Posted inଫୁରସତ

ଆସନ୍ତା ୭ ଦିନ ମଧ୍ୟରେ ମହାକାଶରେ ଘଟିବାକୁ ଯାଉଛି ଏସବୁ ଘଟଣା

ନୂଆଦିଲ୍ଲୀ: ଗ୍ରହମାନଙ୍କର ପରିବର୍ତ୍ତିତ ଗତିବିଧି ହେତୁ ୧୪ରୁ ୨୦ଜୁଲାଇ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହା ସ୍ବତନ୍ତ୍ର ହେବାକୁ ଯାଉଛି। ଜାଣନ୍ତୁ ଏହି ବିରଳ ସଂଯୋଗ ଭାରତକୁ କିପରି ପ୍ରଭାବିତ କରିବ।
୧୪ ଜୁଲାଇ ରାତିରେ ପୃଥିବୀ ସୂର୍ଯ୍ୟ ଏବଂ ଗୁରୁଙ୍କ ମଧ୍ୟରେ ଆସିଛି। ଯାହାକି ଅନେକ ବର୍ଷ ମଧ୍ୟରେ ଏକ ବିଶେଷ ସଂକେତ ଅଟେ। ଏହି ପରିସ୍ଥିତି ହେତୁ ଗୁରୁ, ଶନି ଏବଂ ପ୍ଲୁଟୋ ନାମକ ତିନୋଟି ଗ୍ରହ ସହିତ ବିରଳ ସମକକ୍ଷତା ମାତ୍ର ୭ ଦିନରେ ଦେଖାଯାଏ। ବିଜ୍ଞାନରେ ଏହି ସଂଯୋଗକୁ ବୃହସ୍ପତି କୁହାଯାଏ। ଏହି ଘଟଣା ୨୦୦୦ରେ ଘଟିଥିଲା। ୨୦୪୦ରେ ପୁଣି ସମାନ ପରିସ୍ଥିତି ଘଟିବ।
ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ପୃଥିବୀ ଅନ୍ୟ କୌଣସି ଗ୍ରହ ଏବଂ ସୂର୍ଯ୍ୟ ମଧ୍ୟରେ ଏକ ସରଳରେଖା ଆସନ୍ତି ଏହାକୁ ବିପରୀତବୋଧ କୁହାଯାଏ। ପୃଥିବୀ ୩୬୫ ଦିନ ସୂର୍ଯ୍ୟ ଚାରିପଟେ ଘୂରିଥାଏ। ଏହି ଗୋଟିଏ ବର୍ଷରେ ସମସ୍ତ ଗ୍ରହ ସହିତ ପୃଥିବୀର ସ୍ଥିତି ସୃଷ୍ଟି ହୁଏ। ବୈଜ୍ଞାନିକମାନେ କହିଛନ୍ତି ଯେ, ୭ ଦିନ ମଧ୍ୟରେ ତିନୋଟି ଗ୍ରହ ଗୁରୁ, ଶନି ଏବଂ ପ୍ଲୁଟୋ ସହିତ ଏପରି ସ୍ଥିତି ଏକ ବିରଳ ଘଟଣା।
ଭାରତରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ:
ଜୁଲାଇ ଏବଂ ଅଗଷ୍ଟ ମଧ୍ୟରେ ଏହି ଧୂମକେତୁ ପୃଥିବୀ ସହିତ ଅତି ନିକଟତର ହେବାକୁ ଯାଉଛି। ଏହି ଧୂମକେତୁ c/2020 f3ଭାବରେ ମଧ୍ୟ ଜଣାଶୁଣା। ମଙ୍ଗଳବାରଠାରୁ ଭାରତରେ ଏହି ଧୂମକେତୁ ଦେଖାଯାଇଛି। ବୈଜ୍ଞାନିକମାନେ କୁହନ୍ତି, ଏହି ଧୂମକେତୁ ଉତ୍ତର-ପଶ୍ଚିମ ଦିଗ ଆକାଶରେ କୌଣସି ବିଶେଷ ଚଷମା ଏବଂ ଜ୍ୟୋତିର୍ବିଜ୍ଞାନ ଉପକରଣ ବିନା ସହଜରେ ଦେଖିହେବ। ଏହି ଧୂମକେତୁ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ସମୟରେ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଭାରତରେ ଦୃଶ୍ୟମାନ ହେବ। ବିନା ଚଷମା ଏବଂ ବାଇନୋକୁଲାରରେ ଲୋକେ ଏହାକୁ ସହଜରେ ଦେଖିପାରିବେ। ବେଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ ୩୦ ସୁଦ୍ଧା ଏହି ଧୂମକେତୁ ସପ୍ତର୍ଷି ମଣ୍ଡଳ ନିକଟତର ହେବ। ପରେ ଏହା ୧ ଘଣ୍ଟା ପାଇଁ ଆକାଶରେ ଉଜ୍ଜ୍ୱଳ ଭାବରେ ଦୃଶ୍ୟମାନ ହେବ। ଜୁଲାଇ ପରେ ଏହାର ଉଜ୍ଜ୍ୱଳତା କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri