ନିଷ୍ପତ୍ତି ବଦଳାଇଲା ଜୋମାଟୋ; ପୂର୍ବଭଳି ଡେଲିଭରି ବଏ ପିନ୍ଧିବେ ଲାଲ୍ ପୋଷାକ
ନୂଆଦିଲ୍ଲୀ,୨୦।୩: ବିବାଦ ପରେ ନିଷ୍ପତ୍ତି ବଦଳାଇଛି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ‘ଜୋମାଟୋ’। ନିରାମିଷ(ଭେଜ୍) ଖାଉଥିବା ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ସେବା ଆରମ୍ଭ କରିବା ନେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲ ଘୋଷଣା କରିଥିଲେ। ଏଥିରେ ବିତରକମାନେ ସବୁଜ ରଙ୍ଗର ପୋଷାକ…
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୨୦।୩: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ବଜାରରେ ସାମ୍ସଙ୍ଗ୍ର ମିଡ୍ ପ୍ରିମିୟମ ସେଗ୍ମେଣ୍ଟ
ଭୁବନେଶ୍ୱର,୨୦।୩ (ଅଭୟ ଦାଶ): ସାମ୍ସଙ୍ଗ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗାଲାକ୍ସି ଏ୫୫ ୫ଜି ଆଣ୍ଡ ଗାଲାକ୍ସି ଏ୩୫ ୫ଜିର ସର୍ବ ଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍ସଙ୍ଗ୍…
ଆର୍ବିଆଇର ଦିନିକିଆ ଟାଉନ୍ ହଲ୍ ମିଟିଂ
ଭୁବନେଶ୍ୱର,୨୦।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ଟାଉନ୍ ହଲ୍ ମିଟିଂ(ବୈଠକ) ମଙ୍ଗଳବାର ବାଲେଶ୍ୱର ଏନ୍ଓସିସିଆଇ ବିଜ୍ନେସ୍ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ସୂକ୍ଷ୍ମ ଏବଂ ଲଘୁ ଓ ମଧ୍ୟମ ଉଦ୍ୟୋଗୀ…
ଖେଳଣା ଉତ୍ପାଦନରେ ଅଭିବୃଦ୍ଧି
ଭୁବନେଶ୍ୱର,୨୦।୩(ଅନୁରାଧା ମହାରଣା): ବିଶ୍ୱର ଅନେକ ଦେଶରେ ଖେଳବ୍ୟବସାୟ ବହୁ ପରିମାଣରେ ରୋଜଗାର ଏବଂ ପୁଞ୍ଜି ସୃଷ୍ଟି ପାଇଁ ବ୍ୟବହୃତ ହୁଏ। କିଛି ବର୍ଷ ପୂର୍ବେ ଚାଇନାରୁ ଆସୁଥିବା ଖେଳନା ଦ୍ୱାରା ଭାରତର ଚାହିଦା ପୂରଣ ହେଉଥିଲା। ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ଭାରତରେ…
ଅନଲାଇନ୍ରେ ମଗାଇଥିଲେ ଫୋନ୍, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍
ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍ଲାଇନ୍ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍ଲାଇନ୍ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ ଫୋନ…
ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି
ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି ନୂଆଦିଲ୍ଲୀ,୧୯।୩: ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି। ବାସ୍ତବରେ, ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକୃଷ୍ଣାଙ୍କୁ ଅବମାନନା…
ଆର୍ସିବି ଟ୍ରେନିଂ କ୍ୟାମ୍ପ୍ରେ କୋହଲି
ବେଙ୍ଗାଲୁରୁ,୧୯ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍ରେ ଯୋଗଦେଇଛନ୍ତି। ସୋମବାର କୋହଲି ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଭ୍ୟାସ କରୁଥିବାର ନଜର ଆସିଥିଲେ। ଆରସିବି ଅଧିନାୟକ ଫାଫ୍ ଡୁ…
ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ
ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ। କିନ୍ତୁ ଏକ ପରିପୁଷ୍ଟ ଜୀବନ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଏହାଛଡ଼ା ଶିକ୍ଷା ବ୍ୟତିରେକେ ମଣିଷ…
ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍ବିଆଇ
ଭୁବନେଶ୍ୱର,୧୯।୩: ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି। ଏନେଇ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ…
ବିଜିୟୁରେ ୩ ଦିନିଆ ଜାତୀୟ କର୍ମଶାଳା
ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ନିଆଦିଲ୍ଲୀର କନ୍ସୋର୍ଟିୟମ ଫର୍ ଏଜୁକେଶନାଲ କମ୍ୟୁନିକେଶନ (ସିଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଇଣ୍ଟର ୟୁନିଭରସିଟି ସେଣ୍ଟର ଫର୍ ୟୁଜିସିର ମିଳିତ ସହଯୋଗରେ ଏକ…
ବଜାରରେ ହାୟର ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ
ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫ ବର୍ଷ ଧରି ଭାରତୀୟ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ କମ୍ପାନୀ ୨୦ତମ ପୂର୍ତ୍ତି ଉତ୍ସବ…

