Posted inଜାତୀୟ

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଶନିବାର ଡଙ୍ଗା ବୁଡ଼ିବା ଘଟଣାର ଠିକ୍‌ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ମହିଳାମାନେ ଡଙ୍ଗାରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଡଙ୍ଗାରେ କିଛି ମହିଳା ଓଢଣୀ ଉଡ଼ାଇ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟ ଏକ ଡଙ୍ଗାରେ ବାଜା ବଜାଉଛନ୍ତି କିଛି ବ୍ୟକ୍ତି। ସେହିପରି ତୃତୀୟ ଡଙ୍ଗାରେ ଶ୍ରଦ୍ଧାଳୁମାନେ ଓଢ଼ଣୀ ଧରି ଡଙ୍ଗାରେ ନାଚିବା ଯୋଗୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା ବୋଲି ଅନୁମାନ କରାଯାଉଛି।

ଡଙ୍ଗା ବୁଡ଼ିବାର ଦ୍ୱିତୀୟ ଦିନରେ ହୀନାଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ଯୁବକ ଜିତେନ୍ଦ୍ର ନିଖୋଜ ଅଛନ୍ତି। ଆଉ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବାପି ମାମଲା: ମେ ୩୦ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୬।୫: ଜ୍ଞାନବାପି ବିବାଦର ଶୁଣାଣି ଗୁରୁବାର ବାରାଣସୀ ଜିଲା କୋର୍ଟରେ କରାଯାଇଛି। ଆଜି ମୁସଲମାନ ପକ୍ଷରୁ ବିତର୍କ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୯୯୧...

ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ...

ନଡ୍ଡା ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭ା୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା(୫୮)ଙ୍କୁ ଭାଜପାର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ସୋମବାର ଦଳର ସଂସଦୀୟ ବୋର୍ଡ ବୈଠକ ବସି ନଡ୍ଡାଙ୍କୁ...

ଛୋଟ ପିଲାଙ୍କୁ ୨ ଚକିଆରେ ନେବାକୁ ଏବେ ନୂଆ ନିୟମ, ଉଲ୍ଲଂଘନ କଲେ ୧୦୦୦ ଜରିମାନା…

ନୂଆଦିଲ୍ଲୀ, ୧୬।୨ : ଏବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ...

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ...

କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ସହ ସିଧାସଳଖ କଥା ହେଲେ ମୋଦି

ପୁଣେ,୨୮।୩: ଦେଶର ବିପତ୍ତି ସମୟରେ ଏବେ କରୋନା ଯୋଦ୍ଧା ସାଜିଥିବା ନର୍ସଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ...

ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ...

ଉଦ୍ଭାବନ ସୂଚକାଙ୍କ ଜାରି କଲା ନୀତି ଆୟୋଗ, କର୍ନାଟକ ଶୀର୍ଷରେ…

ନୂଆଦିଲ୍ଲୀ,୨୧।୭ : ନୀତି ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟଗୁଡିକର ଇନୋଭେଶନ ଇଣ୍ଡେକ୍ସ(ଉଦ୍ଭାବନ ସୂଚକାଙ୍କ) ପ୍ରକାଶ କରାଯାଇଛି। ଗୁରୁବାର କମିଶନଙ୍କ ଦ୍ୱାରା ପ୍ରକାଶିତ ଏହି ତାଲିକାରେ...

Advertisement
Archives

Model This Week