ବାଣିଜ୍ୟ

ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଦ୍ୱିତୀୟ ଆଉଟ୍‌ଲେଟ୍‌ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍‌ରେ ଶନିବାର ଏହି ଆଉଟ୍‌ଲେଟର ଉଦ୍‌ଘାଟନ କରାଯାଇଛି। ଏଠାରେ ହାଇପ୍ରୋ, ଇମ୍ୟୁନୋ ଏବଂ ବ୍ରାଉନ ଆଦି ପ୍ରକାରର ଅଣ୍ଡା ଉପଲବ୍ଧ ହେବ। ତେବେ ଏହି…

୩୧ରେ ହଟିବନି ପିଆଜ ରପ୍ତାନି କଟକଣା

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ସମୟସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ପୂର୍ବରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଟକଣା ଲାଗୁକରାଯାଇଥିବାବେଳେ ବର୍ତ୍ତମାନ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି।…

ଏଚ୍‌ଆଇଏଲ୍‌ର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଏବଂ ଅଗ୍ରଣୀ କଞ୍ଜୁମର ଡୁରାବଲ୍ସ ବ୍ରାଣ୍ଡ୍‌ ଲଏଡ୍‌ ଓ ହାଭେଲସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ ମେକ୍‌ ଇନ୍‌ ଇଣ୍ଡିଆ ରଣନୀତିକୁ…

୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଶାନ୍ତି ପାଇଁ ଜଳ’ଶୀର୍ଷକ ବିଷୟବସ୍ତୁ ଆଧାରରେ କମ୍ପାନୀ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷ…

ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍‌’ କଲେକ୍ସନ

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ହୋଲି ଅବସରରେ ରୁପା ଗହଣାର ଏକ୍ସକ୍ଲୁସିଭ ଷ୍ଟୋର ଚାନ୍ଦି ଭଣ୍ଡାର ପକ୍ଷରୁ ଗ୍ରାହକଙ୍କ ପାଇଁ ‘କଲରସ୍ପ୍ଲାସ୍‌’ କଲେକ୍ସନ ଉପଲବ୍ଧ ହୋଇଛି। ‘କଲରସ୍ପ୍ଲାସ୍‌’ କଲେକ୍ସନରେ ଏନାମେଲ୍‌ ଏବଂ ରଙ୍ଗିନ କ୍ୟୁବିକ ଜିର୍‌କୋନିଆର ପ୍ରସ୍ତୁତ ସ୍ବତନ୍ତ୍ର ଗହଣା ରହିଛି। ହୋଲିରେ ଯେକୌଣସି…

ଆଇଏସ୍‌ଏର ସଭାପତି ଭାବେ ନବୀନଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୨୪।୩ (ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଇଣ୍ଡିଆନ୍‌ ଷ୍ଟିଲ୍‌ ଆସୋସିଏସନ୍‌ (ଆଇଏସ୍‌ଏ)ର ସଭାପତି ଭାବେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୧ରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର…

ଏଚ୍‌ସିଆଇଏଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୪।୩: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ହୋଣ୍ଡାର ନୂତନ ଏସ୍‌ୟୁଭି ଏଲିଭେଟ୍‌କୁ ଜାପାନ ବଜାରରେ ‘ଡବ୍ଲ୍ୟୁଆର୍‌-ଭି’ବ୍ରାଣ୍ଡ୍‌ରେ ଉନ୍ମୋଚନ ସହ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି କମ୍ପାନୀ ତା’ର ମେଡ୍‌-ଇନ୍‌-ଇଣ୍ଡିଆ ହୋଣ୍ଡା ଏଲିଭେଟ୍‌କୁ ଜାପାନ…

‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ

ଭୁବନେଶ୍ୱର,୨୩।୩(ଅସମାପିକା ସାହୁ): ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ…

ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ

ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍‌’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ…

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହୋଇଛି ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍‌ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଇଲେକ୍ଟ୍ରୋନିକ୍ସ…

କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ହୁଅନ୍ତୁ ଲକ୍ଷପତି: ପୁଣି ଆରମ୍ଭ ହେଲା ‘ଦେଖିବା ନିତି ହେବା ଲକ୍ଷପତି‘ ମେଗା ପ୍ରତିଯୋଗିତା, ଜାଣନ୍ତୁ କିପରି ନେବେ ଭାଗ 

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମେଗା ପ୍ରତିଯୋଗିତା ଦେଖିବା ନିତି ହେବା ଲକ୍ଷପତି…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ (ଓଡ଼ିଶା ଅପରେଶନ)ରେ ମଧ୍ୟ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?