ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶର କେତେକାଂଶରେ ଶସ୍ୟଖୁଣ୍ଟା ଓ ଅବଶେଷାଂଶ ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କଟକଣା ଲଗାଯାଇଛି। ତଥାପି କୃଷକମାନେ ବହୁ ସ୍ଥାନରେ ନଡ଼ା ପୋଡୁଛନ୍ତି। ଏଭଳି ଅଭ୍ୟାସରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଦିଲ୍ଲୀର ଇଞ୍ଜିନିୟର ଅର୍ପିତ ଘୁପର ଏକ ନୂଆ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କଠାରୁ ନଡ଼ା କିଣି ଥର୍ମୋକୁଲ ଓ ମାଟିରେ ମିଶିପାରୁଥିବା ବିକଳ୍ପ ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ଅର୍ପିତଙ୍କ ବୟସ ୩୦। ସେ ୨୦୧୯ରେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କୁ ନଡ଼ା ପୋଡ଼ି ସମସ୍ୟା ସମାଧାନ କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସେ ‘ଧରାକ୍ଷା ଇକୋ ସଲ୍ୟୁଶନ’ ଷ୍ଟାର୍ଟଅପ୍ ମାଧ୍ୟମରେ ଏହା କରୁଛନ୍ତି। ଏହି ଷ୍ଟାର୍ଟଅପ୍ ଦ୍ୱାରା ଏବେସୁଦ୍ଧା ପଞ୍ଜାବ ଓ ହରିୟାଣାରେ ୨୫୦ଟନ୍ ନଡ଼ା ପୋଡ଼ି ରୋକିବାରେ ସକ୍ଷମ ହୋଇପାରିଛନ୍ତି। ଅର୍ପିତ ପ୍ରତି ଏକରରୁ ନଡ଼ା ସଂଗ୍ରହ କରି ସେ ବାବଦରେ ୫୦୦ ଟଙ୍କା ଦେଉଛନ୍ତି। ଗତ ବର୍ଷ ଅର୍ପିତ ଏହି ଷ୍ଟାର୍ଟଅପ୍ ମାଧ୍ୟମରେ ୨୫ ଲକ୍ଷ ଟଙ୍କା କାରବାର କରିଛନ୍ତି।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


