ଘରକୁ ସଜାନ୍ତୁ ଏମିତି

ସୁଖଶାନ୍ତିରେ ରହିବା ପାଇଁ ଖାଲିଘରଟିଏ କରିଦେଲେ ହେବ ନାହିଁ। ଘରର ରଙ୍ଗ ଆସବାବପତ୍ର ଓ କେଉଁଠି କେଉଁ ଜାଗାରେ ରଖିବେ ସେସବୁ ମଧ୍ୟ ଜରୁରୀ। ଯାହା ଘରକୁ ଆକର୍ଷଣୀୟ କରିବା ସହିତ ମନକୁ ବି ଶାନ୍ତି ଦେଇଥାଏ…
ଓ ଧଳାର କମ୍ବିନେସନ୍‌ ଖୁବ୍‌ ପୁରୁଣା। ହାଲ୍‌କା ଧୂସର ରଙ୍ଗର କାନ୍ଥ ସାଙ୍ଗକୁ କଳାଧଳାର ଆସବାବପତ୍ର ଘରକୁ ଭିନ୍ନ ଲୁକ୍‌ ଦେଇଥାଏ।
ବାଦାମୀ ରଙ୍ଗର କାନ୍ଥ ଆଉ ତା’ ସାଙ୍ଗକୁ କାଠ ତିଆରି ଚଟାଣ ବା କାଠ ନହେଲେ ବି ଉଡେନ୍‌ ଫ୍ଲୋରିଂ ଲୁକ୍‌କୁ ଆଜିକାଲି ବେଶି ପସନ୍ଦ କରାଯାଉଛି। ଏଥିରେ ଧଳା ରଙ୍ଗର ଆସବାବପତ୍ର, ସୋଫା ଓ କପ୍‌ବୋର୍ଡ ରଖନ୍ତୁ। ବେଶି ଆକର୍ଷଣୀୟ ଲାଗିବ।
ରଙ୍ଗ ମନ ଓ ପରିବେଶକୁ ସତେଜ ରଖିଥାଏ। ଉଜ୍ୱଳ ହଳଦିଆ କାନ୍ଥ ସହିତ ରଟ୍‌ ଆଇରନ୍‌ ର ଆସବାବପତ୍ର ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏଥିରେ ହାଲ୍‌କା ହଳଦିଆ ରଙ୍ଗର ତନ୍ତ ବୁଣା ପରଦା ବି ବେଶ୍‌ ଭଲ ଲାଗିବ।
ପିଲାଙ୍କ ରୁମ୍‌ ପାଇଁ ତାଙ୍କ ଆସବାବପତ୍ରରେ କାର୍ଟୁନ ଲଗାଇପାରିବେ। ଏହି ରୁମ୍‌ଟି ସବୁବେଳେ କଲରଫୁଲ୍‌ କରନ୍ତୁ।
ରଙ୍ଗର ବ୍ୟବହାର ପରିବେଶକୁ ନିହାତି ବଦଳାଇ ଦେଇଥାଏ। ତେଣୁ ରୁମ୍‌ରେ ଯଦି ଗାଢ଼ ରଙ୍ଗ ଲଗାଉଛନ୍ତି ତାହେଲେ ଆସବାବପତ୍ରକୁ ଏହାର ବିପରୀତ ରଙ୍ଗ କିମ୍ବା ହାଲ୍‌କା ରଙ୍ଗର କରନ୍ତୁ। ଏସବୁ ପରେ ବି ନିଜର ରୂଚି ଓ ଘରର ପରିବେଶକୁ ଦୃଷ୍ଟିରେ ରଖି ଘରକୁ ଏମିତି ସଜାନ୍ତୁ ଯେମିତି ଘରକୁ ପଶିଗଲେ ଆପଣଙ୍କ ମନକୁ ଶାନ୍ତି ଲାଗିବ।
-ସ୍ନିଗ୍‌ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri