Posted inଜାତୀୟ

ମଙ୍ଗଳବାର ବସିବ ଭାଜପା ସଂସଦୀୟ ଦଳର ବୈଠକ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସଂସଦୀୟ ଦଳର ବୈଠକ ଡିସେମ୍ବର ୨୦ ଅର୍ଥାତ ମଙ୍ଗଳବାର ସକାଳ ୯.୩୦ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୧୪ରେ ଭାଜପାର ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌...

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ...

୩ ଜୈଶ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୭।୫(ପି.ଟି.):ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗୁରୁବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌)ର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଥିବାବେଳେ...

ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…

କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍‌ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା...

ଲକ୍‌ଡାଉନ୍‌ କଟକଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫୁ: ଆଡ଼ମ୍ବରରେ କଲେ ପୁଅର ବିବାହ

ବେଙ୍ଗାଲୁରୁ,୧୭।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ...

ମଲାଡରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଝରକାରୁ ଡେଇଁଲେ ଯୁବତୀ

ମୁମ୍ବାଇ,୩।୧୨: ମୁମ୍ବାଇର ମଲାଡ ଅଞ୍ଚଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ମଲାଡ ସ୍ଥିତ ଜନକଲ୍ୟାଣ ନଗରରେ ଥିବା ଏକ ୨୧ମହଲା ବିଶିଷ୍ଟ କୋଠାରେ...

ଭାଜପାର ମୁହଁତୋଡ ଜବାବ ଦେଲା କଂଗ୍ରେସ: ପ୍ରକାଶ ଜାଭଡେକରଙ୍କ ସାମ୍ପେନ୍‌ ଫଟୋ ଶେୟାର କରି ପଚାରିଲା…

ନୂଆଦିଲ୍ଲୀ,୩।୫: ରାହୁଲ ଗାନ୍ଧୀଙ୍କ ପବ୍‌ର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଦୁହିଁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ...

ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ...

Advertisement
Archives

Model This Week