ଆକ୍ରମଣକାରୀଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସ୍ଥାନୀୟ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ବୁଧବାର ଏକ ମାମଲାର ବିଚାର କରି ହରିଚନ୍ଦନପୁର ବ୍ଲକର ଖେଦପଡ଼ା ଗ୍ରାମର କୀର୍ତ୍ତନ ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଓ ଦୁଇ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଅର୍ଥ ଅନାଦେୟ ଆଉ ୬ ମାସ ଜେଲ ଭୋଗିବାକୁ ହେବ।

ସୂଚନାଯୋଗ୍ୟ, ଘଟଣାଟି ୨୦୨୨ ମେ’ ୨୬ରେ ଘଟିଥିଲା। ଉକ୍ତ ଦିନ ଅପରାହ୍ନରେ ସୁକୁରୁମଣି ମୁଣ୍ଡା ନାମକ ଉକ୍ତ ଗ୍ରାମର ମହିଳା ପାଣି ଆଣିବାକୁ ପାଖ ନଳକୂପକୁ ଯାଉଥିବା ବେଳେ କୀର୍ତ୍ତନ ଏକ ଫାର୍ସାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା। ତାଙ୍କର ବେକ ଓ ହାତରେ କ୍ଷତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପରେ ତାଙ୍କ ସ୍ବାମୀ ଗଙ୍ଗାଧର ମୁଣ୍ଡା ହରିଚନ୍ଦନପୁର ଥାନାରେ ଏତଲା ଦେବା ପରେ ପୋଲିସ କୀର୍ତ୍ତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଏହି ଦଣ୍ଡା ଦେଶ କରିଥିବା ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଅଶୋକ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଘଟଗାଁ, ୩୧ା୧୨- ମା’ ତାରିଣୀଙ୍କୁ ୨୦୧୯ ବର୍ଷ ଶେଷଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗଲା ଓ ତାଙ୍କ ପୁତ୍ର ଚୈତନ୍ୟ ବାଗ୍‌ଲା ମଙ୍ଗଳବାର ଆସି ଦର୍ଶନ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଚତୁର୍ଥ ଦିବସ: ମର୍ନିଂ କ୍ଲବ ୨-୧ ବିଜୟୀ

ଭବାନୀପାଟଣା,୧୯।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ବୁଧବାର ଥିଲା ଚତୁର୍ଥ ଦିବସ ।...

୨ ସାଇବର ଠକ ଗିରଫ

କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା...

ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର।...

ଶିକ୍ଷକଙ୍କ ମାଡ଼ରେ ୨୦ ଛାତ୍ରୀଛାତ୍ର ଲହୁଲୁହାଣ

ଆର୍‌.ଉଦୟଗିରି,୨୬ା୮(ଡି.ଏନ୍‌.ଏ.): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ...

ଭିନ୍ନକ୍ଷମଙ୍କୁ ମିଳୁନି କାର୍ଯ୍ୟାଦେଶ, ଜିଲାପାଳଙ୍କ ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ କାନ୍ଥରେ ନାମ ଥାଇ ମଧ୍ୟ ହମାମିରାର ଭିନ୍ନକ୍ଷମ ହିତାଧିକାରୀ ଦୟାନିଧି ସାହୁଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ...

ମଝି ରାସ୍‌ତାରେ ବଁଧର ଭରମ୍‌

ସିନାପାଲି, ୧୬।୧୦ (ଡି.ଏନ୍‌.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ସିଙ୍ଗଝର-ଦେଭୋଗ ରାସ୍‌ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛେ। ହେଲେ ରାସ୍‌ତାଟା ଠିକ୍‌ ହିସାବେ ତିଆର ନାଇଁ ହେଇ।...

ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା...

Advertisement
Archives

Model This Week