ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ, ବରୁଣଙ୍କୁ ଭାବିଲେ ରଣବୀର

ମୁମ୍ବାଇ,୧୬।୪: ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ। ବରୁଣଙ୍କୁ ରଣବୀର ଭାବିଲେ ଆଲିଆ। ବି-ଟାଉନର ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ଏବେ ଚର୍ଚ୍ଚାରେ। ରଣବୀରଙ୍କ ପ୍ରତି ଆଲିଆଙ୍କ କ୍ରସ ଥିବା ନେଇ ବହୁଥର ସେ ଇଣ୍ଟରଭ୍ୟୁରେ ମଧ୍ୟ ସ୍ବୀକାର କରିଛନ୍ତି। ଉଭୟ ଏବେ ରିଲେସନ୍‌ସିପ୍‌ରେ ଥିବା ବେଳେ ସର୍ବ ସମ୍ମୁଖରେ ଦୁଇଜଣଙ୍କ ଭିତରେ ରୋମାଣ୍ଟିକ୍‌ କେମେଷ୍ଟ୍ରିି ଦେଖିବାକୁ ମିଳିଛି। ଆଲିଆ ନିଜ ବିଜି ସିଡ୍ୟୁଲ୍‌ରେ ବି ରଣବୀରଙ୍କୁ କେତେ ମନେପକାଉଛନ୍ତି ତାହା ତାଙ୍କ ଏକ ଭୁଲରୁ ବାରି ହୋଇପଡ଼ୁଛି। ସୂଚନାଯୋଗ୍ୟ, ଫିଲ୍ମ କଳଙ୍କର ପ୍ରମୋସନ ପାଇଁ ଏବେ ଷ୍ଟାର କାଷ୍ଟମାନେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ପାଇଁ ବରୁଣ ଧଓ୍ବନ, ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ବଲିଉଡ ହଙ୍ଗାମାରେ ପହଞ୍ଚିଥିଲେ। ଇଣ୍ଟରଭ୍ୟୁ ସମୟରେ ବରୁଣ ଆଲିଆଙ୍କ ମସ୍ତି କରିବା ସହ ତାଙ୍କ କେଶରେ ଲାଗିଥିଲେ। ସେହି ସମୟରେ ଆଲିଆ ରଣ.. କହି ରହିଯାଇଥିଲେ। ଏହାପରେ ବରୁଣଙ୍କୁ ତାଙ୍କ କେଶରେ ନ ଲାଗିବା ପାଇଁ କହିଥିଲେ। ଏହା କହିବା ପରେ ଆଲିଆ ଲାଜେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ସେଠାରେ ଥିବା ଷ୍ଟାର କାଷ୍ଟମାନେ ମଧ୍ୟ ତାଙ୍କୁ ଚିଡାଇବା ସହ ଜୋରରେ ହସିବାକୁ ଲାଗିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?