ଆସିପାରେ ବାହୁବଳୀ-୩

ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଅର୍‌ଆର୍‌ଆର୍‌ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ରେସ୍ପନ୍ସ ମିଳିଥିବା ବେଳେ ଫିଲ୍ମଟି ରେକର୍ଡ ସୃଷ୍ଟି କରିଛି। ଏହି ଭିତରେ ରାଜାମୌଲିଙ୍କର ଫିଲ୍ମ ବାହୁବଳୀ-୩କୁ ନେଇ ଆସିଥିବା ଖବରକୁ ନେଇ ପ୍ରଶଂସକ ବେଶ ଖୁସି ଅଛନ୍ତି।
ଅର୍‌ଆର୍‌ଆର ପ୍ରମୋସନ ବେଳେ ରାଜାମୌଲି ବାହୁବଳୀ-୩କୁ ନେଇ ସଙ୍କେତ ଦେଇଥିଲେ । ଏକ ରିପୋର୍ଟ ମୁତାବକ ବାହୁବଳୀର ପ୍ରଜୋଯକ ପ୍ରସାଦ ଦେବୀନେନୀ ଫିଲ୍ମକୁ ନେଇ କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି । ପ୍ରସାଦ କହିଛନ୍ତି , ବାହୁବଳୀର ବିଶ୍ୱରେ ଏତେ ସ୍କୋପ କି ଆଉ ଏକ କାହାଣୀ ଶୁଣା ଯାଇ ପାରେ। କାହାଣୀର ଦୁନିଆ ତାହା ରହିବ ଏବଂ ଫିଲ୍ମତ ଲାର୍ଜର ଦାନ ଲାଇଫ । ହେଲେ ଆମେ ଏବେ ତୁରନ୍ତ ଏହାକୁ ଆରମ୍ଭ କରିବା ବିଷୟରେ ଭାବି ନାହୁଁ , କାରଣ ଏବେ ଅନେକ ଗୁଡ଼ିଏ ଦାୟିତ୍ୱ ଅଛି । ପରେ ଆମେ ଏହା ବିଷୟରେ ଭାବିବୁ । ଆମେ ଗୋଟିଏ ପଏଣ୍ଟରେ ଏହାକୁ ପୁଣି ତିଆରି କରିବୁ । ହେଲେ ଯଦି ସବୁ ଠିକ ଠାକ ହୁଏ ତ । ପ୍ରସାଦଙ୍କର ଏହି କଥା ପରେ କୁହାଯାଇ ପାରେ କି ସେ ବାହୁବଳୀ-୩ କୁ ନେଇ ବହୁତ ସିରିୟସ ଅଛନ୍ତି ଏବଂ କେବେ ବିି ଏହା ଉପରେ କାମ ଆରମ୍ଭ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଗଞ୍ଜାମ ସାଂଗଠନିକ ଜିଲା ପାଇଁ ନୂତନ କମିଟି ଘୋଷଣା:୪୮ ଜଣଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ

ଛତ୍ରପୁର, ୧୬।୧୧(ଦଲ୍ଲୀପ ସାମଲ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଞ୍ଜାମ ସାଂଗଠନିକ ଜିଲାର ନୂତନ ଜିଲା କମିଟି ଘୋଷଣା କରାଯାଇଛି। ଦଳର ସଭାପତି ତଥା ଓଡ଼ିଶାର…

ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ…

ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କ୍ରମାଗତ ତୃତୀୟ ଥର ଚାମ୍ପିୟନ ଲକ୍ଷ୍ୟରେ ଭାରତ

ଢାକା,୧୬ା୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଫାଇନାଲ ମଙ୍ଗଳବାର ଖେଳାଯିବ। ଭାରତ ଓଭର ଅଲ ରେକର୍ଡ ୯ଥର ଚାମ୍ପିୟନ ହୋଇସାରିଛି। ଏଥର ଫାଇନାଲ…

ବନ୍ୟା ପରେ ଦାଉ ସାଜିଛନ୍ତି ହାତୀ: ଚିନ୍ତାରେ ଚାଷୀ

ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗୋଟିଏ ପଟେ ବନ୍ୟାରେ ଫସଲ ନଷ୍ଟ, ଅନ୍ୟପଟେ ହାତୀପଲଙ୍କ ଉପଦ୍ରବ। ଏଭଳି ଦୁଇମୁହାଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଘୁମୁସର ଅଞ୍ଚଳର ଚାଷୀ।…

ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ହେବ ଲୋକଙ୍କୁ ସ୍ଥାନାନ୍ତର: ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ରାଜସ୍ୱ…

୨୦୨୭ ବିଶ୍ୱକପରୁ ବାଦ୍‌ ପଡ଼ିବେ ରୋହିତ ଶର୍ମା! ଆସିଲା ଚାଞ୍ଚଲ୍ୟକର ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ସ୍ଥାନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ୩୯ ବର୍ଷୀୟ ରୋହିତ ଶର୍ମା ୨୦୨୭ ଦିନିକିଆ…

ବ୍ଲକ ପରିସରରେ ସିଆଡି ଚାରା ନଷ୍ଟ

ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ସରକାର ବନୀକରଣକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଚାରାରୋପଣ କରିବାକୁ ଗୁରୁତ୍ୱ ଦେଉଛନ୍ତି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ପ୍ରଶାସନ ଚାରାରୋପଣ…

ଅଗ୍ନିବୀରଙ୍କ ପାଇଁ ଖୁସି ଖବର! ହେଲା ବଡ଼ ଘୋଷଣା, ୬ ବର୍ଷ ପରେ ମିଳିବ…

ନୂଆଦିଲ୍ଲୀ,୧୬।୧୧: ଅଗ୍ନିବୀରଙ୍କ ନିଯୁକ୍ତି ଓ ସେବା ଅବଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (CDS) ଜେନେରାଲ୍‌ ଏନ୍‌ଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?