। ରାଜ୍ୟ ଗ୍ରାହକ ଆୟୋଗ ଏହି ନିର୍ଦ୍ଦେଶ…
ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ
ଭୁବନେଶ୍ୱର,୧୯।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)କୁ ଜାତୀୟସ୍ତରରେ ସମ୍ମାନିତ ସହ ପୁରସ୍କୃତ ମଧ୍ୟ କରାଯାଇଛି। ବିଶେଷକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ ହୋଇଛି। ଏପରିକି ପୂର୍ବ ଭାରତରେ ବ୍ୟାଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସର୍ବାଧିକ…
ଓମିକ୍ରନ୍ ଜେଏନ୍-୧ ଉପରେ ଗବେଷଣା କରିବ ପତଞ୍ଜଳି
ଭୁବନେଶ୍ୱର,୧୯।୧(ଅନୁରାଧା ମହାରଣା): କରୋନା ମହାମାରୀ ସମୟରେ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନର ବୈଜ୍ଞାନିକମାନେ ବ୍ୟାପକ ଗବେଷଣା ପୂର୍ବକ କରୋନିଲ ଆବିଷ୍କାରକରି ଚିକିତ୍ସା ଓ ସ୍ବାସ୍ଥ୍ୟସେବାରେ ଆୟୁର୍ବେଦର ସଫଳତାକୁ ପ୍ରଦର୍ଶିତ କରିଥିଲେ। ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଉପରେ ଗବେଷଣା କରିବାକୁ ଚାଇନାର ସାଇନୋ…
ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍
ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ସଂସ୍ଥା ଜିଓ ପୁଣି ଥରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍ ଭାବେ ମାନ୍ୟତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଗ୍ଲୋବାଲ ୫୦୦-୨୦୨୪…
ସୁଧ ହାର ହ୍ରାସ ଆଶାକୁ ଝଟକା ଦେଲେ ଆରବିଆଇ ଗଭର୍ଣ୍ଣର, କହିଲେ-‘ଏଭଳି ବିଚାର ହୋଇନାହିଁ’
ନୂଆଦିଲ୍ଲୀ,୧୮ା୧: ଯେଉଁମାନେ ଇଏମଆଇ ଶସ୍ତା ହେବା ଆଶା କରୁଛନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର। ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଯାଉନାହିଁ। ଚଳିତ ବର୍ଷ ସୁଧ ହାର ହ୍ରାସକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍…
FasTag Scamକୁ ସାବଧାନ ! ନିମିଷକେ ବ୍ୟାଙ୍କ ଖାତା ହେଉଛି ଖାଲି…
ନୂଆଦିଲ୍ଲୀ,୧୮।୧ : ଭାରତର ସମସ୍ତ ଟୋଲରେ ଡିଜିଟାଲ ଟୋଲ ଟ୍ୟାକ୍ସ ଦେବାକୁ ଫାସଟ୍ୟାଗ ବ୍ୟବହୃତ ହେଉଛି। ଏହି ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ବ୍ୟବସ୍ଥା ଫାସଟ୍ୟାଗ ମାଧ୍ୟମରେ ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଜାରି ହୋଇଛି। ଫାସଟ୍ୟାଗ ଅଧିଗ୍ରହଣ କିମ୍ବା…
ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ
ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ ଆପଣଙ୍କ…
କ’ଣ ଏହି ଥାଲିନୋମିକ୍ସ? ଭାରତୀୟଙ୍କ ଖାଇବା ଥାଳିରୁ କରାଯାଏ ଦେଶ ଅର୍ଥନୀତିର ଆକଳନ
ନୂଆଦିଲ୍ଲୀ,୧୮।୧: ଦେଶର ବଜେଟ ଆସିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଅର୍ଥନୈତିକ ସର୍ଭେ ସର୍ବଦା ବଜେଟ ପୂର୍ବରୁ ଆସିଥାଏ। କିନ୍ତୁ ଅଧିକାଂଶ ଲୋକ…
ଇପିଏଫଓର ବଡ଼ ଘୋଷଣା: Aadhaar Card ହେବନି ଜନ୍ମର ପ୍ରମାଣ ପତ୍ର …
ନୂଆଦିଲ୍ଲୀ,୧୮।୧ : ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ଭାରତରେ, ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଇପିଏଫଓର ଜନ୍ମ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ଏକ ଉପଯୁକ୍ତ ପ୍ରମାଣପତ୍ର ଭାବେ ବିଚାର…
Archives


