ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୨)

ଭୁବନେଶ୍ୱରର ବିଭିର୍ଣ୍ଣ ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତୀ

 

ଗାନ୍ଧୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟକ ସଂଯୁକ୍ତ ସଙ୍ଘଟନ ପକ୍ଷରୁ ୟୁନିଟ୍-୯ ସ୍ୱାଧୀନତା ସଂଗ୍ରାମୀ ସହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ

 

ଭୁବନେଶ୍ୱର ୟୁନିଟ-୧ ମହାଦେବ ପୂଜା କମିଟି ପକ୍ଷରୁ ହରପାର୍ବତୀଙ୍କ ମୂର୍ତ୍ତୀ ଓ ତୋରଣ

 

କଟକ ସ୍ଥିତ ମା ଗଡ଼ଚଣ୍ଡୀଙ୍କ ମହା ସରସ୍ୱତୀ ବେଶ

 

କଟକ ଅଲିଶା ବଜାର ପୂଜା ମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା

 

କଟକର ବିଭିର୍ଣ୍ଣ ପୂଜା ମଣ୍ଡପ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଏପ୍ରିଲ, ୨୦୨୪ )

ଆସନ୍ତା ରଥଯାତ୍ରା ପାଇଁ ଓଝା ସେବକ ରଥ କାଠ ଅନୁକୂଳ ପାଇଁ ନୂତନ କୁରାଢି ପ୍ରସ୍ତୁତ କରୁଛନ୍ତି       ଭୁବନେଶ୍ୱରରେ ପ୍ରଚଣ୍ଡ ଖରା...

ଓଡ଼ିଶା: ଆଜିର ଫଟୋ (୨୯ ଏପ୍ରିଲ, ୨୦୨୪)

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି। ପୁରୀ ଲୋକସଭା ପାଇଁ ବି ଜେ ପି...

ଓଡ଼ିଶା: ଆଜିର ଫଟୋ (୨୮ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଲୋକ ମାନେ ଯିବା ଆସିବା କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଓଲର୍ଡ ଟାଉନ୍ ଅଞ୍ଚଳରେ ତୃଷାର୍ତ୍ତ ବତକ ମାନେ ପାଣି ପିଉଛନ୍ତି     ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଖରା     କଟକ ତୁଳସୀପୁର...

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର...

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri