ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା: ପ୍ରବଳ ଜନସମାଗମ

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାର ପଡ଼ା ବ୍ଲକ ରେ ସୋମବାର ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ପଦ ଯାତ୍ରା ବାଇକଳା ପଞ୍ଚାୟତ ନିକଟରୁ ଆରମ୍ଭ ହୋଇ ଖଜିରା ପାଟ ପଞ୍ଚାୟତ ମୁକ୍ତାପୂର୍‌ ଦେଇ ମଲାର ପଦା ପଞ୍ଚାୟତ ବିନିନ୍ଦାରେ ଶେଷ ହୋଇଛି। ପଦଯାତ୍ରାରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ୨୯ନମ୍ବର୍‌ ଜିଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ, ସାହରପଡ଼ା ବ୍ଲକ ବିଜେଡି ସଭାପତି ଦିଲୀପ ସାହୁ, ପାଟଣା ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟୀ, ପାଟଣା ବ୍ଲକ ପୂର୍ବତନ ଅଧକ୍ଷ ବିଶନାଥ ନାଏକ, ବିଜେଡି ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ଭବାନୀ ଶଙ୍କର ନାୟକ,ଡୁମୁରିଆ ସରପଞ୍ଚ ଗୋରା ହରି ନାଏକଙ୍କ ସହ ୧୫ଶହରୁ ଉଦ୍ଧର୍‌ବ ବିଜେଡି କର୍ମୀ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରତିଶ୍ରୁତିକୁ ନେଇ ଗର୍ଜିଲା ବିଜେଡି: ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଲୋଇସିଂହା,୨୩।୪।୨୬( ସୁଶାନ୍ତ ବାରିକ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ରହିଛି। ଏହାପୂର୍ବରୁ ଆଜି ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ…

ସରକାରଙ୍କଠାରୁ ମାସିକ କେତେ ଟଙ୍କା ଦରମା ପାଆନ୍ତି କଙ୍ଗନା ରାଣାୱତ, ଜାଣିଲେ…

ନୂଆଦିଲ୍ଲୀ,୨୩।୪: ଅନେକ ବଲିଉଡ ତାରକା ମଧ୍ୟ ରାଜନେତା। ଏଥିରେ କଙ୍ଗନା ରାଣାୱତ, ଅରୁଣ ଗୋଭିଲ ଏବଂ ରବି କିଶନ ପ୍ରମୁଖ ଅଛନ୍ତି। ଏହି ତାରକାମାନେ କେବଳ ସେମାନଙ୍କ…

ଯୁବବର୍ଗଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଛି ଧରିତ୍ରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଜନେସ ଏମିନେସ୍ସ ଆଓ଼୍ବାଡର୍‌ସ ୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ…

‘ମୁଁ ଝାଲମୁଡି ଖାଇଲି, କିନ୍ତୁ ଟିଏମସିକୁ ଲାଗିଲା ରାଗ’, ପଶ୍ଚିମବଙ୍ଗରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନାଦିଆ ଜିଲାରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ…

ଘୋଷଣା ହେଲା CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ତାରିଖ, ସକାଳ ୧୦ଟା ୩୦ରୁ…

ନୂଆଦିଲ୍ଲୀ,୨୩।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୬ ମସିହାର ଦ୍ୱିତୀୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ତାରିଖ ପତ୍ର…

ସୀମା ଟପିଲେ ଟ୍ରମ୍ପ! ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଲେ, ରକ୍ତ ଗରମ….

ଓ୍ବାଶିଂଟନ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁନଃ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ, ଚାଇନା ଏବଂ…

ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ସହ ଶାସନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜନେସ୍‌ ଏମିନେସ୍ସ ଆୱାଡର୍‌ସ-୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର…

ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ, ମୋ’ ସ୍କୁଲ ଅଭିଯାନ ଯୋଜନାରୁ ଲକ୍ଷାଧିକ ଟଙ୍କା…

ଦେବଗଡ଼,୨୩ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ତିଲେଇବଣି ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ହେଇଛି। ମୋ’ ସ୍କୁଲ ଅଭିଯାନରୁ ଲକ୍ଷାଧିକ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri