Posted inଜାତୀୟ

୨ ମାସରେ ଗଲାଣି ୬ ଚିତାଙ୍କ ଜୀବନ

ନୂଆଦିଲ୍ଲୀ,୨୮।୫: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ କିଛି ଦିନ ତଳେ ମହିଳା ଚିତା ‘ଜ୍ୱାଲା’ ୪ ଟି ଛୁଆ ଜନ୍ମ କରିଥିଲା। ଗୁରୁବାର ୨ ଚିତା ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ ଆଉ ଏକ ଚିତା ଶାବକର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଅନ୍ୟ ଏକ ଛୁଆର ଅବସ୍ଥା ଗୁରୁତର ରହିଛି, ତାକୁ ନଜରରେ ରଖାଯାଇଛି। ଏହି ତିନୋଟି ଛୁଆର ମୃତ୍ୟୁକୁ ମିଶାଇ ଆଫ୍ରିକୀୟ ଦେଶରୁ ଭାରତକୁ ଆସିଥିବା ମୋଟ ୬ଟି ଚିତା ଗତ ୨ ମାସ ମଧ୍ୟରେ ମୃତ୍ୟୁ ହୋଇଛି। ପ୍ରଥମେ ୩ ଚିତାଙ୍କର ଅଲଗା ଅଲଗା କାରଣରୁ ମୃତ୍ୟୁ ଘଟିଥିଲା। ତେବେ ତିନି ଶାବକଙ୍କ ମୃତ୍ୟୁ ଗରମ ଯୋଗୁ ହୋଇଥିବା କୁହାଯାଉଛି। କୁନୋ ଜାତୀୟ ଉଦ୍ୟାନ ଦ୍ୱାରା ଜାରି ହୋଇଥିବା ପ୍ରେସ ନୋଟ ଅନୁଯାୟୀ, ମେ ୨୩ ସବୁଠାରୁ ଉତ୍ତପ୍ତ ଦିନ ଥିଲା। ଦିନ ଗଡିବା ସହିତ ଉତ୍ତାପ ବୃଦ୍ଧି ପାଇଲା ଏବଂ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଲା । ସେବେଠୁ ଚିତା ଶାବକଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଅନ୍ୟପଟେ, ଅସୁସ୍ଥ ଥିବା ଶାବକଟିର ଚିକିତ୍ସା କରାଯାଉଛି। ଗତ ଦୁଇ ଦିନ ତୁଳନାରେ ତାଙ୍କ ଅବସ୍ଥାରେ ଉନ୍ନତି ଘଟିଛି। ଏହା ମଧ୍ୟ କୁହାଯାଇଥିଲା ଯେ ଜ୍ୱାଲାର ସମସ୍ତ ଛୁଆ ବହୁତ ଦୁର୍ବଳ ଭାବରେ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା

ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି...

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି...

କାର୍‌ରୁ ମିଳିଲା ୪୩ କେଜି ସୁନା ବିସ୍କୁଟ୍‌

ନୂଆଦିଲ୍ଲୀ,୧୭।୬: ମଣିପୁର ଇମ୍ଫାଲରେ ରାଜସ୍ବ ଅଧିକାରୀଙ୍କ ଚଢ଼ାଉବେଳେ ଗୋଟିଏ କାର୍‌ରୁ ଜବତ ହୋଇଛି ୪୩ କେଜି ସୁନା ବିସ୍କୁଟ। ଏହାର ଆନୁମାନିକ ମୂଲ୍ୟ ୨୧ କୋଟି...

୩ ମହଲା ଉପରୁ ଖସିପଡିଲେ ୨ବର୍ଷର ଶିଶୁ: ଭିଡିଓ ଭାଇରାଲ

ଡାମନ,୪।୧୨: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଉକ୍ତିଟି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉରେ। ୩...

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ...

ମୃତ ସ୍ତ୍ରୀଙ୍କ ଫଟୋ ସହ ସେଲ୍‌ଫି ନେଇ ଲାଇଭ୍‌ ଭିଡିଓ କରି ଜୀବନ ହାରିଲେ ଏହି ବ୍ୟକ୍ତି, କାରଣ …

ପାଟଣା,୮।୧: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ନିଜର ସମସ୍ତ ଆତ୍ମହତ୍ୟା ଘଟଣାକୁ ଲାଇଭ୍‌ ଭିଡିଓରେ ରେକର୍ଡ କରି...

ଜେଲରୁ ହଟିଲା ଭିଆଇପି ସେଲ୍‌

ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା...

ଭାରତ ପାଇଁ ମହଙ୍ଗା ରୁଷିଆ ସାର

ମୁମ୍ବାଇ/ଲଣ୍ଡନ୍‌/ମସ୍କୋ,୧୩ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷକାର୍ଯ୍ୟ ପାଇଁ ସାର ଅପରିହାର୍ଯ୍ୟ। କିନ୍ତୁ ଦେଶରେ ଆବଶ୍ୟକ ପରିମାଣର ସାର ଉତ୍ପାଦନ ହେଉ...

Advertisement
Archives

Model This Week