ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଆଞ୍ଜେଲିନା ପାକିସ୍ତାନର ଦକ୍ଷିଣାଞ୍ଚଳରେ ଥିବା ସିନ୍ଧ୍‌ ପ୍ରଦେଶ ଯାଇଥିଲେ। ଜୁନ୍‌ ମାସ ମଧ୍ୟ ଭାଗରେ ଦେଶରେ ପ୍ରବଳ ବର୍ଷା କାରଣରୁ ବନ୍ୟାସ୍ଥିତି ଉପୁଜିଥିଲା। ଏଥିରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଞ୍ଜେଲିନା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କିଛି ସ୍ଥାନ ପରିଦର୍ଶନ କରିବା ସହ ବନ୍ୟା ପୀଡ଼ିତଙ୍କ ସହ କଥା ହୋଇଥିଲେ।
ଏହାପୂର୍ବରୁ ୨୦୧୦ରେ ପାକିସ୍ତାନରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାକିସ୍ତାନରେ ଭେଟିଥିଲେ ହଲିଉଡ୍‌ର ଏହି ଆଗଧାଡ଼ିର ଅଭିନେତ୍ରୀ। ୨୦୦୫ ଭୂକମ୍ପ ସମୟରେ ମଧ୍ୟ ସେ ଇସ୍‌ଲାମାବାଦ୍‌ ଆସିଥିବା ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା...

ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ...

ମନ ମୋର କାଗଜ ଗୁଡ଼ି

ସତରେ, ଏ ମନ ଭାରି ଅମାନିଆ। କେତେବେଳେ କୁଆଡେ ଉଡିଯାଏ, ତାହା ଆକଳନ କରିବା କଷ୍ଟକର, ନୁହେଁ? ସତେଯେମିତି ଗୋଟିଏ କାଗଜ ଗୁଡି ପରି। ହଁ,...

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବିକଲେ ପୂର୍ବତନ ପ୍ରେମିକା

ମୁମ୍ବାଇ,୧୪।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ...

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ଶହନାଜଙ୍କୁ ମୁଁ ଭଲ ପାଏ: ମସାବା ଗୁପ୍ତା

ମୁମ୍ବାଇ: ଚର୍ଚ୍ଚିତ ରିୟଲିଟି ଶୋ’ ବିଗ୍ ବସ୍ ୧୩ରେ ସମସ୍ତଙ୍କ ମନୋରଞ୍ଜନ କରିଥିବା ଶହନାଜ ଗିଲଙ୍କର ଏବେ ଭଲ ସମୟ ଚାଲିଛି । ପ୍ରଫେସନାଲି ସେ...

ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ...

ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କ୍ରିତି!

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ‘ଆଦିପୁରୁଷ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଫିଲ୍ମଟି ଆସନ୍ତା ବର୍ଷ...

Advertisement
Archives

Model This Week