କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା ମଣ୍ଡୁଆ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫୋପାଡ଼ି ଫେରାର ହୋଇ ଯାଇଥିବା କୁହାଯାଉଛି। ଫଳରେ ତାଙ୍କ ଗାଡ଼ି ବନେଟ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବିଧାୟକ ବର୍ତ୍ତି ଯାଇଛନ୍ତି । ଖବର ପାଇ ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ କିଏ କାହିଁକି ବୋମା ମାରିଲା ଜଣା ପଡ଼ିବ ବୋଲି ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୪ ଜିଲାକୁ ଏୟାର ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର/ ସମ୍ବଲପୁର,୨୦ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୪ଟି...

ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ

କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା...

ଖୁଣ୍ଟା କଲେଜରେ ଛାତ୍ର ଅଶାନ୍ତି

ଉଦଳା,୨୧ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ରିଆଡ୍‌ମିଶନ ଫି ବୃଦ୍ଧିକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି। ନ୍ୟାୟ ପାଇଁ ମଙ୍ଗଳବାର ସେମାନେ ସ୍ଥାନୀୟ ଉପଜିଲାପାଳଙ୍କ ଦ୍ୱାରସ୍ଥ...

ନିଖୋଜ ଶିଶୁ କନ୍ୟା ଉଦ୍ଧାର

ବଡ଼ସାହି,୧୩ା୨(ସ୍ବ.ପ୍ର)-ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ନିଖୋଜ ଥିବା ଶିଶୁକନ୍ୟାଙ୍କୁ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ପୋଲିସ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା...

ମାଗଣାରେ ପନିପରିବା, ମାସ୍କ ବଣ୍ଟନ କଲା ମିଶନ ଶକ୍ତି

କେସିଙ୍ଗା,୨୧।୪: କଳାହାଣ୍ଡି ଜିଲା କେସିଙ୍ଗାରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା ଓ ମାସ୍କ ବଣ୍ଟନ। ଏନ୍‌.ଏ.ସି. ସ୍ଥିତ ସାନପଡା, ଗୌଡ଼ପଡା ଓ ମାଝିପଡାରେ ମିଶନ ଶକ୍ତି...

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୨୩ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଶନିବାର ରାତି ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍‌ ଖୋଲାଯାଇଛି।...

ଉପକୂଳ ଅଞ୍ଚଳ ଛାରଖାର

ଭୋଗରାଇ, ୨୧।୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱରରେ ବ୍ୟାପକ କ୍ଷତି ହୋଇଛି। ଏହି ସାମୁଦ୍ରିକ ଝଡ଼ ବୁଧବାର ଅପରାହ୍ନରେ ବାଲେଶ୍ୱର...

ଟିକା ପ୍ରସ୍ତୁତ ନ ହେବା ଯାଏ ମାନନ୍ତୁ କଟକଣା

ଭୁବନେଶ୍ୱର,୧୮।୭(ବ୍ୟୁରୋ): କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। କରୋନା ଟିକା...

Advertisement
Archives

Model This Week