Posted inଫୁରସତ

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ। ଆଉ କିଛି ରେଷ୍ଟୁରାଣ୍ଟରେ ନର୍ସ ପୋଷାକ ପିନ୍ଧି ଓ୍ବେଟର ଖାଦ୍ୟ ପରଷୁଛନ୍ତି ତ ଆଉ କେଉଁଠି କେବଳ  ଜାଆଁଳା  ଭଉଣୀ ଖାଦ୍ୟ ପରଷିଥାନ୍ତି। ଆସନ୍ତୁ ଜାଣିବା ଏପରି ରେଷ୍ଟୁରାଣ୍ଟ ସମ୍ପର୍କରେ…

ନ୍ୟୁୟର୍କ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଗ୍ରାହକଙ୍କୁ ଦେହରୁ କପଡ଼ା ଖୋଲି ଖାଦ୍ୟ ଖାଇବାକୁ ପଡ଼ିଥାଏ।

ତାଇପେଇ : ତାଇପେଇର ଏକ ରେଷ୍ଟୁରାଣ୍ଟରେ ମହିଳା ଓ୍ବେଟରଙ୍କୁ ନର୍ସ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷିବାକୁ ପଡ଼ିଥାଏ।

ମସ୍କୋ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି।

ଟୋକିଓ : ଟୋକିଓରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ପୁରୁଷ ଓ୍ବେଟରଙ୍କୁ ମହିଳାଙ୍କ ପୋଷାକ ପିନ୍ଧି ଖାଦ୍ୟ ପରଷିବାକୁ ପଡ଼ିଥାଏ।

ଚାଇନା : ଚାଇନାର ଶେନ୍‌ଜେନ୍‌ସ୍ଥିତ ଏକ ହୋଟେଲରେ ଟେବୁଲ ଏବଂ ସିଟ୍‌ ଟଏଲେଟ୍‌ ପରି। ଏହି ସିଟ୍‌ରେ ବସି ଗ୍ରାହକ ତାସ୍‌ ଖେଳିବା ସହ କୋଲ୍ଡଡ୍ରିଙ୍କ୍‌ସ ପିଇଥାନ୍ତି। ଏଠାରେ ଆଉ ଏକ ରେଷ୍ଟୁରାଣ୍ଟ ରହିଛି ଯାହା ଦେଖିବାକୁ ଜେଲ୍‌ ପରି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri