Posted inଜାତୀୟ

ଭାଜପା ଏମ୍‌ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ

ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍‌ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। କେନ୍ଦ୍ର ସରକାର କୃଷି ଅଧ୍ୟାଦେଶ ଆଣିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୃଷି ଆଇନର ନକଲ ପୋଡା ଯିବ ବୋଲି ବିକେୟୁ ଗଣମାଧ୍ୟମ ପ୍ରଭାରୀ ଧର୍ମେନ୍ଦ୍ର ମଲିକ କହିଛନ୍ତି। ଯେଉଁ ଜିଲାରେ ଭାଜପା ଏମ୍‌ପି କିମ୍ବା ବିଧାୟକ ନାହାନ୍ତି, ସେଠାରେ ଜିଲାପାଳଙ୍କ ଅଫିସ୍‌ ଆଗରେ ବସିବେ ଚାଷୀମାନେ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନଗୁଡ଼ିକ ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏନେଇ ସରକାରଙ୍କ ସହ କୃଷକ ସଂଗଠନ ପକ୍ଷରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର୍‌: ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା ଅଭିଯୋଗ; ପୋଲିସ ପକ୍ଷରୁ ସୂଚନା

ହାଇଦ୍ରାବାଦ୍‌,୧୮।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ଥାନୀୟ ପୋଲିସ ପକ୍ଷରୁ ବିସ୍ଫୋରକ ବୟାନ ଦିଆଯାଇଛି। ଏନ୍‌କାଉଣ୍ଟର ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର...

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: କ୍ରିଷ୍ଣା ଘାଟି ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ୧୫ରେ ପୁଞ୍ଚ୍‌ ଜିଲାର କ୍ରିଷ୍ଣାଘାଟି ସେକ୍ଟରରେ ଭାରତୀୟ...

ନାଗାଲାଣ୍ଡରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୭।୧୨: କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡର ଗୁଳିକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ସପ୍ତାହେ ମଧ୍ୟରେ କଂଗ୍ରେସ...

ଦେବଦୂତ ପାଲଟିଲେ ହତ୍ୟାକାରୀ: ୧୦୦ଜଣଙ୍କ ଜୀବନ ନେଇଥିବା ଡାକ୍ତର ଗିରଫ

ଚଣ୍ଡିଗଡ଼, ୩୦।୭: ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ସଭିଏଁ ଦେବଦୂତ ବୋଲି ମନେ କରିଥାନ୍ତି। ତେବେ ହରିୟାଣାର ୬୨ ବର୍ଷ ବୟସ୍କ ଡାକ୍ତର ଦେବେନ୍ଦ୍ର ଶର୍ମା...

ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…

ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ...

ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦି, ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ। ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।...

ନିର୍ବାଚନ ପୂର୍ବରୁ ୮୬୮ କୃଷକ ହେଲେ ଦୋଷମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।...

Advertisement
Archives

Model This Week