ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ

କଣ୍ଟାବାଞ୍ଜି, ୩ା୩ (ଡି.ଏନ୍‌.ଏ.)-
ଶିକ୍ଷାର ପରସାର ଲାଗି ରାଏଜ୍‌ ସରକାର ଯେନ୍‌ ପଁଚେତ୍‌ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍‌ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍‌ତା ଆରକେତେ ଜାଗାରେ ସରକାର ଉଚ୍ଚ ପ୍ରାଥମିକ ସ୍କୁଲମାନକୁ ହାଇସ୍କୁଲର ମାଏନ୍‌ତା ଦେଲେ। ହେଲେ ପରଶାସନ ଆର ଥାନୀଅ ନେତାମାନକର ଅଁାତରିକତା ଅଭାବୁ ଆଏଜ୍‌ ବି ଅନେକ ଉନ୍ନୀତ ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି, ଶିକ୍ଷକ ଅଭାବ ସମସିଆରେ ଯୁଝୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ।
ସୂଚନା ଅନ୍‌ସାରେ ତୁରେକେଲା ବ୍ଲକର କମେଇମୁଣ୍ଡା, କନ୍ଦେଇ, ଚଟୁଅନକା, ହଲନଭଟା, ଖଗସା, ବୁରୋମାଲ, ହିଆଁଲ ପଁଚେତ୍‌ ସଦର ଗଁାନେ ଆରୁ ଝରନି ପଁଚେତ୍‌ର ରାମୋଡ ଗଁାରେ ଥିବାର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲକେ ହାଇସ୍କୁଲର ମାଏନ୍‌ତା ଦେଇଥିଲେ। ସରକାର ହାଇସ୍କୁଲର ମାଏନ୍‌ତା ଦେବାର ବି ଆଏଜ୍‌କେ ଅନେକ ବଛର ବିତିଯାଇଛେ। ହେଲେ ଆଏଜ୍‌ ବି ଅନେକ ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି ଅଭାବ ସଂଗେ ଶିକ୍ଷକ ସମସିଆରେ ଯୁଝୁଛନ୍‌। ସେନ୍‌ତା ନିପଟପଟ ଜଂଗଲ ଭିତରେ ଥିବାର ବ୍ଲକର ଆଦିବାସୀ ବହୁଲ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ ନାନା ସମିଆ ଘେରରେ ରହିଛେ। ୨୦୧୦ ସାଲେ ସରକାର କୁମେଇମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲକେ ଉନ୍ନୀତ ହାଇସ୍କୁଲର ମାଏନ୍‌ତା ଦେଇଥିଲେ। ଏହେଦେ ଇ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ୧୧୮ ଛାତ୍ରୀଛାତ୍ର ରହିଥିଲାବେଲେ ପାଠ୍‌ ପଢ଼ାବାର ଲାଗି ୩ ଝନ୍‌ ଶିକ୍ଷକ ରହିଛନ୍‌। ସେନ୍‌ତା ୯ମ ଆର ୧୦ମ ଶ୍ରେଣୀରେ ମୋଟ ୩୬ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ପଠ୍‌ ପଢ଼ାବାର ଲାଗି ୨ ଝନ୍‌ ନ ଶିକ୍ଷକ ରହିଛନ୍‌। ହାଇସ୍କୁଲ ଆରମ୍‌ ହେଲାଦିନୁ ଖେଲ ଶିକ୍ଷକ ଆରୁ ଝନେ ଟିଜିଟି ଶିକ୍ଷକ ପାଠ୍‌ ପଢ଼େଇ ଆସୁଛନ୍‌। ୨୦୧୧ ସାଲେ ପହେଲା କରି ଇ ହାଇସ୍କୁଲର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ହେଲେ ଦୁଖର କଥା ହାଇସ୍କୁଲ ହେବାର ଆଏଜ୍‌କେ ୧୦ ବଛର ବିତିଯାଇଥିଲେ ବି ଶିକ୍ଷକ ସଂଖ୍ୟା ୨ରେ ରହିଛେ। ଉଚ୍ଚ ପ୍ରାଥମିକ ସ୍କୁଲର ଝନେ ବିଜ୍ଞାନ ଶିକ୍ଷକ ୮ମନୁ ୧୦ମ ଶ୍ରେଣୀ ତକ୍‌ ଗଣିତ ଆରୁ ବିଜ୍ଞାନ ପଢ଼ଉଛନ୍‌। ଏନ୍‌ତା ଅବେବସ୍‌ତା ଭିତରେ ବି ୯ ବଛର ହେଲା ହାଇସ୍କୁଲର ଶତ ପରତିଶତ ଛତ୍ରୀଛାତ୍ର ମାଟ୍ରିକ ପାସ କରୁଛନ୍‌ ବଲି ପ୍ରଧାନଶିକ୍ଷକ ଦାଇତିଅରେ ଥିବାର ଶିକ୍ଷକ ପ୍ରମୋଦ ମାଝି କହିଛନ୍‌। ସେନ୍‌ତା ହାଇସ୍କୁଲର ସମସିଆ ବାବ୍‌ଦେ ପରିଚାଲନା କମିଟିର ସଭାପତି ତ୍ରୀନାଥ ଭୋଇକୁଁ ପଚ୍‌ରାଲାରୁ ଇଠାନେ ହାଇସ୍କୁଲ ନିହେବାର ଆଗରୁ ଅଂଚଲର ଛାତ୍ରୀଛାତ୍ର ୧୨ କି.ମି. ଦୂର କଣ୍ଟାବାଞ୍ଜି, ୧୦ କି.ମି. ଦୂର ତୁରେକଲାକେ ପଢ଼ି ଯାଉଥିଲେ। କମେଇମୁଣ୍ଡାନେ ହାଇସ୍କୁଲ ହେଲା ଦିନୁ ଇଠାନେ ପଢ଼ାକୁଠି ଅଭାବ ରହିଛେ। ସେନ୍‌ତା ମୂଲ ଦିନୁ ୨ ଝନ୍‌ ଶିକ୍ଷକରେ ପାଠ୍‌ପଢ଼ା ଚାଲିଛେ। ଇ ସମସିଆ ଉପରେ ସରକାର କି ପରଶାସନ କେହି ଧିଆନ୍‌ ନାଇଁ ଦେବାର ବଲି ସେ କହିଛନ୍‌। ସେନ୍‌ତା ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି, ଶୌଚାଲୟ, ବେଞ୍ଚ ଟେବୁଲ, ବିଜ୍ଞାନ ହଲ, ଲାଇବ୍ରେରୀ ହଲ, ପିଇଲା ପାଏନର ସମାଧାନ ସଂଗେ ଦରକାର ହିସାବେ ଶିକ୍ଷକ ଯୁଗେଇ ଦେବାକେ ଧରିତ୍ରୀ ଖବର କାଗଜ ଜରିଆରେ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri