ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଥିବେଳେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବାବେଳେ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ରହୁଛନ୍ତି। ପୀଡ଼ିତାଙ୍କ ମା’, ବାପା ଏକ ଜଳଖ୍‌ତ୍ଆ ଦୋକାନ କରି ପରିବାର ଚଳାନ୍ତି। ତାଙ୍କ ଦୋକାନ ପାଖରେ ଅଭିଯୁକ୍ତ ନରେଶଙ୍କ ପାନ ଦୋକାନ ରହିଛି। ନରେଶଙ୍କ ସହ ପରିଚୟ ହେବା ପରେ ସେମାନେ ତାଙ୍କୁ ରହିବା ପାଇଁ ଭଡ଼ାଘର ବୁଝିଦେଇଥିଲେ। ନରେଶ ମଝିରେ ମଝିରେ ଅଭିଯୋଗକାରୀଙ୍କ ଘରକୁ ଯିବାରୁ ପୀଡ଼ିତାଙ୍କ ସହ ଚିହ୍ନା ହୋଇଥିଲେ। ଗତ ୪ ତାରିଖରେ ପୀଡ଼ିତାଙ୍କ ମା’ ଓ ବାପା ଦୋକାନକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଧମକଚମକ ଦେଇ ବଳାତ୍କାର କରିଥିଲେ। ସେ ଏକାଧିକ ଥର ବଳାକତ୍ାର କରିଥିବା ଅଭିଯୋଗ ହେଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ICC ଅଧ୍ୟକ୍ଷ ହେବା ପରେ ସବୁ ଚିତ୍ର ବଦଳାଇ ଦେଲେ ଜୟ ଶାହା, ହେଉଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୩।୨: କ୍ରିକେଟ ନାମ୍ବିଆର ସଭାପତି ରୁଡି ଭାନ ଭୁରେନ ଗୁରୁବାର କହିଛନ୍ତି ଯେ ୱିଣ୍ଡହୋକରେ ନୂତନ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଆମେରିକା ସହିତ ଏହି ବଡ଼ ଡିଲ୍‌ କରିବ ଭାରତ! ମଧ୍ୟବିତ୍ତ ପରିବାରକୁ ହେବ ଫାଇଦା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ୫ ବିଲିୟନ ବାଣିଜ୍ୟ ଚୁକ୍ତି ବ୍ୟତୀତ, ଭାରତ ସରକାର LNGକୁ ନେଇ ଏକ ଡିଲ୍‌ କରିପାରନ୍ତି। ଭାରତ ସରକାରଙ୍କ…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ପାଣି ଆଣିବାକୁ ଯାଇ କେନାଲରେ ଭାସିଗଲେ ମହିଳା, ଅପସ୍ମାର…

ଅତାବିରା,୧୩।୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମର ଏକ କେନାଲରୁ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଜବତ କରାଯାଇଛି ।…

ତାରିକ ରହମାନ କିଏ? ୪ ବର୍ଷ ବୟସରେ ଜେଲ୍‌ ଯିବାଠୁ ଆରମ୍ଭ କରି ବାଂଲାଦେଶର ପ୍ରଧାନମନ୍ତ୍ରୀ ଆସନ ଯାଏ…ଜାଣନ୍ତୁ ପୂରା କାହାଣୀ

ଢାକା,୧୩।୨: ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନରେ ଏକ…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଏବେ ‘ସେବା ତୀର୍ଥ’ରୁ ଚାଲିବ ଦେଶର ସରକାର, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଶେଷ କଥା

ନୂଆଦିଲ୍ଲୀ,୧୩।୨: ଶୁକ୍ରବାର, ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରା ଶିକୋହ ରୋଡରେ ନିର୍ମିତ ଏବଂ ୨.୨୬ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri