Odisha Elections 2024
Posted inଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ପିକେଙ୍କ ବଡ ଘୋଷଣା, କହିଲେ କାହାର ବିଜୟ ପାଇଁ ଲଗାଇବେ ଶକ୍ତି

ନୂଆଦିଲ୍ଲୀ,୨୫।୫: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର (ପିକେ) ଜନ ସୁରଜ ପଦଯାତ୍ରାରେ ଏବେ ବିହାରରେ ଗାଁକୁ ଗାଁ ଯାଉଛନ୍ତି। ବିହାରର ଲୋକଙ୍କ ସହ ମିଶିବା ଓ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରାରେ ଯାଉଛନ୍ତି। ଏମିତି ଭାବେ ସେ କିଛି ଜିଲାରେ ପଦଯାତ୍ରା କରି ସାରିଲେଣି। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ପି.କେ.ଙ୍କ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ କିପରି ସାହାଯ୍ୟ କରିବେ।

ଗୁରୁବାର ପ୍ରଶାନ୍ତ କିଶୋରଙ୍କ ଭିଡିଓ ବୟାନ ଜାରି କରାଯାଇଛି। ଏଥିରେ ପ୍ରଶାନ୍ତ କିଶୋର କହିଛନ୍ତି- ‘ଯଦି ମୁଁ ନେତା ଓ ଦଳମାନଙ୍କୁ ପରାମର୍ଶ ଦେଇ ଜିତି ପାରିବି, ତେବେ ମୋତେ ବିଶ୍ୱାସ କର, ମୁଁ ବିହାରର ଲୋକମାନଙ୍କ ଉପରେ ମଧ୍ୟ ବିଜୟୀ ହୋଇପାରିବି। ଏହି ପୂରା ଅଭିଯାନରେ ଆମେ ଏପରି ଲୋକମାନଙ୍କୁ ଖୋଜି ବାହାର କରିବୁ ଓ ସେମାନଙ୍କ ସହ ଆମର ସମ୍ପୂର୍ଣ୍ଣ ଶପ୍ତି, ବୁଦ୍ଧି, ସଂସାଧନ ଲଗାଇବୁ ଓ ସେମାନଙ୍କୁ ବିଜୟୀ କରିବୁ। ଯେତେବେଳେ ଜଣେ ସଚ୍ଚୋଟ ବ୍ୟକ୍ତି ବିଜୟୀ ହୁଅନ୍ତି, ସେତେବେଳେ ସ୍ଥିତିରେ ଉନ୍ନତି ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ...

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ...

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ...

ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ...

‘ଯେବେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେମାନଙ୍କୁ…’,ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ଚଣ୍ଡିଗଡ଼,୨୬।୫: ପଞ୍ଜାବରେ ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଠାରେ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଜନସଭାକୁ...

ରେକର୍ଡ ଭାଙ୍ଗିଲା ରାଜସ୍ଥାନ, ଲୋକ ସଭା ନିର୍ବାଚନ ସମୟରେ ଏତେ ହଜାର କୋଟି ଟଙ୍କା ଜବତ

ଜୟପୁର,୨୬।୫: ମାର୍ଚ୍ଚ ଆରମ୍ଭରୁ ଲୋକ ସଭା ନିର୍ବାଚନ ସମୟରେ ରାଜସ୍ଥାନର ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ବା ପ୍ରବର୍ତ୍ତନ ଏଜେନ୍ସି ଦ୍ୱାରା ୧,୨୦୫ କୋଟିରୁ ଅଧିକ ମୂଲ୍ୟର...

ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍‌କୁ ବିରୋଧ

ଲାତୁରା,୨୬।୫: ୨୦୨୪ରେ ଲୋକ ସଭା ନିର୍ବାଚନ ଚାଲିଛି ଏବଂ ଏହାର ୬ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି ସମୟରେ, ଇଭିଏମ ବ୍ୟବହାର ଏବଂ ଏହାର ସୁରକ୍ଷାକୁ...

ନୀତୀଶଙ୍କ ସୁରକ୍ଷାରେ ତ୍ରୁଟି, ହେଲିକପ୍ଟରର ଇନ୍ଧନ ସରିଯିବାରୁ ଏମରଜେନ୍ସି ଲ୍ୟାଣ୍ଡିଂ

ପାଟନା,୨୬।୫: ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନା ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri