ବାଣିଜ୍ୟ

ଜେଏସ୍‌ଏଲ୍‌କୁ କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ

ଭୁବନେଶ୍ୱର,୨୩।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ‘କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ’ ଦିଆଯାଇଛି। ବିଶେଷ କରି ଶିଳ୍ପ ସଙ୍ଗଠନ ମଧ୍ୟରେ ସ୍ବଚ୍ଛ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ‘କର୍ପୋରେଟ ଗଭର୍ନାନ୍ସ’ ବର୍ଗରେ ଇଣ୍ଡିଆନ ଚାମ୍ବର ଅଫ୍‌…

କେନ୍‌ଷ୍ଟାରର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୩।୩ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହୋପଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ତଥା କେନ୍‌ଷ୍ଟାରର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ମାସିକିଆ ସ୍ବତନ୍ତ୍ର ଅଭିଯାନ ‘କ୍ୟାମ୍ପନିଂ ଭ୍ୟାନ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ପକ୍ଷରୁ ୨ଟି ପ୍ରଦର୍ଶନୀଭିତ୍ତିକ ଭ୍ୟାନ୍‌ର ଉନ୍ମୋଚନ…

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମୋବାଇଲ ଆପ୍‌

ଭୁବନେଶ୍ୱର,୨୩।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ମୋବାଇଲ ଆପ୍‌ ‘ସ୍ମାର୍ଟ ୱାର୍କଶପ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଶିଳ୍ପର ପ୍ରଥମ ନବସୃଜନ…

ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର,୨୩।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ଏମ୍‌ଡି ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ନିକଟରେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ ଟେଲିକମ୍‌ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ଓ ଅତୁଳନୀୟ ଅବଦାନ ପାଇଁ ମୁକେଶଙ୍କୁ ଭଏସ୍‌…

ଆର୍ଥିକ ସ୍ଥିତିର ସମୀକ୍ଷା କଲେ ଶକ୍ତିକାନ୍ତ

ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆର୍‌ବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡ ପକ୍ଷରୁ ବିଶ୍ୱ ତଥା ଘରୋଇ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଭୌଗୋଳିକ, ରାଜନୈତିକ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୩: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌…

ଟାଇଟନ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୩।୩: ଦେଶର ୨ ପ୍ରମୁଖ ଘରୋଇ ସଂସ୍ଥା ଏସ୍‌ବିଆଇ କାର୍ଡ ଏବଂ ଟାଇଟନର ମିଳିତ ସହଭାଗିତାରେ ‘ଟାଇଟାନ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଏହି ଧରଣର ଏକମାତ୍ର ଶପିଙ୍ଗ୍‌ କ୍ରେଡିଟ କାର୍ଡ ଗ୍ରାହକଙ୍କର ଆକାଂକ୍ଷୀ ଖର୍ଚ୍ଚ ଆବଶ୍ୟକତା ପ୍ରତି…

ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା

ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ,…

ଦ୍ୱିତୀୟ ବିବାହ କଲେ ଜୋମାଟୋ ମାଲିକ ଦୀପିନ୍ଦର ଗୋଏଲ

ମୁମ୍ବାଇ,୨୨ା୩: ଜୋମାଟୋ ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ମେକ୍ସିକୋର ମହିଳା ବ୍ୟବସାୟୀ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି। କିଛି ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିବା ସୂତ୍ରରୁ ଜଣା ପଡିଛି। ମେକ୍ସିକୋରେ ଜନ୍ମ ହୋଇଥିବା ମୁନୋଜ ଜଣେ ପୂର୍ବତନ ମଡେଲ…

୧୭ତମ ଭାରତୀୟ ସିଏମ୍‌ସି

ଭୁବନେଶ୍ୱର,୨୨।୩: ଦେଶର ସର୍ବବୃହତ୍‌ ବି୨ବି ଇ-କମର୍ସ କମ୍ପାନୀ ଏମ୍‌ଜଙ୍କ୍‌ସନ ସର୍ଭିସ୍‌ ଲିମିଟେଡ୍‌ ପକ୍ଷରୁ କୋଲକାତାର ତାଜ୍‌ ବେଙ୍ଗଲଠାରେ ଏକ ୨ଦିନିଆ କୋଲ୍‌ ମାର୍କେଟ କନ୍‌ଫରେନ୍ସ (ସିଏମ୍‌ସି) ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୧୭ତମ ଭାରତୀୟ ସିଏମ୍‌ସିର ବିଷୟବସ୍ତୁ ‘ବ୍ଲାକ୍‌ ଟୁ ଗ୍ରୀନ୍‌:…

ଡଲାର ବିଗ୍‌ବସ୍‌ର ନୂତନ ଟିଭିସି

ନୂଆଦିଲ୍ଲୀ,୨୨ା୩: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଭି କ୍ୟାମ୍ପନିଂ ବା ଟିଭିସି ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ସର୍ବଶେଷ ବିଜ୍ଞାପନ ଅଭିଯାନ ସହ କମ୍ପାନୀ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥିର କରିଛି,ଯାହା…

ଓଜେଜିୟୁର ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ

ଭୁବନେଶ୍ୱର,୨୨।୩: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ)ର ସହଯୋଗରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଓଜେଜିୟୁ) ସର୍ବବୃହତ୍‌ ମାନବ ଜାତୀୟ ପତାକା ତିଆରିକରି ନୂତନ ଗିନିଜ୍‌ ୱାଲର୍‌ଡ ରେକର୍ଡ ସ୍ଥାପନ କରିଛି। ଉକ୍ତ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?