‘ଟ୍ରମ୍ପ୍‌ଙ୍କୁ ବହିଷ୍କାର ନ କଲେ ମହାଭିଯୋଗ’

ନ୍ୟୁୟର୍କ, ୧୨।୧(ଆଇଏଏନ୍‌ଏସ୍‌): ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ କ୍ୟାବିନେଟ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବହିଷ୍କାର କରନ୍ତୁ। ନଚେତ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଅଣାଯିବ ବୋଲି ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସି ଉପରାଷ୍ଟ୍ରପତି ଓ କ୍ୟାବିନେଟକୁ ନୋଟିସ ଦେଇଛନ୍ତି। ସମ୍ବିଧାନର ୨୫ତମ ସଂଶୋଧନରେ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା କ୍ଷମତା ଉପରାଷ୍ଟ୍ରପତି ଓ କ୍ୟାବିନେଟକୁ ପ୍ରଦାନ କରାଯାଇଛି। ଏହି କ୍ଷମତାର ଉପଯୋଗ ଦାବିରେ ପ୍ରତିନିଧି ସଭାରେ ସଂକଳ୍ପ ଆଣିବା ଲାଗି ପେଲୋସି ତାଙ୍କ ଡେମୋକ୍ରାଟିକ୍‌ ପାର୍ଟି ସହକର୍ମୀମାନଙ୍କୁ ରବିବାର ପତ୍ର ଲେଖିଥିଲେ। ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ହେବ। କାରଣ ବର୍ତ୍ତମାନର ରାଷ୍ଟ୍ରପତି ଉଭୟ ପାଇଁ ବିପଦ। ରାଷ୍ଟ୍ରପତି ଭାବେ ସେ କର୍ତ୍ତବ୍ୟ ପାଳନ ଲାଗି ଅସମର୍ଥ ଘୋଷଣା କରି ତାଙ୍କୁ ବହିଷ୍କାର କରିବା ଲାଗି ଉପରାଷ୍ଟ୍ରପତି ଓ କ୍ୟାବିନେଟ ଉଦ୍ଦେଶ୍ୟରେ ସଂକଳ୍ପ ଅଣାଯିବ ବୋଲି ପେଲୋସି କହିଥିଲେ। ପ୍ରସ୍ତାବ ଉପରେ ମଙ୍ଗଳବାର କିମ୍ବା ବୁଧବାର ଭୋଟ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ...

ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ...

କରୋନା ଆକ୍ରାନ୍ତ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ, ନିକଟରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିଲେ

ବାଲି,୧୫।୧୧: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହନ ସେନ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ଅନେକ ଦେଶର ନେତାଙ୍କୁ ଭେଟିଥିଲେ। ହୁନ କାମ୍ବୋଡିଆର ନୋମ ପେନ୍‌ହରେ ଦକ୍ଷିଣ...

ଆମେରିକା ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କଲେ ରାଷ୍ଟ୍ରପତି ରୁହାନି

ତେହେରାନ୍‌,୭।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି ଆମେରିକାର ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା...

ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ...

ମାଇକ୍ରୋସଫ୍ଟ ନୁହେଁ, ଏହି ବ୍ରାଣ୍ଡ୍‌ର ଫୋନ୍‌ ବ୍ୟବହାର କରନ୍ତି ବିଲ୍‌ ଗେଟ୍ସ

ଆଜିକାଲି ଯୁଗରେ ସମସ୍ତେ ୍‌ମହଙ୍ଗା ସ୍ମାର୍ଟଫୋନ କିଣିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ...

୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍‌

ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ...

ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଘନି

କାବୁଲ,୯।୩: ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର ଶପଥ ନେଇଛନ୍ତି ଅଶରଫ ଘନି। କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ସୋମବାର ଘନି ଶପଥ ଗ୍ରହଣ କରିଛନ୍ତି। ଏହି...

Advertisement
Archives

Model This Week